ଯଦି ଆପଣଙ୍କ ଘରେ ସବୁବେଳେ ମଶା, ମୂଷା , ଝିଟିପିଟି, ଓ ଅସରପାଙ୍କ ରାଜ ଚାଲିଛି, ତେବେ ଏହି ଖବର ନିଶ୍ଚୟ ଆପଣଙ୍କ କାମର ଅଟେ

ସାଙ୍ଗମାନେ ଘର ଗୋଟେ ମନ୍ଦିର ପରି ହୋଇଥାଏ ଯାହାକୁ ଆମେ ସବୁବେଳେ ସଫା ରଖିବା ଦରକାର । ଯଦି ଆପଣ ଟିକେ ବି ସଫା ରଖିବାରେ ପଛେଇଯିବେ ତେବେ ସେଠି ଏହି ପ୍ରକାର ଅସୁବିଧା ହୋଇଥାଏ । ଯଦି ଆପଣଙ୍କ ଘରେ କୌଣସି ପ୍ରକାରର ଝିଟିପିଟି ,ମୂଷା, ଅସରପା ଓ ମଶା ଭଳି ଜୀବଙ୍କର ମାତ୍ରା ଅଧିକ ଅଛି, ତେବେ ଆପଣଙ୍କୁ ଏହି ଶସ୍ତା ଓ କାମ କଲାଭଳି ଉପାୟ କରିବା ଦରକାର ଯେଉଁଥିରେ ଆପଣଙ୍କୁ ଏହି ସବୁରୁ ମୁକ୍ତି ମିଳିବ ।

ଏହି ସବୁ ଜୀବ ଘରେ ଭିରହିବା ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ କାହିଁକି ନା ଏହି ଜୀବ ବହୁତ୍ ପ୍ରକାରର ଭୟଙ୍କର ରୋଗକୁ ନିଜ ସହିତ ଆଣିଥାନ୍ତି । ଯେଉଁଥିରେ ନିଜର ବି ପରିବାର ପାଇଁ ସମସ୍ଯା ରହଠାଏ । ତେବେ ଆସନ୍ତୁ ଜାଣିବା ଏମାନଙ୍କ ଠାରୁ ଦୂରେଇ ରହିବା ପାଇନ କଣ କରିବା ଆବଶ୍ୟକ ।

୧. ଝିଟିପିଟି

ଝିଟିପିଟି ଦେହରେ ସେତିକି ହିଁ ବିଷ ରହିଥାଏ, ଯେତିକି ଗୋଟେ ସାପ ବା ଅନ୍ୟ କୌଣସି ଜୀବ ଭିତରେ । ଘର ଭିତରେ ଥିବା ଝିଟିପିଟି ଆମ ଘରେ ହେଇଥିବା ଖାଦ୍ୟରେ ଯଦି ପଡିଯାଏ ତେବେ ଏହା ବହୁତ ଅଧିକ ଅସୁବିଧା ଜନକ ହୋଇଥାଏ । ଯଦି ଝିଟିପିଟିର ମଳ କୌଣସି ପ୍ରକାରରେ ବି ଆପଣଙ୍କ ପାଣିରେ ପଡେ ତେବେ ଏହା ଆପଣଙ୍କ ପାଣିକୁ ନଷ୍ଟ କରିଥାଏ । ସବୁଠୁ ମୁଖ୍ୟ କଥା ଏହା କି ଆମେ ଝିଟିପିଟିକୁ ସବୁଦିନ ପାଇଁ ଆମ ଘରୁ ଦୂରେଇ ରଖିବା ଉଚିତ । ଏମିତି କରିବା ପାଇଁ ସେହି ଜାଗାରେ ଲୁଣ ମିଶ୍ରିତ ପାଣି ବା ଗୋଲମରିଚର ସ୍ପ୍ରେ କରନ୍ତୁ ଓ ସେହି ଜାଗାରେ ରସୁଣର ପାଖୁଡ଼ା ରଖି ଝିଟିପିଟି କୁ ବାହାର କରି ପାରିବେ ।

୨. ମୂଷା

ମୂଷା ଆମ ଘରେ ଥିବା ଦରକାରୀ ଜିନିଷକୁ ବହୁତ ଶୀଘ୍ର ନଷ୍ଟ କରିଥାଏ । ଘରେ ଥିବା କପଡା, ଦାମିକିଆ ଜିନିଷ ଇତ୍ୟାଦି କାଟି ଆପଣଙ୍କୁ ଅସୁବିଧା ପହଞ୍ଚାଇ ଥାଏ । ମୁଷାର ଦାନ୍ତରେ ଗୋଟେ ବିଷାକ୍ତ ପଦାର୍ଥ ମିଳିଥାଏ ଓ ଏହି କାରଣରୁ ଯେବେ ସେ ଆମ ଭୋଜନ ସଂସ୍ପର୍ଶରେ ଆସିଥାଏ ତେବେ ତାହାକୁ ବିଷାକ୍ତ କରିଦେଇ ଥାଏ ଓ ଯଦି ଆପଣ ମୁଷାର ଅଇଁଠା କରିଥିବା ଜିନିଷ ଖାଉଛନ୍ତି ତେବେ ଆପଣଙ୍କୁ ହଇଜା, ଲିଭର ଓ କିଡନୀ ଭଳି ଗମ୍ଭୀର ରୋଗର ସାମ୍ନା କରିବାକୁ ପଡ଼ିଥାଏ ।

ଆପଣ ଧ୍ୟାନ ରଖିବେ ଯେମିତି ମୂଷା ଖାଇଥିବା ଖାଦ୍ୟ ଖାଇବେ ନାହିଁ ଓ ନାହିଁ କାହାକୁ ଖାଇବାକୁ ଦେବେ, ଯେଉଁ ଜାଗାରେ ଅତିରିକ୍ତ ମୂଷା ହେଉଛନ୍ତି ସେ ଜାଗାରେ କଟା ପିଆଜ ବା ଫିନାଇଲର କିଛି ଗୋଲିଆ ରଖି ଦିଅନ୍ତୁ ଆପଣଙ୍କ ଘରୁ ମୂଷା ପଳାଇବେ ।

୩. ଅସରପା

ସାଙ୍ଗମାନେ ଦେଖିଥିବେ କି ଝିଅମାନେ ନିଜ ସ୍ଵାମୀଙ୍କୁ ନ ଡରି ଅସରପାକୁ ଡରି ଥାଆନ୍ତି । ଅସରପା ଗୋଟେ ଏମିତି ଜୀବ ଅଟେ ଯିଏକି ଜେଉଁ ଯାଗା ଦେଇ ବି ଗତିକରେ ନିଜର ଦୂଷିତ ଜିନିଷ ଛାଡିକି ଯାଏ ଓ ଯଦି ଅସରପା ଆମ ଖାଦ୍ୟରେ ବା ଅନ୍ୟ କୌଣସି ଜିନିଷର ସଂସ୍ପର୍ଶରେ ଆସେ ତେବେ ଏଥିରୁ ୟୁରିନ ଇନଫେକ୍ସନ ଓ ଫୁଡ ପଏଜନିଂ ହେବାର ବହୁତ ଅଧିକ ସମ୍ଭାବନା ରହିଥାଏ ।

ଏହି ସବୁରୁ ବଞ୍ଚିବା ପାଇଁ ବ୍ୟବହାର କରୁଥିବା ମସଲା ଭିତରୁ ଲବଙ୍ଗର ବ୍ୟବହାର କରି ଏହାକୁ ବାହାର କରି ପାରିବେ । ସେଥିପାଇଁ ବାଥରୁମ , କିଚେନ , ଓ ଅନ୍ୟ ସେହି ସବୁ ଜାଗାରେ ଯେଉଁ ଜାଗାରେ ଅସରପା ରହିଥାନ୍ତି ଲବଙ୍ଗ ବା ଲବଙ୍ଗ ଗୁଣ୍ଡ ପକାଇ ଦିଅନ୍ତୁ ।  ଦେଖିବେ ସବୁ ଅସରପା ପଳାଇବେ । ଆମର ଏହି ଟିପ୍ସ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *