ଏହି ବୟସରେ ଭୁଲ ରେ ବି ବିବାହ କରନ୍ତୁ ନାହିଁ, ନ ହେଲେ ପଛରେ କାନ୍ଦିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ, କେଉଁ ବୟସରେ ବିବାହ କରିବା ଉଚିତ ତଥା ସଠିକ ହୋଇଥାଏ । ବିବାହ କରିବାର କେଉଁ ବୟସ ଅନୁକୂଳ ହୋଇଥାଏ, ସେହି ସମ୍ବନ୍ଧରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ବନ୍ଧୁଗଣ ପ୍ରତ୍ୟତଃ ବ୍ୟକ୍ତି ବିବାହର ଲଡୁ ଖାଇବାକୁ ପସନ୍ଦ କରିଥାନ୍ତି । ଏହି ଦୁନିଆ ରେ କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ କହିଥାନ୍ତି ଯେ, ବିବାହ କରିବା ଉଚିତ ଅଟେ ଏବଂ କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ କହିଥାନ୍ତି ଯେ, ବିବାହ କରିବା ଦ୍ୱାରା ଜୀବନ ବର୍ବାଦ ହୋଇଯାଇଥାଏ ।

ସଂକ୍ଷେପରେ କହିବାକୁ ଗଲେ କିଛି ବ୍ୟକ୍ତି ବିବାହ କୁ ମୂଲ୍ୟବାନ ଭାବିଥାନ୍ତି ଏବଂ କିଛି ବ୍ୟକ୍ତି ମୂଲ୍ୟହୀନ ଭାବିଥାନ୍ତି । ଆପଣ ମାନେ ଦେଖିଥିବେ କେତେକ ବିବାହ ବନ୍ଧନ ଜୀବନ ର ଅନ୍ତ ସମୟ ପର୍ଯ୍ୟନ୍ତ ବଜାୟ ରହିଥାଏ ଏବଂ କେତେକ ବିବାହ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିପାରି ନଥାଏ । କିଛି ବିବାହ ର ବନ୍ଧନ ଏଭଳି ରହିଛି, ଯେଉଁ ମାନଙ୍କ ଛାଡ଼ପତ୍ର ହୋଇନଥାଏ ଏବଂ ସେମାନେ ଖୁସି ରେ ମଧ୍ୟ ରହି ପାରନ୍ତି ନାହିଁ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ କହିବୁ ଯେ ବିବାହ ନିମନ୍ତେ କେଉଁ ସମୟ ଅନୁକୂଳ ଏବଂ କେଉଁ ସମୟ ପ୍ରତିକୂଳ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ବିବାହ ପାଇଁ କେଉଁ ସମୟ ପ୍ରତିକୂଳ ଅର୍ଥାତ ଅନୁଚିତ ଅଟେ ।

ତେବେ ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କୁ କେବେବି କିଶୋର ଅବସ୍ଥା ତଥା ଯୁବାବସ୍ଥାରେ ବିବାହ କରିବା ଆଦୋୖ ଉଚିତ ହୋଇନଥାଏ । କାରଣ ଏହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇନଥାଏ, ଯାହାଦ୍ୱାରା ଆପଣ ଚିନ୍ତାମଗ୍ନ ହୋଇଥାନ୍ତି । ଏହା ସହିତ ଏହି ବୟସ ରେ ଆପଣଙ୍କ ମସ୍ତିଷ୍କ ର ବିକାଶ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ହୋଇନଥାଏ । ତେଣୁ କିଶୋର ଅବସ୍ଥା ତଥା ଯୁବାବସ୍ଥାରେ ବିବାହ କରିବା ସମ୍ପୂର୍ଣ୍ଣ ରୂପରେ ଅନୁଚିତ ହୋଇଥାଏ । ଏହି ବୟସରେ ବିବାହ କରିବା ଦ୍ୱାରା ଛାଡ଼ପତ୍ର ହେବାର ଅଧିକ ସମ୍ଭାବନା ରହିଥାଏ ।

ବର୍ତ୍ତମାନ ଆସନ୍ତୁ ଜାଣିବା ବିବାହ କରିବା ନିମନ୍ତେ କେଉଁ ସମୟ ଅନୁକୂଳ ଅର୍ଥାତ ଉଚିତ ଅଟେ-

ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ, ଜଣେ ୨୦ ବର୍ଷ ର ଯୁବକ ର ବୈବାହିକ ପରିସ୍ଥିତି ଠାରୁ ଜଣେ ୨୫ ବର୍ଷର ଯୁବକର ବୈବାହିକ ପରିସ୍ଥିତି ୫୦ ପ୍ରତିଶତ ସୁଗମ ହୋଇଥାଏ । କାରଣ ଏହି ବୟସରେ ମାନସିକ ସ୍ଥିତି ର ଅଳ୍ପ ମାତ୍ରାରେ ବିକଶିତ ହୋଇଥାଏ । ଏହି ବିବାହ ରେ ଛାଡ଼ପତ୍ର ହେବାର ଖୁବ କମ ସମ୍ଭାବନା ରହିଥାଏ ।  ଯେଉଁ ବ୍ୟକ୍ତି ୨୫ ବର୍ଷ ପରେ ବିବାହ କରିଥାଏ ସେହି ବ୍ୟକ୍ତି ର ବୈବାହିକ ସୁଖମୟ ହୋଇଥାଏ ।

କାରଣ ୨୫ ବର୍ଷ ରୁ ଉର୍ଦ୍ଧ୍ବ ବୟସ ରେ ବ୍ୟକ୍ତି ର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ଏବଂ କୌଣସି ପ୍ରକାର ଆର୍ଥିକ ସମସ୍ୟା ଦେଖାଯାଇ ନଥାଏ । ଏହା ସହିତ ଏହି ବୟସ ରେ ବିବାହିତା ଯୋଡ଼ି ପରସ୍ପର କୁ ଭଲ ଭାବରେ ବୁଝିଥାନ୍ତି । କାରଣ ସେମାନଙ୍କ ମଧ୍ୟରେ ପ୍ରତିକୂଳ ପରିସ୍ଥିତି ର ସାମ୍ନା କରିବାର କ୍ଷମତା ରହିଥାଏ । ତେଣୁ ୨୫ ବର୍ଷ ବୟସ ପରେ ହିଁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *