Bollywood ର ସୁପର ଷ୍ଟାର Dharmendra ଙ୍କ ଦୁଇ ପତ୍ନୀ ଅଟନ୍ତି ବହୁତ ସୁନ୍ଦର, ଆଗରୁ ଦେଖି ନାହାଁନ୍ତି ତ ଏବେ ଦେଖି ନିଅନ୍ତୁ

ବଲିଉଡ ର ସୁପର ଷ୍ଟାର ଧର୍ମେନ୍ଦ୍ର ଆଜି 85 ବର୍ଷର ହୋଇ ସାରିଛନ୍ତି । କିନ୍ତୁ ଆଜି ବି ଲୋକ ତାଙ୍କ ଆକଟିଂ ର ଦିବାନା ଅଟନ୍ତି । ଆପଣଙ୍କୁ କହି ଦେଉଛୁ କି ଯେତେବେଳେ ଧର୍ମେନ୍ଦ୍ର ଏହି ଫିଲ୍ମ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ ତ ଝିଅମାନେ ତାଙ୍କର ଦିବାନି ଥିଲେ । ଧର୍ମେନ୍ଦ୍ର ଙ୍କ ବଡି ଦେଖି ଝିଅମାନେ ତାଙ୍କ ପାଇଁ ଦିବାନି ଥିଲେ । ଏହି କାରଣରୁ ଧର୍ମେନ୍ଦ୍ର ଇଣ୍ଡଷ୍ଟ୍ରି କୁ ଆସିବା ପୂର୍ବରୁ ବିବାହିତ ହୋଇଥିଲେ ମଧ୍ୟ ଇଣ୍ଡଷ୍ଟ୍ରି ର ସବୁଠୁ ସୁନ୍ଦରୀ ଝିଅ ହେମା ମାଳିନୀଙ୍କୁ ବିବାହ କରିଥିଲେ । ହେମା ମାଳିନୀଙ୍କ ବିଷୟରେ ତ ସମସ୍ତେ ଜାଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଧର୍ମେନ୍ଦ୍ର ଙ୍କର ଦୁଇ ପତ୍ନୀ ଙ୍କ ବିଷୟରେ କହିବୁ ।

ଧର୍ମେନ୍ଦ୍ରଙ୍କର ପୁରା ନାମ ଧରମ ସିଂହ ଦେଓଲ ଅଟେ ଓ ତାଙ୍କର ଜନ୍ମ 8 ଡିସେମ୍ବର 1935 ରେ ପଞ୍ଜାବରେ ହୋଇଥିଲା । ପିଲାଟି ଦିନରୁ ହିଁ ତାଙ୍କୁ ଫିଲ୍ମ ଦେଖିବା ପସନ୍ଦ ଥିଲା ଓ ସେ ଆକ୍ଟର ହେବା ପାଇଁ ଚାହୁଁଥିଲେ । କିନ୍ତୁ ତାଙ୍କର ମାତାପିତା ତାଙ୍କର ପାଠ ପଢା ପୁରା ହେବା ପରେ 19 ବର୍ଷ ବୟସରେ ପ୍ରକାଶ କୌର ଙ୍କ ସହିତ ତାଙ୍କର ବିବାହ କରି ଦେଇଥିଲେ ।

ଦୁଇ ଜଣଙ୍କ ବିବାହକୁ ଆଜି 65 ବର୍ଷ ହୋଇ ସାରିଛି । ଧର୍ମେନ୍ଦ୍ର ଓ ପ୍ରକାଶ କୌର ଙ୍କର 4 ଟି ପିଲା ଅଛନ୍ତି ସନୀ, ବବୀ, ଅଜିତା ଓ ବିଜେତା । ବିବାହ ଓ ପିଲା ହେବା ପରେ ମଧ୍ୟ ତାଙ୍କର ଆକ୍ଟର ହେବାର ଇଚ୍ଛା ପୁରା ହେଲା ନାହିଁ । ଏହା ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଆସିବାର ପ୍ଲାନିଂ କଲେ ଓ ପଞ୍ଜାବ ରୁ ମୁମ୍ବାଇ ଆସିଲେ । ମୁମ୍ବାଇ ଆସିବା ପରେ ଯେତେବେଳେ ସେ ଡାଇରେକ୍ଟର ଓ ପ୍ରଡ୍ୟୁସର ଙ୍କ ପାଖକୁ କାମ ପାଇଁ ଯାଉଥିଲେ ତ ସମସ୍ତେ ତାଙ୍କୁ ପେହଲମାନ ହେବା ପାଇଁ ଉପଦେଶ ଦେଉଥିଲେ ।

 

କିନ୍ତୁ ଥରେ ଅର୍ଜୁନ ହିରାନୀଙ୍କ ନଜର ତାଙ୍କ ଉପରେ ପଡିଲା ଓ ସେ ଧର୍ମେନ୍ଦ୍ରଙ୍କୁ ‘ଦିଲ ଭି ତେରା ଔର ହମ ଭି ତେରେ’ ରେ କାମ କରିବାର ମଉକା ଦେଲେ । ଏହି ଫିଲ୍ମ ଚାଲି ନ ଥିଲେ ମଧ୍ୟ ଏହା ପରେ ଧର୍ମେନ୍ଦ୍ରଙ୍କର ଆସିଥିବା ଫିଲ୍ମ ଫୂଲ ପଥର ବକ୍ସ ଅଫିସ ରେ ଧାମାଲ କରିଥିଲା । ଏହି ଫିଲ୍ମ ରେ ସେ ମୀନା କୁମାରୀଙ୍କ ସହିତ କାମ କରିଥିଲେ ।

ସେହି ସମୟରେ ଦୁଇ ଜଣଙ୍କର ମଧ୍ୟ ଅଫେୟାର ର ଖବର ମଧ୍ୟ ଆସିଥିଲା । କିନ୍ତୁ ତାଙ୍କର ସମ୍ପର୍କ ଅଧିକ ଦିନ ରହିଲା ନାହିଁ । ଏହା ପରେ ଧର୍ମେନ୍ଦ୍ର ଡ୍ରିମ ଗର୍ଲ, ନୟା ଜମାନା ଓ ବାରୁଦ ଭଳି ଫିଲ୍ମ ରେ ହେମା ମାଳିନୀ ଙ୍କ ସହିତ କାମ କଲେ । ଏହି ସବୁ ଫିଲ୍ମ ପରେ ହେମା ମାଳିନୀ ଓ ଧର୍ମେନ୍ଦ୍ର ଙ୍କର ଅଫେୟାର ର ଖବର ଖୋଲିକରି ସାମ୍ନା କୁ ଆସିବାକୁ ଲାଗିଲା ।

ଲୋକେ ଭାବୁଥିଲେ କି ଦୁଇ ଜଣ କିଛି ଦିନ ପରେ ଅଲଗା ହୋଇଯିବେ କାରଣ ଧର୍ମେନ୍ଦ୍ର ତ ପୂର୍ବରୁ ହିଁ ବିବାହିତ ଥିଲେ । କିନ୍ତୁ ଧର୍ମେନ୍ଦ୍ର ତ କିଛି ଅଲଗା ହିଁ ଭାବି ରଖିଥିଲେ ଓ ଅଚାନକ ସେ ଦିନେ ଇସଲାମ ଧର୍ମ ଆପଣାୟ ହେମା ମାଳିନୀଙ୍କୁ ବିବାହ କରିନେଲେ । ବିବାହ ପରେ ଧର୍ମେନ୍ଦ୍ର ଓ ହେମା ମାଳିନୀ ଙ୍କର ଦୁଇଟି ଝିଅ ମଧ୍ୟ ହେଲେ ଇଶା ଦେଓଲ ଓ ଆହାନ ଦେଓଲ । ବିବାହର କିଛି ଦିନ ପରେ ଧର୍ମେନ୍ଦ୍ର ପ୍ରକାଶ କୌର ଙ୍କୁ ଡିଭୋର୍ସ ଦେଇ ଦେଲେ । ତେବେ ଆପଣଙ୍କୁ ଧର୍ମେନ୍ଦ୍ର ଓ ହେମା ମାଳିନୀ ଙ୍କ ଯୋଡି କିପରି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *