ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଖାଇବା ପାଇଁ କିଣି ଥାଉ ହେଲେ ଆମେ ଖାଇ ନଥାଉ ? ଆହୁରି ମଧ୍ୟ ଜାଣନ୍ତୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା ୭ଟି ପ୍ରଶ୍ନ ଓ ଉତ୍ତର

ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ ।

୧. ଯଦି ଆପଣଙ୍କୁ ତିନୋଟି ଘର ଦିଆଯିବ ତେବେ ଆପଣ କେଉଁ ଘରକୁ ଯିବା ପାଇଁ ପସନ୍ଦ କରିବେ ?

(a)ପ୍ରଥମ ଘରେ ନିଆଁ ଲାଗିଥିବ

(b) ଦ୍ଵିତୀୟ ଘରେ ପାଞ୍ଚଟି ଲୋକ ବନ୍ଧୁକ ସହ ଥିବେ

(c) ତୃତୀୟ ଘରେ ଏକ ବାଘ ୫ ବର୍ଷରୁ ଭୋକିଲା ଥିବ ।

ଉତ୍ତର- ତୃତୀୟ ଘରେ କାରଣ ୫ ବର୍ଷ ପର୍ଯ୍ୟନ୍ତ ବାଘ ଭୋକିଲା ରହିପାରିବ ନାହିଁ, ମରି ଯାଇଥିବ ।

୨. here ଏବଂ thereରେ କଣ ଡିଫରେଣ୍ଟ ଅଛି ?

ଉତ୍ତର- କେବଳ t ର ଅଲଗା ଅଛି ।

୩. ଯଦି Z ର ଆଠ ଜଣ ପୁଅ ଅଛନ୍ତି ଏବଂ ସମସ୍ତଙ୍କର ଗୋଟେ ଗୋଟେ ଭଉଣୀ ଅଛି ତାହାଲେ Z ର କେତେ ଜଣ ଛୁଆ ହେଲେ ?

ଉତ୍ତର- ସମସ୍ତଙ୍କର ଭଉଣୀ ଅର୍ଥାତ ଗୋଟେ ଭଉଣୀ ଅଛି । Zର ୯ ଟି ଛୁଆ ଅଛନ୍ତି ।

୪. ଗୋଟେ ଛୁଆ ପାକିସ୍ତାନର ଲାହୋରରେ ଜନ୍ମ ହେଲା, ହେଲେ ସେହି ଛୁଆଟି ପାକିସ୍ତାନୀ ନୁହେଁ କାହିଁକି ?

ଉତ୍ତର- କାରଣ ସେହି ଛୁଆଟି ୧୯୪୭ ମସିହା ପୂର୍ବରୁ ଜନ୍ମ ହୋଇଥିଲା ଓ ସେତେବେଳେ ଭାରତ ପାକିସ୍ତାନ ଅଲଗା ହୋଇନଥିଲା ।

ଦ୍ଵିତୀୟ ଉତ୍ତର- ପିଲାର ମା ହେଉଛନ୍ତି ପାକିସ୍ତାନୀ ଏବଂ ପିତା ହେଉଛନ୍ତି ଭାରତୀୟ । ଯାହାଫଳରେ ପିଲା ର ପରିଚୟ ତାର ବାପ ଅନୁସାରେ ହେବ । ତେଣୁ ପିଲାଟି ପାକିସ୍ଥାନୀ ହେବ ନାହିଁ ।

୫. ଇଂରାଜୀର ଏମିତି କେଉଁ ଶବ୍ଦ ଅଛି ଯାହାକୁ ସବୁବେଳେ ରଂଗ ହିଁ ପଢା ହୋଇଥାଏ ?

ଉତ୍ତର- wrong

୬. ମାଇକେଲର ବାପାର ତିନୋଟି ପୁଅ ଅଛନ୍ତି, ପ୍ରଥମ ପୁଅର ନାମ ହେଉଛି ମେ ଓ ଦ୍ଵିତୀୟ ପୁଅର ନାମ ହେଉଛି ଜୁନ ତା ହେଲେ ତୃତୀୟ ପୁଅର ନାମ କଣ ?

ଉତ୍ତର- ମାଇକେଲ

୭. ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଖାଇବା ପାଇଁ କିଣି ଥାଉ ହେଲେ ଆମେ ଖାଇ ନଥାଉ ?

ଉତ୍ତର- ପ୍ଳେଟ

ତେବେ ଯଦି ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ଶେୟାର କରିଦେବେ । ଆଗକୁ ଏମିତି ହିଁ ଜ୍ଞାନ ବର୍ଦ୍ଧକ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *