Keonjhar ଜିଲ୍ଲାରେ ଦେଖିବାକୁ ମିଳିଲା ଭୟଙ୍କର ଦୃଶ୍ୟ, ଛେଳିକୁ ଗିଳି ଅଡୁଆରେ ପଡିଲା ଅଜଗର, ଦେଖନ୍ତୁ ଏହି Viral ଭିଡିଓ

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ଏପରି ସବୁ ଘ-ଟ-ଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଏହି ସବୁ ଘ-ଟ-ଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଘ-ଟ-ଣା ବହୁତ ଚର୍ଚାରେ ଅଛି ଓ ଆପଣ ମାନେ ଏହି ଘ-ଟ-ଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ଛେଳିକୁ ଗିଳି ଅଡୁଆରେ ଅଜଗର । ଏପରି କିଛି ଘ-ଟ-ଣା ଦେଖିବାକୁ ମିଳିଛି ତେଲକୋଇ ବନାଞ୍ଚଳ କରାମଙ୍ଗି ଗାଁ ବାମଦେଇ ପାହାଡ ପାଖରେ । ଭା-ଇ-ରା-ଲ ହେଉଥିବା ଭିଡିଓରେ ସଖାଳ ସମୟରେ ଏକ ଅଜଗର ରାସ୍ତା ସାଇଡରେ ପ-ଡି ରହିଥିବାର ନଜର ଆସୁଛି । ପ୍ରଥମେ ଏହି ଦୃଶ୍ୟକୁ ସେଠାକାର ଲୋକେ ଦେଖିବାକୁ ପାଇଥିଲେ । ଅଜଗର ଛେଳିକୁ ଗି-ଳି ଦେଇ ଯାଇପାରି ନଥିବାରୁ ଲୋକମାନେ ସ-ନ୍ଦେ-ହ କରିଥିଲେ ।

ସେହି ସମୟରେ ଲୋକମାନେ ସାପକୁ ଜଙ୍ଗଲ ଆଡେ ଘୋଡାଇବାକୁ ଚେଷ୍ଟା କରିଥିଲେ । ହେଲେ ସାପଟି ଜଙ୍ଗଲ ଯିବାକୁ ଅକ୍ଷମ ଥିବାରୁ ସେହି ସ୍ଥାନରେ ପ-ଡି ରହିଥିଲା । ଅଜଗରଟି ବହୁତ ବଡ ଓ ବୟସ୍କ ଜଣା ପଡିଛି । ଅଜଗରଟି ଶି-କା-ର ପାଇଁ ଗାଁ ଆଡକୁ ଆସିଯାଇଥିଲା ଓ ଛେଳିକୁ ଖାଇ ରାସ୍ତା ମଝିରେ ପ-ଡି ରହିଥିଲା । ସେଠାକାର ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ବନ୍ଧୁଗଣ ସୋ-ସି-ଆ-ଲ ମିଡିଆ ରେ ଏହି ଘ-ଟ-ଣା-ର ଭିଡିଓଟି ବହୁତ ଚର୍ଚାରେ ଅଛି ଓ ଲୋକମାନେ ଏହି ଘ-ଟ-ଣା ବିଷୟରେ ଜାଣି ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *