ସାଙ୍ଗ ମାନଙ୍କୁ ଘରକୁ ଆସିବାକୁ ମନା କଲେ Shahrukh, ଫୋନ୍ ବନ୍ଦ୍ କରି ଅନୁରୋଧ କଲେ ଓ କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ମୁମ୍ବାଇ କ୍ରୁଜ୍ ଡ୍ର-ଗ୍ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ନାମ ଆସିବା ପରଠାରୁ ମା-ମ-ଲା ଚର୍ଚ୍ଚାରେ ରହିଛି । ଆର୍ଯ୍ୟନ୍ ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବିର କ-ଷ୍ଟ-ଡି-ରେ ରହିବେ । ଏହି ସମୟରେ ତାଙ୍କ ବାପା ଶାହାରୁଖ ଖାନଙ୍କୁ ଫିଲ୍ମର ସୁ-ଟିଂ ମଝିରେ ଛାଡି ଆସିବାକୁ ପଡିଲା । ଶାହାରୁଖଙ୍କ ଫିଲ୍ମ ‘ପଠାନ’ର କାର୍ଯ୍ୟସୂଚୀ ମଧ୍ୟ ଅକ୍ଟୋବର ୭ ରେ, ଯେଉଁଥିରେ ମଧ୍ୟ ସେ ଯାଇ ପାରିବେ ନାହିଁ ।

ତେବେ ଶାହାରୁଖ ବର୍ତ୍ତମାନ କାହା ସହ ମଧ୍ୟ ମିଶିବାକୁ ମନା କରିଦେଇଛନ୍ତି । ତେବେ ଶାହାରୁଖ ଖାନ ନିଜର ପୁଅ କୁ ବଞ୍ଚେଇବା ପାଇଁ ସବୁଠାରୁ ମହଙ୍ଗା ଓକିଲ ସତୀଶ ମନସିଂଦେ ମଧ୍ୟ ତାଙ୍କ ପୁଅ ର ବେ-ଲ କରେଇ ପାରି ନାହାନ୍ତି । ତେବେ ଶାହାରୁଖ ବର୍ତ୍ତମାନ ନିଜ ଟିମ କୁ କହିଛନ୍ତି କି ସେ ଏହି ବିଷୟ ର ଅଧିକ ଧ୍ୟାନ ଦେବେ ଯେପରି କେହି ତାଙ୍କ ଘର ପାଖରେ ଆସି ହୋ ହଲା କରିବ ନାହିଁ ଏବଂ କି ଭିଡ଼ କରିବ ନାହିଁ ।

ଏହା ଛଡା ସେ କାହା ସହ ମିଶୁ ନାହାନ୍ତି କିମ୍ବା ଫୋନ ମଧ୍ୟ ଉଠାଉ ନାହାଁନ୍ତି । ତେବେ କରନ, କାଜଲ, ଦୀପିକା ଆଉ ଅନେକ ବଲିଉଡ ଷ୍ଟାର ମାନେ ଶାହାରୁଖ ଙ୍କୁ ଫୋନ କଲେ ମଧ୍ୟ ସେ କାହା ଫୋନ ରିସିଭ କରୁ ନାହାନ୍ତି । ତେବେ ସେ କହିଛନ୍ତି କି ଏହି ପରିସ୍ଥିତି ରେ ତାଙ୍କୁ ଏକୁଟିଆ ଛାଡି ଦେବାକୁ ତେବେ ସଲମାନ ଖାନ ମଧ୍ୟ ଶାହାରୁଖ ଙ୍କୁ ଭେଟିଛନ୍ତି ଏବଂ ପୋଲିସ ସହ କଥା ବାର୍ତା ମଧ୍ୟ ହୋଇଛନ୍ତି ।

ତେବେ ଏନସିବି କିନ୍ତୁ ପ୍ରମାଣ ଖୋଜିବାରେ ବ୍ୟସ୍ତ ଅଛନ୍ତି । ସେ କୌଣସି ବି ପରିସ୍ଥିତି ରେ ଏହାର ପ୍ରମାଣ ଖୋଜିକରି ରହିବେ ବୋଲି କହିଛନ୍ତି ଏବଂ ସେ ଏହା ମଧ୍ୟ କହିଛନ୍ତି କି ଆର୍ଯ୍ୟନ ଙ୍କ ପାଖରେ ଏବଂ ତାଙ୍କ ହ୍ଵା-ଟ୍ସ-ଆ-ପ ଚା-ଟ ରୁ ବହୁତ କିଛି ତଥ୍ୟ ମଧ୍ୟ ମିଳି ପାରିବ । ତେବେ ଦେଖିବାର ଅଛି କି କିଙ୍ଗ ଖାନ ନିଜ ପୁଅ କୁ ଏହି ମାମଲାରୁ ବଞ୍ଚେଇ ପାରୁଛନ୍ତି କିମ୍ବା ନାହିଁ ।

Leave a Reply

Your email address will not be published. Required fields are marked *