ବନ୍ଧୁଗଣ, ସୂଚନା ଅନୁଯାୟୀ ନୟାପଲ୍ଲୀ ଥାନା ଅଞ୍ଚଳରେ କିଛି ଯୁବକ ମାନେ ବାର୍ଥଡେ ପାର୍ଟି ସେଲିବ୍ରେସନ କରୁଥିଲେ । କିନ୍ତୁ କାହିଁକି ବାର୍ଥଡେ ପାର୍ଟି ସେଲିବ୍ରେସନ କରାଗଲା ଏବଂ କାହିଁକି ପୋଲିସ ଧରିଲା ଆସନ୍ତୁ ସେ ନେଇ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ଘଟଣା ଟି ଏହା ଯେ ବାର୍ଥଡେ ପାର୍ଟି ରେ ଯେଉଁ କେକ ଟି କଟାଗଲା ସେ ମାରଣାସ୍ତ୍ର ସାହାର୍ଯ୍ୟରେ କଟାଯାଇଥିଲା । ନଯାପଲ୍ଲୀ ଅଞ୍ଚଳରେ ଗୋଟିଏ ଆତଙ୍କ ଖେଳିଯାଇଥିଲା ।
ପୋଲିସ ସମୁଦାୟ ୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଏବଂ ଯାହାଙ୍କ ଜନ୍ମଦିନ ପାଳନ କରାଯାଉଥିଲା । ଏହି ସମୟରେ ଖଣ୍ଡାରେ କେକ କାଟିଥିଲେ । ଏଥି ମଧ୍ୟରୁ ଜଣେ ନାବାଳକ ମଧ୍ୟ ରହିଅଛି । ତେବେ କଥା ହେଉଛି ଯେ ଯେତେବେଳେ ରାଜଧାନୀରେ ଯେତେବେଳେ ଏକ ଆତଙ୍କରାଜ ଖେଳାଉଥିଲେ ବାର୍ଥଡେ ପାର୍ଟି ର ଯେଉଁ ସେଲିବ୍ରେସନ ଯେଉଁ ଖଣ୍ଡାରେ କେକ କାଟିବା ତଥା ଯେଉଁ ସେଲିବ୍ରେସନ କରୁଥିଲେ, ସେମାନେ ତାହାକୁ ସୋ-ସି-ଆ-ଲ ମି-ଡି-ଆ ରେ ଅ-ପ-ଲୋ-ଡ କରିଥିଲେ ।
ଏବଂ ଏହାପରେ ସେମାନେ ନୟାପଲ୍ଲୀ ଭୁବନେଶ୍ବରରେ ଆତଙ୍କ ଖେଳାଉଥିଲେ । ଏବଂ ଯେତେବେଳେ ପୋଲିସ ପାଖରେ ହି ଖବର ଆସି ପହଞ୍ଚିଲା, ପୋଲିସ ଯେତେବେଳେ ଜାଣିଲେ ତୁରନ୍ତ ତଦନ୍ତ କରିଲେ ଏହାପରେ ୫ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଅଛି । ପୋଲିସ କହିଛି ଯେ ଏହିଭଳି କରି ସେମାନେ ଏହି ଏରିଆର ଲୋକମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରିବାକୁ ନିଶ୍ଚିତ ଭାବରେ ଚେଷ୍ଟା କରୁଥିଲେ ।
ସମୁଦାୟ ୧୨ ରୁ ୧୫ ଜଣଙ୍କୁ ସେଠାରେ ଦେଖିବାକୁ ମିଳିଥିଲା । ସମସ୍ତଙ୍କୁ ଆଇଡେଣ୍ଟିଫାଏ କରାଯାଇଅଛି ଏବଂ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଏସିପି । ଏମାନେ କୌଣସି ଗ୍ୟାଙ୍ଗର ସଦସ୍ୟ ନୁହଁନ୍ତି ମାତ୍ର ଏମାନେ ଗୋଟିଏ ଇଲାକାରେ ରୁହନ୍ତି ବସ୍ତିରେ ।
କିନ୍ତୁ ତାଙ୍କର କାର୍ଯ୍ୟକଳାପ ଏବଂ ଯେଉଁଭଳି ଭାବରେ ସେମାନେ ବାର୍ଥଡେ ସେଲିବ୍ରେଟ କରୁଥିଲେ ନିହାତି ଭାବରେ ସେମାନେ ଅସାମାଜିକ ଯୁବକ ଥିଲେ । ଏବଂ ତାଙ୍କ ବିରୁଦ୍ଧରେ ନିହାତି ଭାବରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ସେ ବର୍ତ୍ତମାନ ଭେରୀଫାଏ କରୁଛନ୍ତି ତାଙ୍କ ନାମରେ ଆଗରୁ କେଉଁ ସବୁ କେସ ରହିଅଛି ? ଯଦି ତାଙ୍କ ନାମରେ କେସ ଥିବ ତେବେ ସେହି ହିସାବରେ ତାଙ୍କୁ ତଦନ୍ତରେ ନିଆଯିବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।