Interesting Gk- କେଉଁ ଗଛ ତଳେ ଶୋଇଲେ ମନୁଷ୍ୟର ମୃତ୍ୟୁ ହୋଇଥାଏ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଆମ୍ଭେ ଆପଣ ମାନଙ୍କୁ ସାଧାରଣ ଜ୍ଞାନ ସମ୍ବନ୍ଧିତ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ବହୁତ ଦରକାରୀ ତଥ୍ୟ ଅଟେ । ଏହି ପ୍ରଶ୍ନ ଉତ୍ତର କୁ ମନେ ରଖି ଆଗକୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧:- ଆଗ୍ରାରେ ଥିବା ତାଜମହଲ ଭାରତର କେଉଁ ରାଜ୍ୟରେ ରହିଛି ?

ଉତ୍ତର :- ଉତ୍ତରପ୍ରଦେଶ ।

୨:- ମହାକାଶ ରେ ସୂର୍ଯ୍ୟ କିଭଳି ଦେଖାଯାଏ ?

ଉତ୍ତର :- ଧଳା ।

୩:- ଆଗ୍ରା ରେ ଥିବା ଲାଲକିଲ୍ଲା କେଉଁ ରାଜା ନିର୍ମାଣ କରିଥିଲେ ?

ଉତ୍ତର :- ଆକବର ।

୪:- ଭାରତ ର କେଉଁ ରାଜ୍ୟ ସର୍ବାଧିକ କପା ଉତ୍ପାଦନ କରିଥାଏ ?

ଉତ୍ତର :- ଗୁଜୁରାଟ ।

୫:- ଚେସ ଖେଳର ଆବିଷ୍କାର କେଉଁ ଦେଶ କରିଥିଲା ?

ଉତ୍ତର :- ଭାରତ ।

୬:- କେଉଁ ଦେଶରେ ସର୍ବ ପ୍ରଥମେ ଇଣ୍ଟରନେଟ ର ବ୍ୟବହାର ହୋଇଥିଲା ?

ଉତ୍ତର :- ଆମେରିକା ।

୭:- କେଉଁ ଦେଶ ନିଜର ସ୍ଵାଧୀନତା ଦିବସ ପାଳନ କରେ ନାହିଁ ?

ଉତ୍ତର :- ନେପାଳ ।

୮:- କେଉଁ ଗଛ ତଳେ ଶୋଇଲେ ମନୁଷ୍ୟର ମୃ-ତ୍ୟୁ ହେବାର ସମ୍ଭାବନା ଥାଏ ?

ଉତ୍ତର :- ନିମ ଗଛ ।

୯:- କେଉଁ ଦେଶ ସର୍ବାଧିକ କୋଇଲା ଉତ୍ପାଦନ କରିଥାଏ ?

ଉତ୍ତର :- ଚୀନ ।

୧୦;- ସରକାରୀ ଚାକିରୀ ପାଇବା ନିମନ୍ତେ ସବୁଠାରୁ ପ୍ରଥମ ପରୀକ୍ଷା କେଉଁ ଦେଶ ଆରମ୍ଭ କରିଥିଲା ?

ଉତ୍ତର;- ଚୀନ ଦେଶ ।

୧୧;- ପ୍ରଧାନ ମନ୍ତ୍ରୀ ହେବା ନିମନ୍ତେ କମ ସେ କମ ଆୟୁ କେତେ ହେବା ଆବଶ୍ୟକ ?

ଉତ୍ତର;- ୨୫ ବର୍ଷ ।

୧୨;- ସଂପୂର୍ଣ୍ଣ ପୃଥିବୀ ମଧ୍ୟରୁ ସବୁଠାରୁ ଅଧିକ ଗ୍ୟାସ କେଉଁଟା ଦେଖିବାକୁ ମିଳିଥାଏ ?

ଉତ୍ତର;- oxygen gas ।

୧୩;- ପୁରୁଷ ଙ୍କ ବଡ ହେଉ କି ଛୋଟ ବିବାହ ପରେ ସବୁ ମହିଳା କୁ ନେବାକୁ ହୋଇଥାଏ ?

ଉତ୍ତର;- ସରନେମ ।

୧୪;- ନବଜାତ ଶିଶୁ କେତୋଟି ରଙ୍ଗ କୁ ଦେଖିପାରିବ ?

ଉତ୍ତର;- ଦୁଇଟି ରଙ୍ଗ କଳା ଏବଂ ଧଳା ।

୧୫;- ଏଭଳି କେଉଁ ଜିନିଷ ଅଛି ଯାହାକୁ ଆମ୍ଭେ ଖାଇଥାଉ ମାତ୍ର ତାକୁ ଦେଖି ନଥାଉ ?

ଉତ୍ତର;- ରାଣ ।

୧୬;- ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଙ୍କ ନାମ କଣ ?

ଉତ୍ତର;- ଚନ୍ଦ୍ରବାବୁ ନାୟଡୁ ।

୧୭;- ସବୁ ପକ୍ଷୀ ଆଗକୁ ଉଡିଥାନ୍ତି ମାତ୍ର ଗୋଟିଏ ପକ୍ଷୀ ରହିଥାଏ ଯାହା ପଛକୁ ଉଡିଥାଏ ତାହାର ନାମ କୁହନ୍ତୁ ?

ଉତ୍ତର;- କିୱି ପକ୍ଷୀ ।

୧୮;- ଯଦି କୌଣସି ବ୍ୟକ୍ତି ଲୁଣ କମ ଖାଇଥାଏ ତେବେ ତାକୁ କେଉଁ ବିମାରୀ ହେବାର ସମ୍ଭାବନା ଅଧିକ ରହିଥାଏ ?

ଉତ୍ତର;- ଘେଘା ରୋଗ ।

୧୯;- ଝିଅ ଶରୀରର କେଉଁ ଜିନିଷ ଆମ୍ଭେ ଖାଇଥାଉ ?

ଉତ୍ତର;- ଲେଡି ଫିଙ୍ଗର । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *