15+ GK Quiz- ଖାଇବା ପୂର୍ବରୁ କଣ ଖାଇଲେ ସୁଗାର ବହୁତ ଜଲ୍ଦି ନିୟନ୍ତ୍ରଣ କୁ ଆସିଯାଏ ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- କେଉଁ ପ୍ରାଣୀ 3 ବର୍ଷ ଯାଏଁ ଠିଆ ହୋଇ ରହିପାରେ ?

ଉତ୍ତର- ଘୋଡା ।

2- କେଉଁ ଫଳକୁ ଅମୃତ ଫଳ କୁହାଯାଏ ?

ଉତ୍ତର- ପିଜୁଳି ।

3- କେଉଁ ଦେଶ ଅଧିକ ଆମ୍ବ ଉତ୍ପାଦନ କରିଥାଏ ?

ଉତ୍ତର- ଭାରତ ।

4- ଆଧାର କାର୍ଡ ରେ କେତୋଟି ଅଙ୍କ ରହିଛି ?ଉତ୍ତର- 12 ଟି ।

5- କର୍କଟ କ୍ରାନ୍ତି ଭାରତର କେତୋଟି ରାଜ୍ୟ ଦେଇ ଅତିକ୍ରମ କରିଛି ?

ଉତ୍ତର- 8 ଟି ।

6- କେଉଁ ରାଜ୍ୟରେ ମହିଳା ସଂଖ୍ୟା ପୁରୁଷ ସଂଖ୍ୟା ଠାରୁ ଅଧିକ ?

ଉତ୍ତର- କେରଳ ।

7- ଗୋଟିଏ ନବଜାତ ଶିଶୁ ର ଶରୀରରେ କେତେ ଖଣ୍ଡ ହାଡ ରହିଥାଏ ?

ଉତ୍ତର- 300 ଟି ।

8- ଭୋକ ଲାଗିଲେ କେଉଁ ପ୍ରାଣୀ ଶରୀରକୁ ମଧ୍ୟ ଖାଇ ଦେଇପାରେ ?

ଉତ୍ତର- ମୂଷା ।

9- ମସଲା ଉତ୍ପାଦନ ପାଇଁ କେଉଁ ରାଜ୍ୟ ପ୍ରସିଦ୍ଧ ?

ଉତ୍ତର- କେରଳ ।

10- ଦୁନିଆର ସବୁଠାରୁ ପ୍ରାଚୀନ ଗ୍ରନ୍ଥ ର ନାମ କଣ ?

ଉତ୍ତର- ରୁକ ବେଦ ।

11- ମୂଷା କାମୁଡିଲେ କେଉଁ ରୋଗ ହୋଇଥାଏ ?

ଉତ୍ତର- ପ୍ଲେଗ ।

12- କେତେ ଦୂର ରୁ ମୋବାଇଲ ଦେଖିଲେ ଆଖି ସବୁବେଳେ ସୁସ୍ଥ ରୁହେ ?

ଉତ୍ତର- 25 ସେମି ।

13- କେଉଁ ଦେଶର 76 ଦିନ ଯାଏଁ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ ?

ଉତ୍ତର- ନରୱେ ।

14- କେଉଁ ଜୀବ ର ଦିମାଗ ନାହିଁ ?

ଉତ୍ତର- ଜେଲିଫିସ ।

15- ବୁଲନ୍ଦ ଦରବାଜା କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?

ଉତ୍ତର- ଉତ୍ତର ପ୍ରଦେଶ ।

16- ପରିବାକୁ କାଟି ସାରି ଧୋଇଲେ କେଉଁ ଭିଟାମିନ ନଷ୍ଟ ହୋଇଯାଏ ?

ଉତ୍ତର- ଭିଟାମିନ-ସି ।

17- ଇଂଲଣ୍ଡ ର କରେନ୍ସି ର ନାମ କଣ ?

ଉତ୍ତର- ପାଉଣ୍ଡ ।

18- ଓଡିଆ କହୁଥିବା ପ୍ରଥମ ଅଲ ନିୟୁଜ ଆଙ୍କର ର ନାମ କଣ ?

ଉତ୍ତର- ଲିସା ।

19- ଖାଇବା ପୂର୍ବରୁ କଣ ଖାଇଲେ ସୁଗାର ବହୁତ ଜଲ୍ଦି ନିୟନ୍ତ୍ରଣ କୁ ଆସିଯାଏ ?

ଉତ୍ତର- ଆଲମଣ୍ଡ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *