14 Interesting Gk Questions- କେଉଁ ଜୀବର ବେକ ନାହିଁ ? କେବଳ ବୁଦ୍ଧିମାନ ଲୋକ ହିଁ କହି ପାରିବେ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. କେଉଁ ଜୀବ ତାର ନାକ ଦ୍ଵାରା ସବୁ କାମ କରିଥାଏ ?

ଉତ୍ତର- ହାତୀ ତାର ନାକ ଦ୍ଵାରା ସବୁ କାମ କରିଥାଏ ।

୨. କେଉଁ ଫଳ ଉପରେ ପତ୍ର ଥାଏ ?

ଉତ୍ତର- ସପୁରି ଫଳ ଉପରେ ପତ୍ର ଥାଏ ।

୩. ତାହା କଣ ଯାହା ଦେଲେ ବଢିଥାଏ ?

ଉତ୍ତର- ତାହା ହେଉଛି ଜ୍ଞାନ ଯାହା ଦେଲେ ବଢିଥାଏ ।

୪. ଗୋଟେ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡିଆ ଅକ୍ଷର ରହିଥାଏ ?

ଉତ୍ତର- ବନ୍ଧୁଗଣ ବର୍ଣ୍ଣମାଳାରେ ସମସ୍ତ ଓଡିଆ ଅକ୍ଷର ରହିଥାଏ ।

୫. ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନ ରାତି ଛିଡା ହୋଇଥାଏ ?

ଉତ୍ତର- ନଡିଆ ଗଛରେ ଥିବା ନଡିଆରେ ସବୁବେଳେ ପାଣି ଥାଏ ।

୬. ରାତିରେ ଅଛି କିନ୍ତୁ ଦିନରେ ନାହିଁ ତାହା କଣ ?

ଉତ୍ତର- ଅନ୍ଧାର ରାତିରେ ହୁଏ ହେଲେ ଦିନରେ ନଥାଏ ।

୭. ହାତ ନାହିଁ, ଗୋଡ ନାହିଁ କିନ୍ତୁ ସେ ସବୁ ଆଡେ ବୁଲିପାରେ ତାହା କଣ ?

ଉତ୍ତର- ଖବର କାଗଜର ହାତ ନଥାଏ କି ଗୋଡ ନଥାଏ ହେଲେ ସବୁ ଆଡେ ଯାଏ ।

୮. ବାମରୁ ପଢିଲେ ଓଜନିଆ, ଡାହାଣରୁ ପଢିଲେ ନାହିଁ  ତାହା କଣ ?

ଉତ୍ତର- TON

୯. କେଉଁ ହାଣ୍ଡିରେ ଭାତ ହୁଏ ନାହିଁ ?

ଉତ୍ତର- କଳା ହାଣ୍ଡି ହେଉଛି ଏକ ଜିଲ୍ଲାର ନାମ ।

୧୦. ଲାଞ୍ଜ ଅଛି ହେଲେ ଡେଣା ନାହିଁ ଆକାଶରେ ଉଡେ ସାଇଁ ସାଇଁ ତାହା କଣ ?

ଉତ୍ତର- ଗୁଡି ଯାହାର ଲାଞ୍ଜ ଅଛି ହେଲେ ଡେଣା ନାହିଁ ହେଲେ ଆକାଶର ଉଡେ ।

୧୧. କେଉଁ ଜୀବ ତାର ଛୁଆକୁ ଦେଖିବା ଆଗରୁ ମୃତ୍ୟୁ ବରଣ କରେ ?

ଉତ୍ତର- ପ୍ରଜାପତି ନିଜ ଛୁଆକୁ ଦେଖିବା ଆଗରୁ ମରିଯାଏ ।

୧୨. ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଥରେ କରନ୍ତି ଏବଂ ନାରୀ ମାନେ ସବୁଦିନ କରନ୍ତି ?

ଉତ୍ତର- ମଥାରେ ସିନ୍ଦୁର ଦେବା ।

୧୩. କେଉଁ ବହି ଯାହା କେବେ ଛପା ଯାଇନାହିଁ ?

ଉତ୍ତର- ଫେସବୁକ

୧୪. କେଉଁ ଜୀବର ବେକ ନାହିଁ ?

ଉତ୍ତର- ବେଙ୍ଗର ବେକ ନାହିଁ ।

Leave a Reply

Your email address will not be published. Required fields are marked *