Interesting Odia Gk- କେଉଁ ପ୍ରାଣୀ 3 ବର୍ଷ ଶୁଏ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଓଡ଼ିଆ ର କିଛି ଢଗ ବିଷୟରେ ଆଲୋଚନା କରିବା ଯାହା ଶୁଣିବାକୁ ଏବଂ ତାହାର ଉତ୍ତର ଖୋଜିବାକୁ ଆପଣଙ୍କୁ ବହୁତ ମଜା ଆସିବ।ଏହା ସହ ଆପଣ କିଛି ନୂଆ କଥା ଶିକ୍ଷା ମଧ୍ୟ କରି ପାରିବେ। ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ।

୧;- ବିଜୟ ସ୍ତମ୍ବ କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର;- ରାଜସ୍ଥାନ ।

୨;- କଳା ସୁନା କାହାକୁ କୁହାଯାଏ ?

ଉତ୍ତର;- କୋଇଲା ।

୩;- ଅଙ୍ଗୁର ଚାଷ ପାଇଁ କେଉଁ ସହର ପ୍ରସିଦ୍ଧ ?

ଉତ୍ତର;- ନାସିକ ।

୪;- କେଉଁ ଜୀବ ପାଟିରେ ଚାଲିଥାଏ ?

ଉତ୍ତର;- ଗେଣ୍ଡା ।

୫;-ବିଶ୍ଵର ବୃହତ୍ତମ ସାପର ନାମ କ’ଣ ?

ଉତ୍ତର;- ଆନାକୋଣ୍ଡା ।

୬;- କେଉଁ ଜୀବର ରକ୍ତ ନୀଳ ରଙ୍ଗ ଅଟେ ?

ଉତ୍ତର;- ଝିଣ୍ଟିକା ।

୭;- କେଉଁ ପକ୍ଷୀର ଦାନ୍ତ ନଥାଏ ?

ଉତ୍ତର;- ବାଦୁଡି ।

୮;- କେଉଁ ଫୁଲକୁ କେହି ଦେଖି ପାରନ୍ତି ନାହିଁ ?

ଉତ୍ତର;- ଡିମିରି ।

୯;- କେଉଁ ଗଛରେ ୫୦ ବର୍ଷରେ ଫୁଲ ଫୁଟେ ?

ଉତ୍ତର;- ପୁୟା ।

୧୦;- କାହାର ଆଠଟି ଆଖି ଅଛି ?

ଉତ୍ତର;- ମାଙ୍କଡଶା ।

୧୧;- କାହାର ଆଖି ନାହିଁ ?

ଉତ୍ତର;- ଜିଆ ।

୧୨;- କେଉଁ ଜୀବ ସବୁଠାରୁ ଅଧିକ ଦିନ ବଞ୍ଚି ଥାଏ ?

ଉତ୍ତର;- କଇଁଛ ।

୧୩;- କାହାର ୧୦ ଟି ଗୋଡ ଅଛି ?

ଉତ୍ତର;- କଙ୍କଡା ।

୧୪;- ଚୂଲିର ତିନି ମୁଣ୍ଡକୁ କ’ଣ କୁହାଯାଏ ?

ଉତ୍ତର;- ଝିଙ୍କା ।

୧୫;- କେଉଁ ପକ୍ଷ ତଳ ମୁହାଁ କରି ବସାବାନ୍ଧେ ?

ଉତ୍ତର;- ବାୟାଚଢେଇ ।

୧୬;- କେଉଁ ଦେଶରେ ବିଲେଇକୁ ପୂଜା କରାଯାଏ ?

ଉତ୍ତର;- ମିଶର ।

୧୭;- ତିମି ଛୁଆ ଦିଏ ନା ଅଣ୍ଡା ଦିଏ ?

ଉତ୍ତର;- ଛୁଆ ।

୧୮;- କେଉଁ ଗଛରେ ଫୁଲ ହୁଏ ନାହିଁ ?

ଉତ୍ତର;- ପଣସ ।

୧୯;- କେଉଁ ଯିବାର ଗୋଟିଏ ମାତ୍ର ଶିଙ୍ଘ ଥାଏ ?

ଉତ୍ତର;- ଗଣ୍ଡା ।

୨୦;- ଅଭିମନ୍ୟୁ କାହାର ପୁତ୍ର ?

ଉତ୍ତର;- ସୁଭଦ୍ରା ।

୨୧;- ବିଶ୍ଵାବସୁ ଙ୍କ କନ୍ୟା କିଏ ?

ଉତ୍ତର;- ଲଳିତା ।

୨୨;- ଜଗନ୍ନାଥ ଓ ବଳଭଦ୍ରଙ୍କୁ କାଞ୍ଚି ଅଭିଯାନ ବେଳେ କିଏ ଦହି ପିଆଇ ଥିଲେ ?

ଉତ୍ତର;- ମାଣିକ ।

୨୩;- କେଉଁ ରୁଷି ବଙ୍କେଇ ବଙ୍କେଇ ଚାଳନ୍ତି ?

ଉତ୍ତର;- ଅଷ୍ଟବକ୍ର ।

୨୪;- ମହାଭାରତ ଅନୁସାରେ ପିତାମହ ଭୀଷ୍ମ ନିମ୍ନ ଲିଖିତ ମଧ୍ୟରୁ କାହା ପୁତ୍ର ଥିଲେ ?

ଉତ୍ତର;- ଗଙ୍ଗା ।

୨୫;- ଅଙ୍ଗରାଜ କର୍ଣ୍ଣଙ୍କ ପାଳିତ ମାତାଙ୍କ ନାମ କ’ଣ ?

ଉତ୍ତର;- ରାଧା ।

୨୬;- ଦୁର୍ଜଧନଙ୍କ ମାମୁଁ ଶକୁନି ଙ୍କ ରାଜ୍ୟର ନାମ କଣ ଥିଲା ?

ଉତ୍ତର;- ଗାନ୍ଧାର ।

୨୭;- ହନୁମାନ ଙ୍କ ପତ୍ନୀ ଙ୍କ ନାମ କ’ଣ ?

ଉତ୍ତର;- ସୁର୍ଭଚାଲା ।

୨୮;- ମାତା ସୀତା କେଉଁ ଦେଶରେ ଜନ୍ମ ହେଇଥିଲେ ?

ଉତ୍ତର;- ନେପାଳ ।

୨୯;- ହନୁମାନଙ୍କୁ କିଏ ଗଦା ପ୍ରଦାନ କରିଥିଲେ ?

ଉତ୍ତର;- କୁବେର ।

୩୦;- କେଉଁ ଠାକୁର ଘର ଜୋଇଁଆ ଅଟନ୍ତି ?

ଉତ୍ତର;- ଶଙ୍କର ।

୩୧;- ଦେବତା ମାନଙ୍କର ଇଞ୍ଜିନିୟର କିଏ ?

ଉତ୍ତର;- ବିଶ୍ଵକର୍ମା ।

୩୨;-ଦେବତା ମାନଙ୍କର ଡାକ୍ତର କିଏ ?

ଉତ୍ତର;- ଅଶ୍ଵିନୀ କୁମାର ।

୩୩;- ପୃଥିବୀର ବଡ ଧର୍ମଗ୍ରନ୍ଥର ନାମ କ’ଣ ?

ଉତ୍ତର;- ମହାଭାରତ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *