ବନ୍ଧୁଗଣ ମଣିଷ ଜୀବନରେ ଜ୍ଞାନର ବହୁ ମହତ୍ଵ ରହିଥାଏ ସେଥିପାଇଁ ବାପା ମା ନିଜ ପିଲା ମାନଙ୍କୁ ପାଠ ପଢାଇ ଥାନ୍ତି । ଯଦି ଆପଣଙ୍କ ଜ୍ଞାନ ପ୍ରଖର ଥିବ ତା ହେଲେ ଆପଣ ଚାକିରି ଓ ବ୍ୟାପାର କ୍ଷେତ୍ରରେ ନିଶ୍ଚୟ ସଫଳତା ପାଇବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯଦି ଆପଣ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି ତା ହେଲେ ଏହି ସାଧାରଣ ଜ୍ଞାନ ବିଷୟରେ ଜାଣି ନିଅନ୍ତୁ । ସରକାରୀ ଚାକିରି କ୍ଷେତ୍ରରେ ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ବିଷୟରେ ।
୧. କେଉଁ ପ୍ରାଣୀର କ୍ଷୀର ପିଇଲେ ବୁଦ୍ଧି ପ୍ରଖର ହୋଇଥାଏ ?
ଉତ୍ତର- ଗାଈ କ୍ଷୀର ପିଇବା ଦ୍ଵାରା ।
୨. ମଣିଷ ଶରୀରର ସବୁଠାରୁ ଲମ୍ବା କୋଷିକାର ନାମ କଣ ?
ଉତ୍ତର- ତାନ୍ତ୍ରିକା
୩. ଭାରତର କେଉଁ ରାଜ୍ୟରେ ସବୁଠାରୁ କମ ଗାଁ ଅଛି ?
ଉତ୍ତର- ଚଣ୍ଡିଗଡ ଭାରତର ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ଯେଉଁଠି ମାତ୍ର ୧୩ଟି ଗାଁ ଅଛି ।
୪. ଭାରତର ଦ୍ଵିତୀୟ ତାଜ ମହଲ କାହାକୁ କୁହାଯାଏ ?
ଉତ୍ତର- ବିବି କା ମକବରା
୫. ତାମିଲନାଡୁରେ ସର୍ବାଧିକ ସୂତା ବସ୍ତ୍ରର କାରଖାନା କେଉଁଠି ଅଛି ?
ଉତ୍ତର- କୋଏବଟୁରରେ
୬. ଚାଉଳ ରୋଷେଇରେ କେଉଁଠି ଅଧିକ ସମୟ ଲାଗିଥାଏ ?
ଉତ୍ତର- ମାଉଣ୍ଟ ଏଭରେଷ୍ଟରେ
୭. କେଉଁ ସହରକୁ ଲଙ୍କାର ସହର କୁହାଯାଏ ?
ଉତ୍ତର- ଆନ୍ଧ୍ର ପ୍ରଦେଶର ଗୁଟୁର
୮. କେଉଁ ଫଳର ନାମରେ ଏକ ମହିଳାଙ୍କ ନାମ ଆସିଥାଏ ?
ଉତ୍ତର-ସୀତା ଫଳ
୯. ମଣିଷ ଯେତେବେଳେ ଖାଦ୍ୟ ଖାଇଥାଏ ଭୋଜନର ପଚନ ପ୍ରକ୍ରିୟା ପ୍ରଥମେ କେଉଁଠି ପ୍ରାରମ୍ଭ ହୋଇଥାଏ ?
ଉତ୍ତର- ମୁଖରୁ
୧୦. ଲାଲା ଲାଜପତ ରାୟ ଜୟନ୍ତୀ କେବେ ପାଳନ କରାଯାଏ ?
ଉତ୍ତର- ୨୮ ଜାନୁୟାରୀରେ
୧୧. କେଉଁ ତାରିଖରେ ରାତି ଓ ଦିନ ସମାନ ହୋଇଥାଏ ?
ଉତ୍ତର- ୨୦ ମାର୍ଚ୍ଚ ଓ ୨୨ ମାର୍ଚ୍ଚ
୧୨. ମାହାତ୍ମା ଗାନ୍ଧୀଙ୍କ ହତ୍ୟା କେବେ ହୋଇଥିଲା ?
ଉତ୍ତର- ମହାତ୍ମା ଗାନ୍ଧୀଙ୍କ ହତ୍ୟା ୧୯୪୮ ମସିହାରେ ହୋଇଥିଲା ।
୧୩. ବାସ୍କେଟ ବଲ ଖେଳରେ ଟିମରେ କେତୋଟି ଖେଳାଳି ରହିଥାନ୍ତି ?
ଉତ୍ତର- ୫ଟି
୧୪. ତାଜ ମହଲ କେଉଁ ନଦୀ କୂଳରେ ଅବସ୍ଥିତ ?
ଉତ୍ତର- ଯମୁନା ନଦୀ କୂଳରେ ଅବସ୍ଥିତ ।
୧୫. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଆଇଏଏସ ଚାକିରି ପାନ୍ତି ?
ଉତ୍ତର- ଉତ୍ତର ପ୍ରଦେଶ ଓ ବିହାର
୧୬. କେଉଁ ଫଳରେ ସମସ୍ତ ଭିଟାମିନ ଥାଏ ?
ଉତ୍ତର- ଅମୃତ ଭଣ୍ଡାରେ
17. କେଉଁ ମିଠା ଫଳ ମଞ୍ଜିରେ ବିଷ ରହିଥାଏ ?
ଉତ୍ତର- ଏକି ନାମକ ଫଳରୁ
୧୮. କେଉଁ ପକ୍ଷୀ କେବଳ ସ୍ପର୍ଶ କରିବା ଦ୍ଵାରା ମରିଯାଏ ?
ଉତ୍ତର- ଟିଟୋନୀ ନାମକ ପକ୍ଷୀ