Interesting Gk Questions- କେଉଁ ପରିବାକୁ ପ୍ରତିଦିନ ଖାଇବା ଦ୍ଵାରା ମଣିଷ ସବୁଦିନ ପାଇଁ ଯବାନ ରହିଥାଏ ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତା ହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତେବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତା ହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତା ହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

୧: ଧାତୁର ରାଜା କାହାକୁ କୁହାଯାଇଥାଏ?

ଉ: ଧାତୁର ରାଜା ସୁନାକୁ କୁହାଯାଇଥାଏ ।

୨: ସବୁଠାରୁ ଅଧିକ ପୋଷ୍ଟ ଅଫିସ କେଉଁ ଦେଶରେ ଅଛି?

ଉ: ସବୁଠାରୁ ଅଧିକ ପୋଷ୍ଟ ଅଫିସ ଭାରତରେ ଅଛି ।

3: ଭୋରୁ ଦେଖାଯାଉଥିବା ତରକୁ କେଉଁ ଗ୍ରହକୁ କୁହାଯାଏ?

ଉ: ଭୋରୁ ଦେଖାଯାଉଥିବା ତରକୁ ଶୁକ୍ର ଗ୍ରହକୁ କୁହାଯାଏ ।

୪: ଆମ ଶରୀରରେ କଳାଯାଇ କିପରି ହୋଇଥାଏ ?

ଉ: ଆମ ଶରୀରରେ କଳାଯାଇ ପିଗମେଣ୍ଟ ଏକତ୍ରିତ ହେବା କାରଣରୁ ହୋଇଥାଏ ।

୫: ରିଟାୟର କ୍ରିକେଟରଙ୍କୁ ପେନସନ ମିଳିଥାଏ କି?

ଉ: ହଁ ରିଟାୟର କ୍ରିକେଟରଙ୍କୁ ପେନସନ ମିଳିଥାଏ ।

୬: ଆମେରିକାରେ ହିନ୍ଦୁ ମାନଙ୍କ ସଂଖ୍ୟା କେତେ ?

ଉ: ଆମେରିକାରେ ହିନ୍ଦୁ ମାନଙ୍କ ସଂଖ୍ୟା ୩୩ ଲକ୍ଷ ।

୭: ସାପ ଭିତରେ ବିଷ କେଉଁଠାରୁ ଆସିଥାଏ ?

ଉ: ସାପ ଭିତରେ ବିଷ ମୁହଁରେ ଥୁବା ବିଷ ଗ୍ରନ୍ଥିରୁ ଆସିଥାଏ ।

୮: କେଉଁ ରାଜ୍ୟରେ ପୁରୁଷଙ୍କ ସଂଖ୍ୟା ମହିଳା ମାନଙ୍କ ତୁଳନାରେ କମ ହୋଇଥାଏ ?

ଉ: କେରଳ ରାଜ୍ୟରେ ପୁରୁଷଙ୍କ ସଂଖ୍ୟା ମହିଳା ମାନଙ୍କ ତୁଳନାରେ କମ ହୋଇଥାନ୍ତି ।

୯: କେଉଁ ଦେଶରେ ଆଦୌ ବ୍ୟାଙ୍କ ନାହିଁ ?

ଉ: ସୈଲ୍ୟାଣ୍ଡ ଦେଶରେ ଆଦୌ ବ୍ୟାଙ୍କ ନାହିଁ ।

୧୦: କେଉଁଠାରେ ଦିନ ଓ ରାତି ଏକ ସମାନ ହୋଇଥାଏ?

ଉ: ବିଶୁଭ ରେଖାରେ ଦିନ ଓ ରାତି ଏକ ସମାନ ହୋଇଥାଏ ।

୧୧: ସାଂସଦର କେତୋଟି ଅଙ୍ଗ ଥାଏ?

ଉ: ସାଂସଦର ୩ ଟି ଅଙ୍ଗ ଥାଏ ।

୧୨: ମହାକାଶରେ ପାଦ ଦେଇଥିବା ଭାରତର ପ୍ରଥମ ମହାକାଶ ଚାରୀଙ୍କ ନାଁ କଣ?

ଉ: ମହାକାଶରେ ପାଦ ଦେଇଥିବା ଭାରତର ପ୍ରଥମ ମହାକାଶ ଚାରୀଙ୍କ ନାଁ ରାକେଶ ଶର୍ମା ।

୧୩. କେଉଁ ପରିବାକୁ ପ୍ରତିଦିନ ଖାଇବା ଦ୍ଵାରା ମଣିଷ ସବୁଦିନ ପାଇଁ ଯବାନ ରହିଥାଏ ?

 

ଉତ୍ତର – ପଣସ

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *