‘NCB ଷଡ଼ଯନ୍ତ୍ର କରୁଛି ମୋ ପୁଅ ନିର୍ଦ୍ଦୋଷ’, ପୁଅ Aryan ଙ୍କୁ ବେଲ ନ ମିଳିବାରୁ ଖାଇବା ପିଇବା ଛାଡି ଦେଇଛନ୍ତି ମା’ Gouri Khan, କାନ୍ଦି କାନ୍ଦି କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମୁମ୍ବାଇ ର କୋର୍ଟ ଆର୍ୟନ ଖାଁ ଙ୍କ ଏନ୍ସିବି କ-ଷ୍ଟ-ଡି ର ସମୟ ବଢ଼ାଇ ଦେବା ପରେ ଏବେ କାନ୍ଦି କାନ୍ଦି ଦିନ କଟୁଛି ଗୌରୀ ଖାଁ ଙ୍କ ର । ଶୁଣିବାକୁ ମିଳୁଛି ଯେ, ଗୌରୀ ଖାଁ ନିଜ ଖାଇବା ପିଇବା ମଧ୍ୟ ଭୁଲି ଯାଇଛନ୍ତି । ନିଜକୁ ଗୋଟିଏ ରୁମ୍ ରେ ବନ୍ଦ କରି ରଖିଛନ୍ତି । ସାହାରୁଖ ଖାଁ ଙ୍କ ଏକ କୋଟି ଟଙ୍କିଆ ଓକିଲ ବି ତାଙ୍କୁ ଫେରାଇ ଆଣି ପାରିଲେ ନାହିଁ । ତେବେ ଏହି ସମ୍ବନ୍ଧରେ ସାହାରୁଖ ଖାଁ ମଧ୍ୟ ଅତି ଉ-ତ୍ୟ-କ୍ତ ଅଛନ୍ତି ।

ଶୁଣିବାକୁ ମିଳୁଛି ଯେ ଗୌରୀ ଖାଁ କାହା ସହିତ କଥା ମଧ୍ୟ ହେଉ ନାହାନ୍ତି । ତେବେ ଏ ନେଇ ସୂଚନା ଦେଇଛନ୍ତି ମନ୍ନତ ରେ କାମ କରୁଥିବା ଜଣେ ମେଡ୍ । ନିଜର ନାମ କୁ ଅତି ସିକ୍ରେଟ ରଖି ସେ ଏହି ସୂଚନା ଦେଇଛନ୍ତି । ତେବେ ଯାହା ଜଣା ପଡୁଛି ଯେ ଗୌରୀ ଖାଁ ନିଜ ପୁଅ କୁ ବହୁତ ହିଁ ମନେ ପକାଉଛନ୍ତି । ତାଙ୍କ ପୁଅ ବର୍ତ୍ତମାନ ଏନ୍ସିବି ର କ-ଷ୍ଟ-ଡି ରେ । ଏନ୍ସିବି ରେ ସେ ମେସ ର ଖାଇବା ଖାଉଛନ୍ତି ଏବଂ ଏହା ସହିତ ତାଙ୍କ ପାଇଁ ଘରୁ ଡ୍ରେସ ଯାଉଛି ।

ଯାହା ଶୁଣିବାକୁ ମିଳୁଛି ଆର୍ୟନ ଖାଁ ଙ୍କ ପାଇଁ ନୋଜଲ ଡ୍ରପ ମଧ୍ୟ ପଠାଇଛନ୍ତି ଗୌରୀ ଖାଁ । ତେବେ ଏହା ସହିତ ଗତକାଲି ସକାଳେ ମନ୍ନତ ରୁ ହ୍ଵାଇଟ କଲର ର ଗାଡ଼ି ରେ ଗୌରୀ ଖାଁ ଏବଂ ସ୍ୱାମୀ ସାହାରୁଖ ଖାଁ ଅତି ଖୁସି ରେ ବାହାରିଥିଲେ ଫୋର୍ଟ ଏୟରିଂ କୁ । କିନ୍ତୁ ଯେତେବେଳେ କୋର୍ଟ ତାଙ୍କୁ ବେଲ୍ ଦେବା ପାଇଁ ମନା କରିଦେଲା ଏହା ପରେ ତାଙ୍କୁ ଜେଯେ ହସ୍ପିଟାଲ ନିଆ ଯାଇଥିଲା ଏବଂ ସେଠାରେ ଗୌରୀ ଖାଁ ଗାଡ଼ି ଭିତରେ ରହି ବହୁତ କାନ୍ଦିଥିଲେ ।

ଏହା ପରେ ମିଡିଆ ଯେତେବେଳେ ତାଙ୍କୁ ଦେଖିଥିଲା ସେତେବେଳେ ତାଙ୍କ କାର୍ ରେ ସେଠାରୁ ସେ ଅନ୍ତର୍ଧ୍ୟାନ ହୋଇ ଯାଇଥିଲେ । ତାଙ୍କ ପୁଅ ୪ ବର୍ଷ ହେବ ନି-ଶା ର କବଳ ରେ । ଯାହା ମାଆ ହୋଇ ମଧ୍ୟ ସେ ଜାଣି ପାରିଲେ ନାହିଁ । ଏହା ସହିତ ଏତେ ବଡ଼ ଘ-ଟ-ଣା ଘ-ଟି-ଗଲା ଏହା ପଛ ରେ ସେ ନିଜ ସ୍ୱାମୀ ଙ୍କୁ ହିଁ ଦାୟୀ କରୁଥିବା କହିଛନ୍ତି ଏହି ମେଡ ଜଣକ । ଖବର ଅନୁସାରେ ନିଜକୁ ଏକୁଟିଆ ରଖିଛନ୍ତି ଗୌରୀ ଖାଁ ଏବଂ ପ୍ରାର୍ଥନା କରୁଛନ୍ତି ଯେ, ତାଙ୍କ ପୁଅ ଖୁବ ଶୀଘ୍ର ଫେରିଆସୁ ଏବଂ ଭଲ ହୋଇଯାଉ ।

Leave a Reply

Your email address will not be published. Required fields are marked *