ପାକିସ୍ତାନୀ ଝିଅ ମାନଙ୍କର ଏହି ଅଜବ କାମ ଗୁଡିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ପାକିସ୍ତାନର ଅଧିକାରିକ ନାମ ହେଉଛି ଇସଲାମ ରିପବ୍ଲିକ ଅଫ ପାକିସ୍ଥାନ । ଯଦି ଆତଙ୍କି ଗତିବିଧିର କଥା କୁହାଯାଏ ତେବେ ପାକିସ୍ଥାନ ସାରା ଦୁନିଆରେ ଅଷ୍ଟମ ସ୍ଥାନରେ ରହିଛି । ଏହି କାରଣରୁ ବହୁତ ଦେଶ ପାକିସ୍ତାନର ଲୋକମାନଙ୍କୁ ଭିଜା ଦିଅନ୍ତି ନାହିଁ । ବଡ ବଡ ଦେଶ ମାମଲାରେ ପାକିସ୍ତାନ ସମସ୍ତ ଦେଶ ମଧ୍ୟରେ ୩୬ ତମ ସ୍ଥାନ ଗ୍ରହଣ କରିଛି । ସମସ୍ତ ଦେଶ ମଧ୍ୟରୁ ପାକିସ୍ତାନ ପ୍ରଥମେ ନ୍ୟୁକ୍ଲିୟର ଶକ୍ତି ହାସଲ କରିଥିଲା । ସାରା ଦୁନିଆରେ ବୁଦ୍ଧିମାନ ଲୋକମାନଙ୍କ ମାମଲାରେ ପାକିସ୍ତାନ ଦେଶ ଚତୁର୍ଥ ସ୍ଥାନରେ ଅଛି ।

ପାକିସ୍ତାନ ଏକ ଇସ୍ଲାମିକ ଦେଶ ଅଟେ, ଏହି ଦେଶର ଅଧିକାଂଶ ଲୋକ ମୁସ୍ଲିମ ଅଟନ୍ତି । ୧୯୪୬ ମସିହାରେ ପାକିସ୍ଥାନରେ ୨୫ ପ୍ରତିଶତ ହିନ୍ଦୁ ଥିଲେ । ହେଲେ ବର୍ତ୍ତମାନ ସମୟରେ ଏହି ଅନୁପାତ କମି ଯାଇ ୧ ପ୍ରତିଶତ ରହିଯାଇଛି । ଏହି ଦୁଇ ଧର୍ମ ଛଡା ପାକିସ୍ଥାନରେ ଖ୍ରୀଷ୍ଟିୟାନ ଧର୍ମର ଲୋକ ମଧ୍ୟ ରହୁଛନ୍ତି ।

ପାକିସ୍ଥାନରେ ଗରିବ ଲୋକଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ, ପାକିସ୍ତାନର ଗରିବ ଜନସଂଖ୍ୟା ୩୦ ପ୍ରତିଶତ ରହିଛି । ଯେଉଁ ମାନଙ୍କର ଦିନକୁ ମଜୁରି ୧୦୦ ଟଙ୍କାରୁ କମ ରହିଛି । ଏଥି ମଧ୍ୟରୁ ୮ ପ୍ରତିଶତ ଲୋକ ଏମିତି ଅଛନ୍ତି ଯେଉଁମାନେ ଭୋକିଲା ଶୋଇ ଥାନ୍ତି । ପାକିସ୍ତାନର ଅଧିକାରିକ ଭାଷା ଉର୍ଦ୍ଦୁ ହୋଇଥିଲେ ମଧ୍ୟ ଏଠିକାର ଅଧିକାଂଶ ଲୋକ ପଞ୍ଜାବୀରେ କଥା ବାର୍ତ୍ତା କରନ୍ତି ।

ସାରା ଦୁନିଆରେ ଚଣା ଉତ୍ପାଦନ କରିବାରେ ପାକିସ୍ତାନ ଭାରତ ପରେ ଦ୍ଵିତୀୟ ସ୍ଥାନରେ ରହିଛି । ପାକିସ୍ତାନରେ ଦୁନିଆର ସବୁଠାରୁ ବଡ ଆମ୍ବୁଲାନ୍ସ ନେଟୱର୍କ ରହିଛି । ପାକିସ୍ତାନରେ ଆଜି ପର୍ଯ୍ୟନ୍ତ କେବଳ ଦୁଇ ଜଣ ଲୋକଙ୍କୁ ନୋବେଲ ପୁରସ୍କାର ମିଳିଛି । ବୈଜ୍ଞାନିକ ଓ ଇଞ୍ଜିନିୟର ମାନଙ୍କ ସଂଖ୍ୟାରେ ପାକିସ୍ତାନ ୭ ନମ୍ବର ସ୍ଥାନରେ ଅଛି । ଏହି ଦେଶରେ ସର୍ବାଧିକ ବୁଦ୍ଧିମାନ ଲୋକ ରହି ମଧ୍ୟ ଏଠାରେ ଆତଙ୍କି ଗତିବିଧି ବହୁତ ଅଧିକ ରହିଛି । ପାକିସ୍ତାନରେ ୫୦ ରୁ ଅଧିକ ୟୁନିଭର୍ସିଟି ରହିଛି ।


ଗଛ ଲଗାଇବା ମାମଲାରେ ପାକିସ୍ତାନ ବିଶ୍ଵ ରେକର୍ଡ କରିଛି । ଏଠିକାର ଲୋକମାନେ ଗୋଟେ ଦିନରେ ୭ ଲକ୍ଷ ୫୦ ହଜାର ଗଛ ଲଗାଇ ବିଶ୍ଵ ରେକର୍ଡ କରିଥିଲେ । ଏହି ଦେଶରେ ଏକ ବହୁତ ବଡ ମାନବ ନିର୍ମିତ୍ତ ଜଙ୍ଗଲ ନିର୍ମାଣ ହୋଇଛି । ଏହି ଜଙ୍ଗଲର ନାମ ହେଉଛି ସାଙ୍ଗା ମାଙ୍ଗା ଫରେଷ୍ଟ । ଏହି ଜଙ୍ଗଲଟି ୧୨ ହଜାର ଏକର ପର୍ଯ୍ୟନ୍ତ ରହିଛି । ପାକିସ୍ତାନର ସାହା ଫେଜଳ ମସଜିଦ ଏତେ ବଡ ଅଟେ ଯେ, ଯେଉଁଠି ୧ ଲକ୍ଷ ଲୋକ ଏକା ସହିତ ନମାଜ ପଢି ପାରିବେ ।

ବନ୍ଧୁଗଣ ପାକିସ୍ତାନର ମହିଳା ମାନଙ୍କୁ ଦୁନିଆର ସବୁଠାରୁ ସୁନ୍ଦର ମହିଳା ବୋଲି ମାନି ଥାନ୍ତି । ଏହି ଦେଶରେ ସବୁଠାରୁ ଅଧିକ ଅଫେୟାର କେସ ଆସିଥାଏ । ପାକିସ୍ତାନର ପ୍ରଶାସନ ମଧ୍ୟ ବହୁତ ଭିନ୍ନ ଅଟେ । ପ୍ରଶାସନ ଅନୁଯାୟୀ ଏହି ସ୍ଥାନରେ କୌଣସି ଲୋକ ବିବାହ ପୂର୍ବରୁ କୌଣସି ମହିଳାଙ୍କ ସହ ରହି ପାରିବ ନାହିଁ । ଅର୍ଥାତ ଏଠି କୌଣସି ବ୍ୟକ୍ତି ଲିଭିଙ୍ଗ ରିଲେସନ ସିପରେ ରହି ପାରିବ ନାହିଁ । ତେବେ ବନ୍ଧୁଗଣ ଏହା ଥିଲା ପାକିସ୍ତାନ ବିଷୟରେ କିଛି ଅଜଣା କଥା ।

ପାକିସ୍ଥାନ ଇନ୍ଟରନେଟ ୟୁଜ କରିବା ମାମଲାରେ ପୁରା ଦୁନିଆରେ ପ୍ରଥମ ନମ୍ବରରେ ଆସିଥାଏ ଓ ଇନ୍ଟରନେଟ ରେ ଅଶ୍ଳୀଳ ଫିଲ୍ମ ଦେଖିବା ମାମଲାରେ ମଧ୍ୟ ପାକିସ୍ଥାନର ଲୋକ ନମ୍ବର ୧ ରେ ହିଁ ଆସିଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଲୋକମାନଙ୍କ ମଧ୍ୟରେ ସବୁଠୁ ଅଧିକ ସଂଖ୍ୟା ଝିଅମାନଙ୍କର ଅଟେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *