Interesting Gk Questions- କେଉଁ ପ୍ରାଣୀ 3 ବର୍ଷ ଶୁଏ ? କଣ ଆପଣ କହି ପାରିବେ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ GK ସମ୍ବନ୍ଧୀୟ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ପାଇଁ ବେସ ଉପଯୋଗୀ ହେବ । ଛାତ୍ରଛାତ୍ରୀ ମାନେ ରେହି ପ୍ରଶ୍ନଉତ୍ତର କୁ ଆଧାର କରି ନିଜ ବୁଦ୍ଧି ର ପ୍ରଶଂସା ଅନ୍ୟଠାରୁ ଶୁଣିପାରିବେ ତଥା ବୁଦ୍ଧିମାନ ର ପରିଚୟ ପାଇ ପାରିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ବିଜୟସ୍ତମ୍ଭ କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର;- ରାଜସ୍ଥାନ ।

୨;- କଳାସୁନା କାହାକୁ କୁହାଯାଏ ?

ଉତ୍ତର;- କୋଇଲା ।

୩;- ଅଙ୍ଗୁର ଚାଷ ପାଇଁ କେଉଁ ସହର ପ୍ରସିଦ୍ଧ ?

ଉତ୍ତର;- ନାସିକ ।

୪;- କେଉଁ ଜୀବ ପାଟିରେ ଚାଲିଥାଏ ?

ଉତ୍ତର;- ଗେଣ୍ଡା ।

୫;- ବିଶ୍ଵର ବୃହତ୍ତମ ସାପର ନାମ କ’ଣ ?

ଉତ୍ତର;- ଆନାକୋଣ୍ଡା ।

୬;- କେଉଁ ଯିବାର ରକ୍ତ ନୀଳ ରଙ୍ଗ ଅଟେ ?

ଉତ୍ତର;- ଝିଣ୍ଟିକା ।

୭;- କେଉଁ ପକ୍ଷୀର ଦାନ୍ତ ନଥାଏ ?

ଉତ୍ତର;- ବାଦୂଡି ।

୮;- କେଉଁ ଫୁଲ କୁ କେହି ଦେଖିପାରନ୍ତି ନାହିଁ ?

ଉତ୍ତର;- ଡିମିରି ।

୯;- କେଉଁ ଗଛରେ ୫୦ ବର୍ଷରେ ଫୁଲ ଫୁଟେ ?

ଉତ୍ତର;- ପୁୟା ।

୧୦;- କାହାର ଆଠଟି ଆଖି ଅଛି ?

ଉତ୍ତର;- ମାଙ୍କଡଶା ।

୧୧;- କାହାର ଆଖି ନାହିଁ ?

ଉତ୍ତର;- ଜିଆ ।

୧୨;- କେଉଁ ଜୀବ ସବୁଠାରୁ ଅଧିକ ଦିନ ବଞ୍ଚିଥାଏ ?

ଉତ୍ତର;- କଇଁଛ ।

୧୩;- କାହାର ୧୦ ଟି ଗୋଡ ଅଛି ?

ଉତ୍ତର;- କଙ୍କଡା ।

୧୪;- ଚୂଲିର ତିନି ମୁଣ୍ଡକୁ କ’ଣ କୁହାଯାଏ ?

ଉତ୍ତର;- ଝିଙ୍କ ।

୧୫;- କେଉଁ ପକ୍ଷୀ ତଳ ମୁହାଁ କରି ବସାବାନ୍ଧେ ?

ଉତ୍ତର;- ବାୟାଚଢେଇ ।

୧୬;- କେଉଁ ଦେଶରେ ବିଲେଇକୁ ପୂଜା କରାଯାଏ ?

ଉତ୍ତର;- ମିଶର ।

୧୭;- ତିମି ଛୁଆ ଦିଏ ନା ଅଣ୍ଡା ଦିଏ ?

ଉତ୍ତର;- ଛୁଆ ।

୧୮;- କେଉଁ ଗଛରେ ଫୁଲ ହୁଏ ନାହିଁ ?

ଉତ୍ତର;- ପଣସ ଗଛ ।

୧୯;- କେଉଁ ଜୀବର ଗୋଟିଏ ମାତ୍ର ସିଙ୍ଘ ଥାଏ ?

ଉତ୍ତର;- ଗଣ୍ଡା ।

୨୦;- ଭାରତର କେଉଁ ରାଜ୍ୟରେ ସବୁଠାରୁ ବଡ ରେଳ ନେଟୱର୍କ ରହିଛି ?

ଉତ୍ତର;- ଉତ୍ତର ପ୍ରଦେଶ ।

୨୧;- ଭାରତର ଜାତୀୟ ଜଳଜୀବ କିଏ ?

ଉତ୍ତର;- ଗଙ୍ଗା ଡଲଫିନ ।

୨୨;- କେଉଁ ଦେଶ ପ୍ରଥମେ ଉଡୁଥିବା କାରର ଉଦ୍ଭାବନ କରିଥିଲା ?

ଉତ୍ତର;- ସ୍ଲୋଭାକିଆ ।

୨୩;- କେଉଁ ଦେଶ ସର୍ବାଧିକ କୋଇଲା ଉତ୍ପାଦନ କରିଥାଏ ?

ଉତ୍ତର;- ଚୀନ ।

୨୪;- କେଉଁ ଫଳ ରକ୍ତ ଅଭାବକୁ ପୂରଣ କରେ ?

ଉତ୍ତର;- ଡାଳିମ୍ବ ।

୨୫;- କ୍ଷେତ୍ରଫଳ ଦୃଷ୍ଟିରୁ ବିଶ୍ବରେ ଭାରତର ସ୍ଥାନ କଣ ?

ଉତ୍ତର;- ଦ୍ଵିତୀୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *