ସୁବର୍ଣ୍ଣ ସୁଯୋଗ ! ଦେଖନ୍ତୁ କେଉଁ ମୁଦ୍ରାକୁ କେତେ ଟଙ୍କାରେ ବିକିବେ ?

ନମସ୍କାର ବନ୍ଧୁଗଣ ତେବେ ଆମେ ପ୍ରତିଦିନ ପଇସା ରୋଜଗାର କରିବା ପାଇଁ ପରିଶ୍ରମ କରିଥାଉ । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପୁରୁଣା ନୋଟ ଏବଂ କଏନ କୁ ସାଇତି କରି ରଖିଥାନ୍ତି । ବହୁତ ଲୋକ ଅନ୍ୟ ଦେଶର ମଧ୍ୟ ଟଙ୍କା ସ୍ମୃତି ସ୍ଵରୁପେ ରଖନ୍ତି । ତେବେ ଯଦି ଆପଣ ମଧ୍ୟ ଏହି ବ୍ୟକ୍ତି ମାନଙ୍କ ପରି ପୁରୁଣା ନୋଟ ଏବଂ କଏନ ସମ୍ଭାଳି ରଖିଛନ୍ତି ତେବେ ଆପଣଙ୍କ ପାଇଁ ଆସି ଯାଇଛି ସବୁଠୁ ବଡ଼ ଖୁସିର ଖବର।

ତେବେ ତେବେ ଯଦି ଆପଣଙ୍କ ପାଖରେ ଏହି ପରି ପୁରୁଣା କଏନ ଅଛି ତେବେ ଆପଣ ଘରେ ବସି ବସି ଲକ୍ଷପତି ହୋଇ ପାରିବେ । ଯେକୌଣସି ବସ୍ତୁ ଅଧିକ ପୁରୁଣା ହୋଇଗଲେ ତାହାର ମହତ୍ତ୍ଵ ବଢ଼ି ଯାଇଥାଏ । ମାନେ ତାହାର ଦାମ ବଢିଯାଏ ଏବଂ ଏହି ଜିନିଷ ଗୁଡ଼ିକ ନିଲାମ କରାଯାଏ । ଯେଉଁଥିରେ ବିକ୍ରି କରୁଥିବା ବ୍ୟକ୍ତି ରାତା ରାତି ଲକ୍ଷପତି ହୋଇଥାନ୍ତି । ଆଊ ଯଦି ବ୍ୟକ୍ତି ପାଖରେ ଏହି ପୁରୁଣା କଏନ ସହ ଟଙ୍କା ମଧ୍ୟ ଥାଏ ତେବେ ସେ କୋଟିପତି ମଧ୍ୟ ହୋଇ ପାରେ।

ତେବେ ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ବହୁତ ଅଧିକ ରହିଥାଏ ଯାହା ଦ୍ଵାରା ବିକ୍ରି କରୁଥିବା ବ୍ୟକ୍ତି ଟଙ୍କା ରୋଜଗାର କରିପାରେ । ତେବେ ଯଦି ଆପଣଙ୍କ ପାଖରେ ବି ଏହି ପରି କିଛି ପୁରୁଣା ଟଙ୍କା ଜାଗା ବହୁତ ବର୍ଷର ପୁରୁଣା ତେବେ ଆପଣ ମଧ୍ୟ ଏହାକୁ ବିକ୍ରି କରି ଲକ୍ଷପତି ହୋଇପାରିବେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପୁରୁଣା କଏନ ବିଷୟରେ କହିବାକୁ ଯାଉଛୁ ଯାହା ବିକ୍ରି କରି ଆପଣ ଟଙ୍କା ରୋଜଗାର କରି ପାରିବେ।

ତେବେ ଯଦି ଆପଣଙ୍କ ପାଖରେ ୧୯୩୬ ମସିହାର ଏକ ଟଙ୍କା ଅଛି ତେବେ ଆପଣ ୨୫ ହଜାର ପାଇ ପାରିବେ। ତେବେ ଯଦି ୧୯୮୨ ମସିହାର କାଏନ ଅଛି ତେବେ ଏହାର ମୂଲ୍ୟ ୩୦ ହଜାରରୁ ବି ଅଧିକ ହେବ। ତେବେ ଯଦି ଆପଣଙ୍କ ପାଖରେ ୧୯୦୭ ମସିହାର ପୁରୁଣା କଏନ ଅଛି ତେବେ ଏହାର ମୂଲ୍ୟ ଏକ ଲକ୍ଷ ପଚିଶ ହଜାର ଟଙ୍କା।

ଏହା ଛଡା ଯଦି ଆପଣଙ୍କ ପାଖରେ ୧୯୪୫ ମସିହାର ଦୁଇ ଟଙ୍କିଆ ଅଛି ତେବେ ଏହାର ମୂଲ୍ୟ ୨୦ ହଜାର ଟଙ୍କା। ଏହା ସହ ଯଦି ଆପଣଙ୍କ ପାଖରେ ୧୯୭୫ ମସିହାର ଏକ ଟଙ୍କିଆ କଏନ ଅଛି ତେବେ ଏହାର ମୂଲ୍ୟ ୨୬ ହଜାର ଟଙ୍କା। ଯଦି ଆପଣଙ୍କ ପାଖରେ ୧୯୭୦ ମସିହାର ୨୦ ପଇସି ଅଛି ତେବେ ଏହାର ମୂଲ୍ୟ ଦୁଇ ଲକ୍ଷ ଟଙ୍କା।


ତେବେ ଏହା ସହ ଆପଣଙ୍କ ପାଖରେ ୧୯୫୫ ମସିହାର କିଛି କଏନ ରହିଛି ତେବେ ତାହାର ମୂଲ୍ୟ ୫୦ ହଜାର ଟଙ୍କା। ଏହା ସହ ୧୯୭୪ ମସିହାର ୫୦ ପଇସି ର ମୂଲ୍ୟ ୧୫ ହଜାର ୧୯୯୬ ମସିହାର କଏନର ମୂଲ୍ୟ ୧୦ ହଜାର,ଏହା ସହ ଯଦି ୧୯୩୫-୮୫ ଲେଖା ଥିବା କଏନ ଅଛି ତେବେ ଏହାର ମୂଲ୍ୟ ୩୦ ହଜାର ଟଙ୍କା। ତେବେ ଆପଣ ଚାହିଁଲେ ଏହାକୁ ବିକ୍ରି ମଧ୍ୟ କରି ମାଲାମାଲ ହୋଇ ପାରିବେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *