20 Interesting Gk Questions: ତାହା କେଉଁ ଜିନିଷ ଯାହା ଫ୍ରିଜରେ ରହିଲେ ମଧ୍ୟ ଗରମ ରୁହେ ? କେବଳ ବୁଦ୍ଧିମାନ ହିଁ ଏହାର ଉତ୍ତର ଦେଇ ପାରିବେ !

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।

1.ଆହୋମ ବିଦ୍ରୋହ କେଉଁଟି ହୋଇଥିଲା?
ଉତ୍ତର-ଆସାମ।

2.ବିଶ୍ୱ ର ସବୁଠୁ ବଡ ଘଣ୍ଟା ଘର କେଉଁ ଠାରେ ଅବସ୍ଥିତ?
ଉତ୍ତର-ରୁଷିଆ।

3.କେଉଁ ଦେଶ ପ୍ରଥମେ ବ୍ୟାଙ୍କ ନୋଟ ଜାରି କରିଥିଲା?
ଉତ୍ତର-ସ୍ଵିଡେନ।

4.ବିଶ୍ୱରେ ସବୁଠାରୁ ମହଙ୍ଗା ଫଳ କେଉଁଠାରେ ମିଳିଥାଏ?
ଉତ୍ତର-ଜାପାନ।

5.ୟୁରିଆ ଶରୀରର କେଉଁ ଅଙ୍ଗ ରେ ତିଆରି ହୋଇଥାଏ?
ଉତ୍ତର-ଲିଭର୍ ରେ।

6.କେଉଁ ପକ୍ଷୀ କାନ ଦ୍ଵାରା ଦେଖିଥାଏ?
ଉତ୍ତର-ଚମଗାଦଡ଼।

7.ସହିଦ ଦିବସ କେବେ ପାଳନ କରାଯାଏ?
ଉତ୍ତର-୩୦ ଜାନୁଆରୀ।

8.ବସନ୍ତ ରୋଗ ର ଟୀକା କିଏ ଆବିଷ୍କାର କରିଥିଲେ?
ଉତ୍ତର-ଏଡ଼ବାର୍ଡ ଜେନର।

9. ଆମେରିକା ରେ କେତେ ପ୍ରତିଶତ ଭାରତୀୟ ଡାକ୍ତର ରହୁଛନ୍ତି?
ଉତ୍ତର- ୩୮%।

10.ତାହା କଣ ଯାହା ଖାଇବା ପୂର୍ବରୁ ଦେଖାଯାଇ ନ ଥାଏ ?
ଉତ୍ତର-ଧକ୍କା ଖାଇବା।

11.କବାଡ଼ି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ?
ଉତ୍ତର-ବାଂଲାଦେଶ।

12.ହାତୀ କେଉଁ ରଙ୍ଗକୁ ଦେଖି ରାଗି ଯାଇଥାଏ?
ଉତ୍ତର-ହଳଦିଆ ରଙ୍ଗ।

13.ଗ୍ରୀନ ପାର୍କ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ?
ଉତ୍ତର-କାନ ପୁର।

14. କେଉଁ ଜିନିଷ କୁ ଝିଅ ମାନେ ପଇସା ଦେଇ ଖାଇଥାନ୍ତି?
ଉତ୍ତର- ଆଇସକ୍ରିମ।

15.କେଉଁ ସହର କୁ ଭାରତ ର ପ୍ୟାରିସ କୁହାଯାଏ?
ଉତ୍ତର-ଜୟ ପୁର।

16.ସାପ-ସିଡ଼ି ଖେଳର ଆବିଷ୍କାର କେଉଁ ଦେଶରେ ହୋଇଥିଲା?
ଉତ୍ତର-ଭାରତରେ।

17.ଲୁହାରେ କଳଙ୍କି ଲାଗିବାରୁ ରକ୍ଷା କରିବା ପାଇଁ କଣ ପ୍ରୟୋଗ କରାଯାଇଥାଏ?
ଉତ୍ତର-କ୍ରୋମିୟମ।

18.ବିଶ୍ୱ ଯୁବକ ଦିବସ କେବେ ପାଳନ କରାଯାଏ?
ଉତ୍ତର-୧୨ ଅଗଷ୍ଟ ରେ।

19.ପିଇବା ପାଣି କୁ ଶୁଦ୍ଧ କରିବା ପାଇଁ କଣ ମିଶା ଯାଇଥାଏ?
ଉତ୍ତର-କ୍ଲୋରିନ ଗ୍ୟାସ।

20.ମାନବ ଶରୀର ରେ ମୋଟ କେତେ ଖଣ୍ଡ ହାଡ଼ ମିଳିଥାଏ?
ଉତ୍ତର-୨୦୬।

21.କେଉଁ ଦେଶରେ ସେଲ୍ଫି ନେବା ଅପରାଧ ହୋଇଥାଏ?
ଉତ୍ତର-ତୁର୍କମେନି ସ୍ଥାନ।

22.ପାଣି ଠାରୁ ବି ଶସ୍ତା ପେଟ୍ରୋଲ କେଉଁ ଦେଶରେ ମିଳିଥାଏ?
ଉତ୍ତର-କୁବେତ।

23.ଗୁଗଲ ର ସ୍ଥାପନା କେବେ ହୋଇଥିଲା?
ଉତ୍ତର-ସେପ୍ଟେମ୍ବର ୪,୧୯୯୮ ମସିହାରେ।

24.ଦୁନିଆରେ କେଉଁ ଦେଶର ମୁଦ୍ରା ସବୁଠାରୁ ଶସ୍ତା ଅଟେ?
ଉତ୍ତର-ଭିଏତନାମ।

25. ଶୁଣିବାର ଖୋଜ କିଏ କରିଥିଲେ
ଉତ୍ତର- ଆର୍ଯ୍ୟଭଟ୍ଟ।

26. ସୁଗନ୍ଧିତ ସହର କାହାକୁ କୁହାଯାଏ?
ଉତ୍ତର- କନୌଜ।

27.ବିଶ୍ୱର କେଉଁଠାରେ ସବୁଠାରୁ ଉଚ୍ଚ ଦୁର ବିକ୍ଷଣ ବେଦ ଶାଳା ଅବସ୍ଥିତ?
ଉତ୍ତର-ଭାରତରେ।

28.ସେଓ ରେ କେଉଁ ଅମ୍ଳ ଥାଏ?
ଉତ୍ତର-ମୌଳିକ ଅମ୍ଳ।

29.ଉଡିବା ଯିବ ମଧ୍ୟରେ କେଉଁ ଯିବ ଆସିଥାଏ ଯାହା ପକ୍ଷୀ ହୋଇ ନ ଥାଏ?
ଉତ୍ତର-ଚମଗାଦଡ଼।

30.ପୃଥିବୀର ସବୁଠୁ ଲମ୍ବା ନଦୀର ନାମ କଣ?
ଉତ୍ତର-ନୀଳ ନଦୀ।

31. ତାହା କେଉଁ ଜିନିଷ ଯାହା ଫ୍ରିଜରେ ରହିଲେ ମଧ୍ୟ ଗରମ ରୁହେ ?

ଉତ୍ତର- ଗରମ ମସଲା

Leave a Reply

Your email address will not be published. Required fields are marked *