ଖାଲି ପେଟରେ ଆପଣ ଚା’ ପିଉଛନ୍ତି କି, ତେବେ ନିହାତି ଜାଣି ରଖନ୍ତୁ ଏହି କଥା – Health Tips

ବନ୍ଧୁଗଣ ସାଧାରଣତଃ ସଖାଳ ସମୟରେ ଉଠି ଆମେ ଯାହାସବୁ କରିଥାଉ ତାହାର ମାନସିକ ଓ ଶାରୀରିକ ପ୍ରଭାବ ସିଧା ଆମ ଶରୀର ଉପରେ ପଡିଥାଏ । ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ଲୋକ ସକାଳ ସମୟରେ ଉଠିବାର ତୁରନ୍ତ ପରେ ଚା’ର ସେବନ ନିଶ୍ଚୟ କରିଥାନ୍ତି । ଏହିପରି ଲୋକ ଏହା ବୁଝିବା ଦରକାର ଯେ, ଆଗକୁ ସେମାନଙ୍କ ଶରୀର ବହୁତ ଖରାପ ହେବାକୁ ଯାଉଛି । ବନ୍ଧୁଗଣ ଖାଲି ପେଟରେ ଚା’ ପିଇବା ଦ୍ଵାରା ଅନେକ ପ୍ରକାରର ରୋଗ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ କହିବୁ ଖାଲି ପେଟରେ ଚା’ ପିଇବା ଦ୍ଵାରା ଆମ ଶରୀରକୁ କେତେ ହାନି ହୋଇଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଖାଲି ପେଟରେ ଚାହା ପିଇବା ଆମ ଶରୀର ପାଇଁ ହାନିକାରକ ଅଟେ, ଏମିତିରେ ଯେ କୌଣସି ଚାହା ହୋଇଥାଉ ନା କାହିଁକି ।

କାରଣ କିଛି ଲୋକ ଚିନ୍ତା କରନ୍ତି ଯେ, ସେମାନେ ଗ୍ରୀନ ଟି ଖାଲି ପେଟରେ ପିଇଲେ ସେମାନେ ସୁସ୍ଥ ରହିବେ । ହେଲେ ବନ୍ଧୁଗଣ ଆପଣ ଜାଣି ରଖନ୍ତୁ ଯେ, ଖାଲି ପେଟରେ ଚାହା ପିଇବା ଆମ ଶରୀର ପାଇଁ ହାନିକାରକ ଅଟେ । କାରଣ ଚା’ରେ ଏସିଡ ରହିଥାଏ, ଏହା ଯେତେବେଳେ ଆମ ଶରୀରର ଲାଳ ଅଂଶ ସହ ମିଶି ଯାଇଥାଏ ସେତେବେଳେ ଏହା ଆମ ଶରୀରରେ ଏସିଡିଟି କରାଇଥାଏ ।

ଏହା ଦ୍ଵାରା ପେଟରେ ଗ୍ଯାସ ଆଦି ସମସ୍ଯା ସୃଷ୍ଟି ହୋଇଥାଏ । ଏହା ବ୍ଯତୀତ ବିଭିନ୍ନ ପ୍ରକାରର ପେଟ ଜନିତ ସମସ୍ଯା ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ ଏହିଭଳି ପରିସ୍ଥିତିରେ ଖାଲି ପେଟରେ ଚାହା ପିଇବା ଉଚିତ ନୁହେଁ । ବନ୍ଧୁଗଣ ମନେ ରଖନ୍ତୁ ଯଦି ଆପଣ କ୍ଷୀର ଚା’ ପିଉଛନ୍ତି ତା ହେଲେ ତାହା ଶରୀର ପାଇଁ ସବୁଠାରୁ ହାନିକାରକ ଅଟେ । ତେଣୁ ବନ୍ଧୁଗଣ ଆପଣ ଭୁଲ ସେ ମଧ୍ୟ ଖାଲି ପେଟରେ ଚା’ ପିଅନ୍ତୁ ନାହିଁ । କାରଣ ଏହା ଦ୍ଵାରା ଯାହା କ୍ଷତି ହେବ ତାହା ଆପଣ ସମ୍ଭାଳି ପାରିବେ ନାହିଁ । ଆସନ୍ତୁ ଜାଣିବା ସେହି ସମସ୍ତ ରୋଗ ବିଷୟରେ ।

୧. ବନ୍ଧୁଗଣ ଯଦି ଆପଣ ଖାଲି ପେଟରେ ଚାହା ପିଉଛନ୍ତି ତା ହେଲେ ଆପଣଙ୍କର ଏସିଡିଟି ହେବ । ଯାହା ଦ୍ୱାରା ଆପଣଙ୍କ ପେଟରେ ଗ୍ଯାସ ସମସ୍ଯା ହୋଇଥାଏ । ଏହା ଆପଣଙ୍କ ରକ୍ତରେ ମିଶି କୋଲେଷ୍ଟ୍ରୋଲର ସମସ୍ୟା, ହାର୍ଟ ଆଟାକର ସମସ୍ୟା କିମ୍ବା ବ୍ଲଡ ପ୍ରେସର ର ସମସ୍ୟା କରିଥାଏ ।

୨. କିଛି ଲୋକଙ୍କୁ ଲାଗିଥାଏ ଯେ, ମୋଟାପଣ କେବଳ ଚର୍ବି ଜାତୀୟ ଖାଦ୍ୟକୁ ଖାଇଲେ ହୋଇଥାଏ । ହେଲେ ବନ୍ଧୁଗଣ ଏମିତି ନୋଇନଥାଏ । ଯେତେବେଳେ ଆମେ କିଛି ଖାଦ୍ୟ ଖାଇଥାଉ ଓ ତାହା ହଜମ ହୋଇନଥାଏ ତାହା ଦ୍ଵାରା ଆମ ଶରୀରରେ ଚର୍ବି ଅଂଶ ବଢିଥାଏ । ଯାହା ଫଳରେ ଆମ ଓଜନ ବଢିଥାଏ । ବନ୍ଧୁଗଣ ଏହାର ମୁଖ୍ୟ କାରଣ ହେଉଛି ଖାଲି ପେଟରେ ଚା’ ପିଇବା ।

୩. ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ଲୋକଙ୍କୁ ନିଦ ଆସିନଥାଏ । କାରଣ ସେହି ଲୋକମାନେ ଖାଲି ପେଟରେ ଚାହା ପିଅନ୍ତି । ତେଣୁ ବନ୍ଧୁଗଣ ଆପଣ ମାନେ କେବେ ହେଲେ ଭୁଲ ସେ ମଧ୍ୟ ଖାଲି ପେଟରେ ଚା’ ପିଇବେ ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *