ଦୁନିଆର ସବୁଠାରୁ ବଡ ପାପ କଣ ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ- Chanakya Niti

ବନ୍ଧୁଗଣ ଏହି ଦୁନିଆର ସମସ୍ତ ପ୍ରକାରର ମଣିଷ ଅଛନ୍ତି, କେତେକ ଲୋକଙ୍କ ସ୍ଵଭାବ ଓ ଗୁଣ ଖରାପ ଥିବା ବେଳେ ଅନ୍ୟ କେତେଜଣଙ୍କର ସ୍ଵଭାବ ଭଲ ରହିଥାଏ । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଉଭୟ ପାପ ଓ ପୂଣ୍ୟ କରିଥାନ୍ତି । ଲୋକମାନେ ପାପ ଓ ପୂଣ୍ୟର ଭୋଗ ନିଜ କର୍ମକୁ ନେଇ କରିଥାନ୍ତି ।

ହେଲେ ବନ୍ଧୁଗଣ ଗରୁଡ ପୁରାଣ ଅନୁସାରେ ଏପରି ଏକ ପାପ ଅଛି ଯାହାକୁ ଦୁନିଆର ସବୁଠାରୁ ବଡ ପାପ କୁହାଯାଇଥାଏ । ଯଦି କୌଣସି ମଣିଷ ଏହି ପାପ କରିଥାଏ ତା ହେଲେ ସେ ନିଜର ଆଗାମୀ ଜନ୍ମରେ ମଧ୍ୟ ସେହି ପାପକୁ ଭୋଗ କରିବ ।

ବନ୍ଧୁଗଣ ଏହି ପାପ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆପଣ ମାନେ ଏହି ପାପ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ପାପ ବିଷୟରେ କହିବାକୁ ଯାଉଛୁ । ଯଦି କୌଣସି ମଣିଷ ଏହି ପାପ କରିବ ତା ହେଲେ ସେ ଏହି ଜନ୍ମ ଓ ଆଗାମୀ ଜନ୍ମ ପର୍ଯ୍ୟନ୍ତ ଏହି ପାପର ଦଣ୍ଡକୁ ଭୋଗ କରିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ବଡ ପାପ ବିଷୟରେ ।

ବନ୍ଧୁଗଣ ଦୁନିଆର ସବୁଠାରୁ ବଡ ପାପ ହେଉଛି ନାରୀର ଅପମାନ । ବନ୍ଧୁଗଣ ନାରୀର ଅପମାନ କରିଲେ ସମଗ୍ର ନାରୀ ଜାତିର ଅପମାନକୁ ବୁଝାଇ ଥାଏ । ଯେତେବେଳେ କୌଣସି ନାରୀ କାନ୍ଦି ଥାଏ ସେତେବେଳେ ସମସ୍ତ ଦେବା ଦେବୀ ମାନେ କାନ୍ଦି ଥାନ୍ତି । ଯଦି କୌଣସି ମଣିଷ ନାରୀକୁ କଷ୍ଟ ଦେବ ତେବେ ସେହି ମଣିଷର ସଂସାର ଦୁଃଖ କଷ୍ଟରେ ବୁଡିଯିବ ।

ବନ୍ଧୁଗଣ ଗରୁଡ ପୁରାଣରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେଉଁ ମଣିଷ ନାରୀ ମାନଙ୍କୁ ସମ୍ମାନ କରିଥାନ୍ତି ଓ ସେମାନଙ୍କୁ ଖୁସିରେ ରଖିଥାନ୍ତି ସେହି ଲୋକମାନେ ସ୍ଵର୍ଗକୁ ଯାଇଥାନ୍ତି ଓ ପୂଣ୍ୟ ଅର୍ଜନ କରିଥାନ୍ତି । ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେତେବେଳେ ନାରୀ କାନ୍ଦିଥାଏ ସେତେବେଳେ ପ୍ରଳୟ ଆସିଥାଏ ଓ ଯେଉଁ ସ୍ଥାନରେ ନାରୀ ମାନଙ୍କ ସମ୍ମାନ କରାଯାଇଥାଏ ସେହି ସ୍ଥାନରେ ଦେବତା ମାନଙ୍କର ବାସ ହୋଇଥାଏ । ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । ଜଣେ ନାରୀ ଘରକୁ ସ୍ଵର୍ଗ ଓ ନର୍କ କରିପାରିଥାଏ ।

ବନ୍ଧୁଗଣ ତେଣୁ ଆପଣ ମାନେ ନିଜ ଜୀବନରେ ଭୁଲ ସେ ମଧ୍ୟ ଏହି ବଡ ପାପ କରିବେ ନାହିଁ । ଏହା ସହିତ ବନ୍ଧୁଗଣ ଯଦି ଆପଣ ଧନଲାଭ କରିବା ପାଇଁ ଚାହୁଁଛନ୍ତି ତେବେ ସବୁଦିନ ସଖାଳ ସମୟରେ ମା ଲକ୍ଷ୍ମୀଙ୍କ ଆରାଧନା ନିଶ୍ଚୟ କରନ୍ତୁ ଓ ନାରୀ ମାନଙ୍କର ସମ୍ମାନ କରନ୍ତୁ । ଭୁଲ ସେ ମଧ୍ୟ କୌଣସି ନାରୀକୁ କଷ୍ଟ ଦିଅନ୍ତୁ ନାହିଁ । ତେବେ ବନ୍ଧୁଗଣ ଆପଣ ମାନେ ଏହି ପାପରୁ ବଞ୍ଚିତ ହୁଅନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ଏହା ସହିତ ଯଦି ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଲା ତେବେ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *