Interesting Gk Questions & Answers- କେଉଁ ଦେଶରେ ଗୋଟିଏ ବି ଝିଅ ନାହାଁନ୍ତି ? କଣ ଆପଣ ଜାଣନ୍ତି …

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ।ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା।

୧.ସମଗ୍ର ବିଶ୍ୱରେ ସବୁଠୁ ବେଶି କେଉଁ ବିଷୟରେ ପଢ଼ାଯାଇଥାଏ?
ଉତ୍ତର-ଗଣିତ।

୨.ଇ ମେଲ ର ଜନ୍ମଦାତା କିଏ?
ଉତ୍ତର-ଟମ ଲିଂସନ।

୩.ଉତ୍ତର ପ୍ରଦେଶର ସବୁଠୁ ବଡ଼ ଜିଲ୍ଲାର ନାମ କଣ?
ଉତ୍ତର-ଲକ୍ଷ୍ମୀପୁର ଖିରି।

୪.ଏମିତି କେଉଁ ରେଳ ଗାଡି ଅଛି ଯିଏ ଭାରତର ୧୨ଟି ରାଜ୍ୟ ଦେଇ ଗତି କରିଥାଏ?
ଉତ୍ତର-ହିମ ସାଗର ଏକ୍ସପ୍ରେସ।

୫.କେଉଁ ଜୀବର ୮ଟି ଆଖି ଅଛି?
ଉତ୍ତର-ଷ୍ଟାର ଫିସ।

୬.ଇଂରେଜ ମାନେ ପ୍ରଥମେ ଭାରତକୁ କେବେ ଆସିଥିଲେ?
ଉତ୍ତର-୨୦ ମଇ ୧୪୯୮।

୭.ଭାରତରେ ବ୍ୟବହାର ହେଉଥିବା ସବୁଠୁ ବେଶି ମୋବାଇଲ ଆପ ର ନାମ କଣ?
ଉତ୍ତର-ହ୍ଵାଟ୍ସଆପ।

୮.ସେ କିଏ ଯିଏ ଯେତେ ବି ବୁଢ଼ା ହୋଇଗଲେ ମଧ୍ୟ ଲୋକମାନେ ତାକୁ ଯବାନ କହିବେ?
ଉତ୍ତର-ସୈନିକ।

୯.ଭୋଜପୁରୀ କେଉଁ ଦେଶର ରାଷ୍ଟ୍ରୀୟ ଭାଷା ଅଟେ?
ଉତ୍ତର-ମୋରିସିସ ଦେଶର।

୧୦.ବୃଦ୍ଧ ଅବସ୍ଥାରେ ମନୁଷ୍ୟ ଶରୀରରେ ହାଡ଼ ଗୁଡିକ କଣ ପାଇଁ ଦୁର୍ବଳ ହୋଇଯାଏ?
ଉତ୍ତର-କ୍ୟାଲସିୟମ ର ଅଭାବରୁ।

୧୧.ଉଡାଯାହାଜ ବାୟୁ ମଣ୍ଡଳର କେଉଁ ସ୍ତର ରେ ଉଡାଯାଇଥାଏ?
ଉତ୍ତର-ସମତାପ ମଣ୍ଡଳରେ।

୧୨.ଭାରତର ରାଷ୍ଟ୍ରୀୟ ଜଳଜୀବ କିଏ ଅଟେ?
ଉତ୍ତର-ଗଙ୍ଗା ଡ଼ଲଫିନ।

୧୩.କେଉଁ ଦେଶରେ ଗୋଟେ ବି ବିମାନ ବନ୍ଦର ନାହିଁ?
ଉତ୍ତର-ଭାଟିକାନ ସିଟିରେ।

୧୪.କେଉଁ ରଙ୍ଗ ଭୋକ ବଢ଼ାଇ ଦେଇଥାଏ?
ଉତ୍ତର-ହଳଦିଆ ରଙ୍ଗ।

୧୫.ଭାରତର ଚତୁର୍ଥ ନାମ କଣ?
ଉତ୍ତର-ଆର୍ଯ୍ୟବ୍ରତ।

୧୬.ସୁନା ଚାନ୍ଦି କୁ ବହୁତ ମାତ୍ରା ରେ ଶୁଦ୍ଧ କରିବା ପାଇଁ କଣ ପ୍ରୟୋଗ କରାଯାଏ?
ଉତ୍ତର-ନାଇଟ୍ରିକ ଅମ୍ଳ।

୧୭.କେଉଁ ଦେଶରେ ଭାରତର ୧ ଟଙ୍କାର ମୂଲ୍ୟ ୧୩୫ ଟଙ୍କା ହୋଇଥାଏ?
ଉତ୍ତର-ଭିଏତନାମ ଦେଶ।

୧୮.କେଉଁ ଦେଶରେ ସାପ ମିଳନ୍ତି ନାହିଁ?
ଉତ୍ତର-ଆୟର୍ଲ୍ୟାଣ୍ଡ।

୧୯.ଶୁଖିଥିବା ସମୟରେ ୨କିଲୋ, ଓଦା ସମୟରେ ୧କିଲୋ,ଜଳିବା ପରେ ୩କିଲୋ ସେହି ଜିନିଷର ନାମ କଣ?
ଉତ୍ତର-ସଲ୍ଫର।

୨୦.ଭାରତରେ ହାରାହାରି କେତେ ଲୋକ ବାସ କରୁଛନ୍ତି?
ଉତ୍ତର-ହାରାହାରି ୧୩୪ କୋଟି।

୨୧.କେଉଁ ସହରରେ ଭାସୁଥିବା ପୋଷ୍ଟ ଅଫିସ ଦେଖାଯାଇଥାଏ?
ଉତ୍ତର-ଶ୍ରୀ ନଗର।

୨୨.ମନୁଷ୍ୟ ଶରୀରରେ ଆତ୍ମହତ୍ୟା ର ଥଳି କାହାକୁ କୁହାଯାଏ?
ଉତ୍ତର-ଲାଇସସୋମ।

୨୩.ଗ୍ରାମ ଏବଂ ସହରରେ ଜଣେ ବ୍ୟକ୍ତି ପ୍ରତିଦିନ କେତେ କ୍ୟାଲୋରୀର ଖାଦ୍ୟ ଗ୍ରହଣ କରିଥାଏ?
ଉତ୍ତର-ଗ୍ରାମରେ ୨୪୦୦ କ୍ୟାଲୋରୀ ଏବଂ ସହର ରେ ୨୧୦୦ କ୍ୟାଲୋରୀ।

୨୪.କେଉଁ ସ୍ଥାନରେ ଜଣେ ମଧ୍ୟ ମହିଳା ନାହାନ୍ତି?
ଉତ୍ତର-ଭାଟିକାନ ସିଟି।

୨୫.ଯଦି ୧୨ଜଣ ମାଙ୍କଡ଼ ୧୨ଟି କଦଳୀ କୁ ୧୨ ମିନିଟ ରେ ଖାଇଥାନ୍ତି ତେବେ ୪ଜଣ ମାଙ୍କଡ଼ ୪ଟି କଦଳୀ କୁ କେତେ ସମୟ ମଧ୍ୟରେ ଖାଇବେ?
ଉତ୍ତର -୧୨ ମିନିଟ।କାରଣ ପ୍ରତ୍ୟକ ମାଙ୍କଡ଼ ୧୨ ଟି କଦଳୀ କୁ ଭାଗ କରି ୪ଟି ଲେଖାଏଁ କଦଳୀ ଖାଇବେ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *