ଏମିତି କେଇଁ ପରିବା ଅଛି ଯେଉଁଥିରେ ଝିଅର ନାମ ଆସିଥାଏ ? କଣ ଆପଣ କହି ପାରିବେ …

ସାଙ୍ଗମାନେ ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଏମିତି ବହୁତ ପ୍ରଶ୍ନ ଶୁଣିଥିବେ ଯାହାକି ଶୁଣିବାକୁ ସରଳ ଲାଗିଥାଏ କିନ୍ତୁ ତାଙ୍କର ଉତ୍ତର ଦେବା ଗୋଟେ ତରଫରୁ କଠିନ ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ପଚାରିବୁ ଯାହା ଆପଣଙ୍କ ବୁଦ୍ଧିକୁ ତେଜ କରିଥାଏ ଓ ଭବିଷ୍ୟତରେ ମଧ୍ୟ ଆପଣଙ୍କ କାମରେ ଆସିଥାଏ । ଯଦି ଆପଣ ବି ଆମର ଏହି ପ୍ରଶ୍ନ ଉତ୍ତର ଖେଳରେ ସାମିଲ ହେବାକୁ ଚାହାଁନ୍ତି ତେବେ ଆମକୁ କାମେଣ୍ଟ କରି ନିଜର ଉତ୍ତର ଜଣାଇ ପାରିବେ । ଆଜି ଆମେ କଥା ହେବା କିଛି ଅଲଗା ନୁଆ ପ୍ରଶ୍ନ ଉତ୍ତର ବିଷୟରେ ଯାହା ଆଇଏଏସ ଇଣ୍ଟରଭ୍ୟୁରେ ପଚରା ଯାଇଛି । ତେବେ ଚାଳନ୍ତୁ ଆରମ୍ଭ ଆରିବା ।

ପ୍ରଶ୍ନ – ୧

କାଗଜର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- କାଗଜର ଆବିଷ୍କାର ଚିନ ଦେଶରେ ହୋଇଥିଲା ।

ପ୍ରଶ୍ନ – ୨

ଆର୍ଯ୍ୟ ସମାଜର ସ୍ଥାପନା କିଏ କରିଥିଲେ ?

ଉତ୍ତର- ସ୍ଵାମୀ ଦୟାନନ୍ଦ ସରସ୍ୱତୀ ।

ପ୍ରଶ୍ନ – ୩

ଭାରତରେ ସଶସ୍ତ୍ର ବଳର ସର୍ବୋଚ୍ଚ ସେନାପତି କିଏ ହୋଇଥାଏ ?

ଉତ୍ତର- ମହାମହିମ ରାଷ୍ଟ୍ରପତି ।

ପ୍ରଶ୍ନ – ୪

ବିହୁ କେଉଁ ରାଜ୍ୟର ପ୍ରସିନ୍ଦ ପର୍ବ ଅଟେ ?

ଉତ୍ତର- ଆସମ ।

ପ୍ରଶ୍ନ – ୫

ପୋଙ୍ଗଲ କେଉଁ ରାଜ୍ୟର ପ୍ରସିନ୍ଦ ପର୍ବ ଅଟେ ?

ଉତ୍ତର- ପଞ୍ଜାବ ।

ପ୍ରଶ୍ନ – ୬

କେଉଁ ଗ୍ୟାସ ଶୁଙ୍ଘିବା ଦ୍ଵାରା ମଣିଷ ହସିବାକୁ ଲାଗିଥାଏ ?

ଉତ୍ତର – ନାଇଟ୍ରସ ଅକ୍ସାଇଡ ଶୁଙ୍ଘିବା ଦ୍ଵାରା ମଣିଷ ହସିବାକୁ ଲାଗିଥାଏ ।

ପ୍ରଶ୍ନ – ୭

ଭାରତକୁ ଆସିଥିବା ପ୍ରଥମ ଇଂରାଜୀ ଜାହାଜ କିଏ ?

ଉତ୍ତର – ଭାରତକୁ ଆସିଥିବା ପ୍ରଥମ ଇଂରାଜୀ ଜାହାଜ ହେଉଛି ରେଡ ଡ୍ରାଗନ ।

ପ୍ରଶ୍ନ – ୬

ବିଶ୍ଵରେ କେଉଁ ଦେଶରେ ସବୁଠାରୁ ଅଧିକ ମଇଁଷି ପାଳନ କରାଯାଏ ?

ଉତ୍ତର –  ଭାରତରେ ସବୁଠାରୁ ଅଧିକ ମଇଁଷି ପାଳନ କରାଯାଏ ।

ପ୍ରଶ୍ନ – ୬

ଏମିତି କେଉଁ ପରିବା ଅଛି ଯେଉଁଥିରେ ଝିଅର ନାମ ଆସିଥାଏ ?

ଉତ୍ତର – Ladyfinger (ଭେଣ୍ଡି) ରେ ଝିଅର ନାମ ଆସିଥାଏ । ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *