Jyotish Shastra – ଆଜି ରାତି ଠାରୁ ପୁରା ୫୧ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା କରିବେ ମା ଲକ୍ଷ୍ମୀ, କଣ ଏହା ଆପଣଙ୍କ ରାଶି ନୁହେଁ ତ ??

ସାଙ୍ଗମାନେ ଆମେ ବହୁତ୍ ଦେବା ଦେବୀଙ୍କର ପୂଜା କରିଥାଉ, ସବୁ ଦେବା ଦେବୀଙ୍କ ଭିତରୁ ମା ଲକ୍ଷ୍ମୀ ଅନ୍ୟତମ । ମା ଲକ୍ଷ୍ମୀ ଯାହା ଉପରେ ପ୍ରସନ୍ନ ହୁଅନ୍ତି ତା ଘରକୁ ଧନ ଦୌଲତରେ ଭରି ଦିଅନ୍ତି ଓ ଯାହା ଉପରେ କୋପ କରନ୍ତି ସେ ଯେତେ ଧନୀ ହେଇଥିଲେ ମଧ୍ୟ ଭାକାରି ହେଇଯାଏ । ତେଣୁ ସମସ୍ତେ ଚାହାଁନ୍ତି ମାତା ଲକ୍ଷ୍ମୀ ଙ୍କ କୃପା ଦ୍ରୁଷ୍ଟି ସେମାନଙ୍କ ଉପରେ ରହିଥାଉ । ସେଥିପାଇଁ ସେମାନେ ଅନେକ ପ୍ରକାର ର ଉପାୟ ମଧ୍ୟ କରିଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ଚଳନ ଅନୁସାରେ ହିଁ ବ୍ୟକ୍ତି ର ଜୀବନ ପରିଚାଳିତ ହୋଇଥାଏ ।

ଗ୍ରହ ମାନଙ୍କ ଶୁଭ ଦ୍ରୁଷ୍ଟି ପଡିଲେ ବ୍ୟକ୍ତି ର ଜୀବନ ବଦଳିଯାଏ ଓ ସେ ଧନବାନ ହୋଇଯାଏ । ତା ଜୀବନରେ ସୁଖର ଆଗମନ ହୋଇଥାଏ କିନ୍ତୁ ଏହାର ବିପରିତରେ ଯଦି ଗ୍ରହ ମାନନକ ଅଶୁଭ ଦ୍ରୁଷ୍ଟି ବ୍ୟକ୍ତି ଉପରେ ପଡିଥାଏ ତେବେ ତାହାର ଖରାପ ଦିନ ଆରମ୍ଭ ହୋଇଯାଏ । ଜ୍ଯୋତିଷ ଙ୍କ ଅନୁସାରେ ଆଜି ରାତି ଠାରୁ ଗ୍ରହ ମାନଙ୍କ ମଧ୍ୟରେ ଏମିତି କିଛି ଶୁଭ ସଂଯୋଗ ଘଟୁଛି କି ଯାହା ଦ୍ଵାରା କିଛି ରାଶି ଅଛନ୍ତି ଯେଉଁ ମାନଙ୍କ ଭାଗ୍ୟ ପୁରା 51 ବର୍ଷ ପର୍ଯ୍ୟନ୍ତ ଚମକି ଉଠିବ । ସେମାନେ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ତେବେ ଚାଲନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ।

ବୃଷ ରାଶି

ବୃଷ ରାଶି ଉପରେ ମା’ଙ୍କ ଅଶେଷ କୃପା ରହିବ ଓ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ, ଆପଣଙ୍କର ଅଟକି ରହିଥିବା ସବୁ କାମ ପୂରଣ ହୋଇଯିବ । ଏହି ମାସରେ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ ଓ ନିଜ ବ୍ୟବସାୟରେ ମଧ୍ୟ ଭଲ ହେବ, ଆପଣଙ୍କ ଉପରେ ବିଶେଷ ଭାବରେ ମାଙ୍କ କୃପା ଦୃଷ୍ଟି ରହିବ । ଏହି କାରଣରୁ ସବୁ ସମସ୍ୟା ଦୂର ହୋଇଯିବ ।

ମିଥୁନ ରାଶି

ମାତା ଲକ୍ଷ୍ମୀ ମିଥୁନ ରାଶି ମାନଙ୍କ ଉପରେ ଧନ ବର୍ଷା କରିବେ ଓ ଆପଣ ମାନେ ବହୁତ୍ ଖୁସିରେ ରହିବେ । ଏହି ସମୟ ଆପଣଙ୍କ ପାଇଁ ବହୁତ୍ ଶୁଭ ସମୟ ଅଟେ, ଆପଣଙ୍କ ବ୍ୟବସାୟ ଆଗକୁ ବଢିବ, ସବୁ ପ୍ରକାର ନୂଆ ଅବସର ମିଳିବ । ଆସୁଥିବା ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ, ବ୍ୟାପାରରେ ସୁନାମ ଅର୍ଜନ କରିବେ । ଆପଣଙ୍କୁ ବ୍ୟାପାର କ୍ଷେତ୍ରରେ ଧନ ଲାଭ ହେବାର ଶୁଭ ଯୋଗ ମଧ୍ୟ ବନୁଛି ।

ବିଛା ରାଶି

ଯଦି ଆପଣ ଚାକିରି କରୁଛନ୍ତି ତା ହେଲେ ମାଙ୍କ କୃପା ପ୍ରାପ୍ତି ହେବ, ଜୀବନସାଥୀ ସାଙ୍ଗରେ ଭଲ ସମୟ କାଟିବେ । ଯଦି କାର୍ଯ୍ୟ କ୍ଷେତ୍ରରେ ଅଛନ୍ତି, ଆପଣ ବହୁତ ପରିଶ୍ରମ କରିବେ ଓ କର୍ମ ଅନୁସାରେ ଫଳ ମିଳିବ । ଆପଣ ଜୀବନରେ ହଠାତ୍ ଧନ ପ୍ରାପ୍ତ କରିବେ ଓ ଆପଣଙ୍କର ଅଟକି ରହିଥିବା କାମ ହୋଇଯିବ ।  ଏହା ସହିତ ଏହି ସମୟରେ ଭୂମି ଓ ଧନ ସମ୍ପତି ସମ୍ବନ୍ଧିତ ଜଡିତ ମାମଲା ଗୁଡିକ ଖୁବ ଶୀଘ୍ର ସମାପ୍ତ ହୋଇଯିବ ।

ସିଂହ ରାଶି

 

 

ମାଙ୍କ କୃପାରୁ ଅଟକି ରହିଥିବା କାମ ହୋଇଯିବ, ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଚାକିରି ମଧ୍ୟ ମିଳିବ । ଏହା ସାଙ୍ଗରେ ପରିବାର ସୁଖ ଶାନ୍ତିରେ ରହିବ ଓ ଆପଣଙ୍କୁ ବହୁତ ଲାଭ ମିଳିବ । ଜୀବନରେ ଚାଲୁଥିବା ସବୁ ସମସ୍ୟା ଦୂର ହେବ । ସନ୍ତାନ ପକ୍ଷରୁ ଆପଣ ମାନଙ୍କୁ ଖୁସି ଖବର ନିଶ୍ଚୟ ମିଳିବ । ଆପଣଙ୍କୁ ସମାଜରେ ବହୁତ ମାନ ସମ୍ମାନ ମିଳିବାର ସମ୍ଭାବନା ରହିଛି, କେବଳ ଆପଣ ନିଜର ଆତ୍ମବିଶ୍ଵାସକୁ ବୃଦ୍ଧି କରନ୍ତୁ ।

ତୁଳା ରାଶି

ମାଙ୍କ କୃପାରୁ ବ୍ୟବସାୟରେ ଅଧିକ ଲାଭ ମିଳିବ । ଏହି କାରଣରୁ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ମାନ ମିଳିବ । ଏହି ସମୟରେ ଆପଣ ଜୀବନସାଥୀ ସାଙ୍ଗରେ ବହୁତ ଭଲ ସମୟ କାଟିବେ । ଯଦି ଆପଣଙ୍କର ଏ ପର୍ଯ୍ୟନ୍ତ ବିବାହ ହୋଇ ନାହିଁ ତେବେ ଏହି ସମୟରେ ଆପଣଙ୍କୁ ଏକ ଉଚିତ ଜୀବନସାଥୀ ମିଳିବାର ସମ୍ଭାବନା ଅଛି ।

କୁମ୍ଭ ରାଶି

ମା ଲକ୍ଷ୍ମୀଙ୍କ କୃପାରୁ ଧନ ପ୍ରାପ୍ତି ହେବ,ଆପଣଙ୍କ ଶୁଭ ସମୟ ଆସୁଛି । ସେୟାର ମାର୍କେଟରେ ଧନ ନିବେଶ କରିବେ, ଏଥିରୁ ଆପଣଙ୍କୁ ଲାଭ ମିଳିବ । ଆପଣ ଯଦି କେଉଁଠି ଚାକିରି କରୁଛନ୍ତି ତା ହେଲେ ଆପଣଙ୍କର ଉନ୍ନତି ହେବ । ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କୁ କୌଣସି ଉପହାର ବା କୌଣସି ଖାସ ଜିନିଷର ପ୍ରାପ୍ତି ହେବ । ଏହା ସହିତ ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି ସେମାନଙ୍କର ପଦୋନ୍ନତି ହେବାର ଯୋଗ ମଧ୍ୟ ବନୁଛି । କହି ଦେଉଛୁ କି ନୂଆ ବ୍ୟାପାର ବାଣିଜ୍ୟ ପାଇଁ ଏହି ସମୟ ବହୁତ ଅନୁକୂଳ ଅଟେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *