20 Interesting Gk Questions: କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ? ବୁଦ୍ଧିମାନ ହୋଇଥିଲେ ଉତ୍ତର ଦିଅନ୍ତୁ !

ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ଜବାବ ନେଇ ଆସିଛୁ । ଯେଉଁଥିରେ କିଛି ସାଧାରଣ ଜ୍ଞାନ ସହ ଜଡିତ କିଛି ପ୍ରଶ୍ନ ଅଛି । ସମସ୍ତେ କୌଣସି ନା କୌଣସି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନେଇଥାନ୍ତି । ଏହି ଆଧାରରେ ପ୍ରତିଯୋଗୀତା ପରୀକ୍ଷାରେ ଆସୁ ଥିବା କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହର ଉତ୍ତର ନେଇ ଆସିଛୁ । ଏହି ସବୁ ମହତ୍ଵପୂର୍ଣ୍ଣ ପ୍ରଶ୍ନ ସବୁ ପ୍ରତିଯୋଗୀତା ପରୀକ୍ଷାରେ ଆସିଥାଏ । ଯାହାକି ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ ।

ପ୍ରଶ୍ନ – ମୁକ୍ତାର ଜନନୀ କିଏ ?

ଉତ୍ତର – ଶାମୁକା

ପ୍ରଶ୍ନ – କେଉଁ ଜଳଚର ପ୍ରାଣୀର ଦୁଇଟି ମୁହଁ ଥାଏ ?

ଉତ୍ତର – ଜୋକ

ପ୍ରଶ୍ନ –ପ୍ରତି ୪ ବର୍ଷରେ ଠାରେ ଆୟୋଜିତ ହେଉଥିବା ଏସିଆନ ଗେମ୍ସର ଆୟୋଜନ ସର୍ବ ପ୍ରଥମେ ୧୯୫୧ ମସିହାରେ କେଉଁ ସ୍ଥାନରେ ହୋଇଥିଲା ?

ଉତ୍ତର- ନୂଆ ଦିଲ୍ଲୀ

ପ୍ରଶ୍ନ – ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରୁ ନେଇ ଆସିଥିବା ‘ସତ୍ୟାଗ୍ରହ ଏବଂ ଅହିଂସା’ ଅସ୍ତ୍ର ସର୍ବ ପ୍ରଥମେ ଭାରତର କେଉଁ ସ୍ଥାନରେ ପ୍ରୟୋଗ କରିଥିଲେ ?

ଉତ୍ତର- ଚମ୍ପାରନ

ପ୍ରଶ୍ନ – ରାବଣ କେଉଁ ଯାନଟିକୁ କୁବେରଙ୍କ ଠାରୁ ଆଣିଥିଲା, ଯାହାଦ୍ୱାରା ସେ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନକୁ ଯାଇ ପାରୁଥିଲା ?

ଉତ୍ତର- ପୁଷ୍ପକ ବିମାନ

ପ୍ରଶ୍ନ – କେଉଁ ଦେଶକୁ ଧଳାହାତୀର ଦେଶ ବୋଲି କୁହାଯାଏ ?

ଉତ୍ତର – ଥାଇଲ୍ୟାଣ୍ଡ

ପ୍ରଶ୍ନ – କେଉଁ ଜୀବ ସବୁବେଳେ କାନ୍ଦିଥାଏ ?

ଉତ୍ତର – କୁମ୍ଭୀର

ପ୍ରଶ୍ନ – କେଉଁ ସ୍ଥାନରେ କୁମ୍ଭୀରର ଗବେଷଣା କେନ୍ଦ୍ର ଅଛି ?

ଉତ୍ତର – ଟିକରପଡା

ପ୍ରଶ୍ନ –କେଉଁ ଦେଶରେ ବୀଜ ଗଣିତ ଏବଂ ତ୍ରିକୋଣମିତିର ଆରମ୍ଭ ହୋଇଥିଲା ?

ଉତ୍ତର- ଭାରତ

ପ୍ରଶ୍ନ – କଇଁଛ ଅଭୟାରଣ୍ୟ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଭିତରକନିକା

ପ୍ରଶ୍ନ – କିଏ ନିଜ ଇଚ୍ଛାରେ ଅଣ୍ଡା ଦିଏ ?

ଉତ୍ତର – ରାଣୀ ମହୁମାଛି

ପ୍ରଶ୍ନ – ପାଣି ପିଉ ନ ଥିବା ଉଭୟଚର ପ୍ରାଣୀର ନାଁ କଣ ?

ଉତ୍ତର – ବେଙ୍ଗ

ପ୍ରଶ୍ନ – କେଉଁ ପ୍ରାଣୀ ଅଣ୍ଡିରା ହେବା ସତ୍ବେ ବି ଛୁଆ ଜନ୍ମ କରିଥାଏ ?

ଉତ୍ତର – ସମୁଦ୍ରି ଘୋଡା

ପ୍ରଶ୍ନ – କେଉଁ ଜୀବ ଜନ୍ମ ଗ୍ରହଣ କରିବା ସମୟରେ ତାର ମା ତା ପାଖରେ ନ ଥାଏ ?

ଉତ୍ତର – କଇଁଛ

ପ୍ରଶ୍ନ – ମଣିଷ କେଉଁ ଗଛ ଉପରେ କେବେ ବି ଚଢି ପାରିବ ନାହିଁ ?

ଉତ୍ତର – କଦଳୀ ଗଛ

ପ୍ରଶ୍ନ –ଇଂଲଣ୍ଡର ସୁପର ଷ୍ଟାର ଫୁଟବଲ ଖେଳାଳି ‘ଡେବିଡ ବେକହାମ’ଙ୍କ ଆତ୍ମକଥାର ନାମ କଣ ?

ଉତ୍ତର- ମାଇଁ ସାଇଡ

ପ୍ରଶ୍ନ – କେଉଁ ଭିଟାମିନ ଖାଇବା ଦ୍ଵାରା ଶରୀରର ଘା ସୁଖୀ ଯାଏ ?

ଉତ୍ତର – ଭିଟାମିନ K

ପ୍ରଶ୍ନ – କେଉଁ ଦେଶ ପ୍ରଥମେ ଚନ୍ଦ୍ରରେ ପାଣି ଅଛି ବୋଲି କହିଥିଲା ?

ଉତ୍ତର – ଭାରତ

ପ୍ରଶ୍ନ – କେଉଁ ପକ୍ଷୀ କେବେ ବି ଗଛରେ ବସେ ନାହିଁ ?

ଉତ୍ତର – ଟିଟନି

ପ୍ରଶ୍ନ – କେଶର ମିଶାଇବା ଦ୍ଵାରା ଖାଦ୍ୟ ରଙ୍ଗ କିପରି ହୋଇଥାଏ ?

ଉତ୍ତର- ହଳଦିଆ

ପ୍ରଶ୍ନ –ସମ୍ବିଧାନ ନିର୍ମାଣ କରିଥିବା ବିଶ୍ଵର ପ୍ରଥମ ଦେଶ କିଏ ?

ଉତ୍ତର- ଆମେରିକା

ପ୍ରଶ୍ନ – କେଉଁ ଭିଟାମିନ ଖାଇଲେ ଶରୀରର ତ୍ଵଚା ଓ କେସ ଭଲ ରହିଥାଏ ?

ଉତ୍ତର – ଭିଟାମିନ A

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *