କେଉଁ ବାରରେ ମହିଳାଙ୍କୁ ଘର ପୋଛା ମାରିବା ଉଚିତ ନୁହେଁ, ଏପରି ଘର ପୋଛା ମାରନ୍ତୁ ନାହିଁ, ସ୍ଵାମୀ ଋଣରେ ବୁଡି ରହିଥାନ୍ତି…

ବନ୍ଧୁଗଣ ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ କୁହାଯାଇଥାଏ । ତେବେ ମା’ ଲକ୍ଷ୍ମୀଙ୍କର ବାସ ସେହି ଘରେ ହୋଇଥାଏ । ଯେଉଁ ଘରେ ମାତା ଲକ୍ଷ୍ମୀ ଭଲ ପାଉଥିବା କାର୍ଯ୍ୟ ସବୁ ଉଚିତ ନୀତିନିୟମ ଦ୍ଵାରା କରାଯାଇଥାଏ । ତେବେ ବନ୍ଧୁଗଣ ଆମେ ସମସ୍ତେ ଘରକୁ ପରିଷ୍କାର ଓ ପରିଚ୍ଛନ ରଖିବା ପାଇଁ ଘର ଝାଡୁ, ପୋଛା ଲଗାଇଥାଉ । ଯାହା ଦ୍ଵାରା ଘରୁ ସବୁ ପ୍ରକାର ମଇଳା ଓ ଆବର୍ଜନା ବାହାରିକି ଯାଇଥାଏ ।

ତେବେ ଘରର ମହିଳା ମାନେ ଘରର ପୋଛା ଲଗାଇବା ସମୟରେ ଏହି କିଛି କଥା ଉପରେ ବିଶେଷ ଭାବେ ଧ୍ୟାନ ରଖିବାକୁ ପଡିବ । କାରଣ ଅନେକ ମହିଳା ଘର ପୋଛା ଲଗାଇବା ସମୟରେ ନିଜର ଅଜାଣତରେ କିଛି ଏପରି ଭୁଲ କରି ବସିଥାନ୍ତି । ଯାହା ଦ୍ଵାରା ସେହି ଘରକୁ ଦରିଦ୍ରତା ଚାଲି ଆସିଥାଏ । ଯାହା ଫଳରେ ଧନ ଆସିବା ବଦଳରେ ଓଲଟା ଚାଲିଯାଇଥାଏ ।

1- ଯେତେବେଳେ ଘରର ପୋଛା ଲଗାଉଥାନ୍ତି । ତେବେ ଦିନ ୧୨ ଟା ପରେ ଘରକୁ ପୋଛନ୍ତୁ ନାହିଁ । କାରଣ ଏହି ସମୟକୁ ଘରର ସଫାସଫି କରିବାର ଉଚିତ ସମୟ ବୋଲି ମାନାଯାଇନଥାଏ । ତେଣୁ ସକାଳର ସମୟରେ ଘର ପୋଛାପୋଛି କରିବା ଉଚିତ ।

୨- ଯେଉଁ ସମୟରେ ଘର ପୋଛୁଥାନ୍ତି । ସେହି ସମୟରେ ଘର ପୋଛିବା ପାଣିରେ କିଛି ନୀମ ପତ୍ର ଆଣି ପକାନ୍ତୁ । ପ୍ରଥମେ ନୀମ ପତ୍ର କିଛି ଆଣି ତାହାକୁ ପାଣିରେ ପକାଇ ଗରମ କରି ଦିଅନ୍ତୁ । ତାପରେ ସେହି ନୀମ ପାଣିକୁ ଆଣି ଘର ପୋଛା ହେବାକୁ ଥିବା ପାଣିରେ ମିଶାଇ ଘରର ସଫାସଫି କାର୍ଯ୍ୟ କରନ୍ତୁ । ସପ୍ତାହରେ ଅତି କମ୍ ରେ ଥରେ ନୀମ ପତ୍ରର ପାଣିରେ ଘରର ସଫେଇ କାର୍ଯ୍ୟ କରନ୍ତୁ ।

ଯାହା ଫଳରେ କି ସେହି ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଏଥିସହ ଘର ମଧ୍ୟ ଜୀବାଣୁମୁକ୍ତ ରହିଥାଏ । ଯାହା ଦ୍ଵାରା ସେହି ଘରର ପରିବାର ସଦସ୍ୟ ବାରମ୍ବାର ରୋଗ ବେମାରୀରେ ପୀଡିତ ହେବେ ନାହିଁ । ନୀମ ପାଣିରେ ଘରର ସଫେଇ କଲେ । ଘର ମଧ୍ୟରେ ଥିବା ସବୁ ନେଗେଟିଭ ଏନର୍ଜି ଦୂର ହେବା ସହ ଘର ସକାରାତ୍ମକ ଊର୍ଜାରେ ଭରି ରହିଥାଏ ।

 

୩- ଅନେକ ମହିଳା ଘରର ସଫେଇ କାର୍ଯ୍ୟ ଗୁରୁବାର ଦିନ କରିଥାନ୍ତି । ହେଲେ ଗୁରୁବାର ଦିନ ଘର ପୋଛା ଲଗାଇବା କି ଅନ୍ୟ କୌଣସି ପ୍ରକାର ଘରର ସଫେଇ କାର୍ଯ୍ୟ ଗୁରୁବାରରେ କରନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ସେହି ଘର ଉପରେ ରୁଷ୍ଠ ହୋଇଯାଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *