Interesting Gk Questions- ଏମିତି କେଉଁ କାମ ଅଛି ଯାହାକୁ ଯଦି ପୁଅ କରେ ତ ମା’କୁ ଖରାପ ଲାଗିଥାଏ ଓ ଯଦି ଜ୍ଵାଇଁ କରେ ତ ବହୁତ ଭଲ ଲାଗିଥାଏ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସାଧାରଣ ଜ୍ଞାନ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସାଧାରଣ ଜ୍ଞାନ ଜାଣିବା ଦ୍ୱାରା ଆମେ ବିଭିନ୍ନ କଥା ସମ୍ପର୍କରେ ଜାଣି ପାରିଥାଉ । ସାଧାରଣ ଜ୍ଞାନ ପଢିବା ଦ୍ୱାରା ମନୁଷ୍ୟ ସମସ୍ତ ପ୍ରକାର ଜିନିଷ ବିଷୟରେ ଜ୍ଞାନ ଆହରଣ କରି ଥାଏ । ସାଧାରଣ ଜ୍ଞାନ ପଢିବା ଦ୍ଵାରା ଦେଶ ବିଦେଶ ର ଅନେକ କିଛି ରୋଚକ କଥା ଜାଣିବା ପାଇଁ ମିଳିଥାଏ । ସାଧାରଣ ଜ୍ଞାନ ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ । ବର୍ତ୍ତମାନ ସମୟରେ ସାଧାରଣ ଜ୍ଞାନ ସମସ୍ତ କ୍ଷେତ୍ରରେ ଆବଶ୍ୟକ ହେଉଛି ।

କୌଣସି ପରୀକ୍ଷା ହେଉ କିମ୍ବା କୌଣସି ଚାକିରୀ କ୍ଷେତ୍ରରେ ହେଉ ସବୁ ଠାରେ ସାଧାରଣ ଜ୍ଞାନ ଆବଶ୍ୟକ ହେଉଛି । କିନ୍ତୁ ଅଧିକ ଭାବରେ ସାଧାରଣ ଜ୍ଞାନ ଚାକିରୀ କ୍ଷେତ୍ରରେ ହେଉଥିବା ଇଣ୍ଟରଭ୍ୟୁ ରେ ଆବଶ୍ୟକ ହେଉଛି । ଯେ କୌଣସି ଚାକିରୀ ହେଉ ସବୁଥିରେ ସାଧରଣ ଜ୍ଞାନ ର ବହୁତ ଆବଶ୍ୟକ ହୋଇଥାଏ ।

ସାଧାରଣ ଜ୍ଞାନ ବର୍ତ୍ତମାନ ସମୟରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ପଢ଼ା ଯାଉଛି । ଦେଶର ସବୁଠାରୁ ବଡ଼ ପଦବୀ ଆଇ.ଏ.ଏସ ଏବଂ ଆଇ.ପି.ଏସ ପରୀକ୍ଷା ରେ ମଧ୍ୟ ସାଧାରଣ ଜ୍ଞାନ ରୁ ଅନେକ ପ୍ରଶ୍ନ ଆସିଥାଏ । କେବଳ ପରୀକ୍ଷା ରେ ନୁହେଁ ବରଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ଓ ଉତ୍ତର ବିଷୟରେ କହିବାକୁ ଯାଉଛୁ ତାହା ଆପଣ ଆଗରୁ କେବେ ମଧ୍ୟ ଦେଖି ନ ଥିବେ ବା ଜାଣି ନ ଥିବେ । ଯଦି ଆପଣ କୌଣସି ପରୀକ୍ଷା କିମ୍ବା ଚାକିରୀ ପାଇଁ ପ୍ରସ୍ତୁତ ହେଉଛନ୍ତି ତାହେଲେ ଏହାକୁ ନିଶ୍ଚିନ୍ତ ପଢ଼ନ୍ତୁ । କାରଣ ଏଥିରୁ ଅନେକ ଜାଣିବା ଭଳି ଜ୍ଞାନ ଆପଣ ଆହରଣ କରିପାରିବେ । ତେବେ ଆସନ୍ତୁ ସେହି ପ୍ରଶ୍ନ ଗୁଡିକ ସମ୍ପର୍କରେ ଆଲୋଚନା କରିବା ।

୧.ବୃକ୍ଷ ରେ ଫଳୁଥିବା ସବୁଠାରୁ ବଡ଼ ଫଳ ର ନାମ କଣ?
ଉତ୍ତର- ପଣସ

୨.ସଂସାର ର ସବୁଠାରୁ ବଡ଼ କଇଁଛ କେଉଁଠାରେ ଦେଖିବାକୁ ମିଳିଥାଏ?
ଉତ୍ତର-ଅଷ୍ଟ୍ରେଲିଆ ।

୩.ଆଧୁନିକ ଯୁଗର ମୀରା ନାମ ରେ କିଏ ଜଣା ଯାଇଥାନ୍ତି?
ଉତ୍ତର-ମହାଦେବୀ ବର୍ମା ।

୪.ସ୍କର୍ବୀ ରୋଗ କେଉଁ ଭିଟାମିନର ଅଭାବରେ ହୋଇଥାଏ?
ଉତ୍ତର-ଭିଟାମିନ ସି ।

୫.ହଳଦିଆ ନଦୀ କେଉଁ ଦେଶରେ ଅବସ୍ଥିତ?
ଉତ୍ତର-ଚୀନ ରେ ।

୬.ୟୁରିଆ ଶରୀରର କେଉଁ ଅଙ୍ଗ ରେ ତିଆରି ହୋଇଥାଏ?
ଉତ୍ତର-ଲିଭର୍ ରେ ।

୭.କେଉଁ ପକ୍ଷୀ କାନ ଦ୍ଵାରା ଦେଖିଥାଏ?
ଉତ୍ତର-ଚମଗାଦଡ଼ ।

୮.ଗୁଗଲ ର ସ୍ଥାପନା କେବେ ହୋଇଥିଲା?
ଉତ୍ତର-ସେପ୍ଟେମ୍ବର ୪,୧୯୯୮ ମସିହାରେ ।

୯.ଦୁନିଆରେ କେଉଁ ଦେଶର ମୁଦ୍ରା ସବୁଠାରୁ ଶସ୍ତା ଅଟେ?
ଉତ୍ତର-ଭିଏତନାମ ।

୧୦.ହାତୀ କେଉଁ ରଙ୍ଗକୁ ଦେଖି ରାଗି ଯାଇଥାଏ?
ଉତ୍ତର-ହଳଦିଆ ରଙ୍ଗ ।

୧୧.ଗ୍ରୀନ ପାର୍କ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ?
ଉତ୍ତର-କାନ ପୁର ।

୧୨.ଆଧୁନିକ ଯୁଗର ତୁଳସୀ ଦାସ କାହାକୁ କୁହାଯାଇଥାଏ?
ଉତ୍ତର-ମୈଥିଲି ଶରଣ ଗୁପ୍ତା ।

୧୩.ଭାରତର ବିତ୍ତୀୟ ବର୍ଷ କେବେ ଆରମ୍ଭ ହୋଇଥାଏ?
ଉତ୍ତର-୧ ଅପ୍ରେଲ ।

୧୪.ସଂସାର ର ସବୁଠାରୁ ବଡ଼ ମହାକାବ୍ୟ କଣ ଅଟେ?
ଉତ୍ତର-ମହାଭାରତ ।

୧୫.ନେପାଳ ରେ କେତୋଟି ଜିଲ୍ଲା ଅଛି?
ଉତ୍ତର-୭୮ ଟି ।

୧୬.କେଉଁ ଜୀବ କୁ ସବୁ ଜିନିଷ ଦୁଇ ଗୁଣ ଦେଖାଯାଇଥାଏ?
ଉତ୍ତର-ହାତୀ ।

୧୭.ଏମିତି କେଉଁ ଯିବ ଅଛି ଯାହାର ଗୋଡ଼ ନ ଥିଲେ ମଧ୍ୟ ବହୁତ ବେଗରେ ଦୌଡି ପରେ?
ଉତ୍ତର-ସାପ ।

୧୮.କେଉଁ ଜୀବ ମରିଯିବା ପରେ ମଧ୍ୟ ଛିଡା ହୋଇ କରି ରହିଥାଏ?
ଉତ୍ତର-ବାଘ ।

୧୯.ରାମ କୃଷ୍ଣ ମିଶନ କିଏ ସ୍ଥାପନା କରିଥିଲେ?
ଉତ୍ତର-ସ୍ୱାମୀ ବିବେକାନନ୍ଦ ।

୨୦.ଭାରତର ପ୍ରଥମ କମ୍ପୁଟରୀ କୃତ ଡାକ ଘର କେଉଁଠାରେ ଅବସ୍ଥିତ?
ଉତ୍ତର-ନୂଆ ଦିଲ୍ଲୀ ।

୨୧.କେଉଁ ଜୀବର ମସ୍ତକ କାଟି ଦେବା ପରେ ମଧ୍ୟ ସେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ପାରି ଥାଏ?
ଉତ୍ତର-ଅସରପା ।

୨୨.କେଉଁ ପକ୍ଷୀ ଛୁଆ ଜନ୍ମ କରି ତାକୁ କ୍ଷୀର ପିଆଇ ଥାଏ?
ଉତ୍ତର-ଚମଗାଦଡ଼ ।

୨୩.ଏମିତି କେଉଁ ଜିନିଷ ଅଛି ଯାହା ଦିନ ରାତି ଚାଲୁଥାଏ?
ଉତ୍ତର-ଘଣ୍ଟା ।

୨୪.ଭାରତର ଏମିତି କେଉଁ ସହର ଅଛି ଯାହାକୁ ଆମେ ଖାଇଥାଉ?
ଉତ୍ତର-ଶିମଲା ।

୨୫.ଜଣେ ମାଆ ପାଇଁ ତାହା କେଉଁ କାମ ହୋଇଥାଏ ଯାହାକୁ ପୁଅ କଲେ ଖରାପ ଓ ଜ୍ୱାଇଁ କଲେ ବହୁତ ଭଲ ହୋଇଥାଏ ।
ଉତ୍ତର-ସ୍ତ୍ରୀ ର ଗୋଲାମୀ ।

ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ସାଧାରଣ ଜ୍ଞାନ ପଢିବାକୁ ଭଲ ଲାଗୁଥାଏ ତେବେ ଏହାକୁ ନିଶ୍ଚିତ ଭାବରେ ପଢ଼ନ୍ତୁ । ଏପରି କୌଣସି ପରୀକ୍ଷା ନାହିଁ ଯେଉଁଠି ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ । ଏହାକୁ ପଢିବା ଦ୍ଵାରା ଆପଣ ସାଧାରଣ ଜ୍ଞାନ ର ଅନେକ କିଛି ଅଜଣା କଥା ସମ୍ପର୍କରେ ଜାଣିବାକୁ ପାଇବେ । ଯଦି ଆପଣ କୌଣସି ଚାକିରୀ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହାକୁ ନିହାତି ପଢ଼ନ୍ତୁ । ଏହା ଆପଣଙ୍କର ବହୁତ ଲାଭ ଦାୟକ ହେବ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ । ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *