ମା’ଙ୍କୁ କିଛି ଏମିତି କଥା ଦେଇଥିଲେ କାମେଡିଆନ Gudu, କଥା ରଖି ନ ପାରିବାରୁ ଭୋ-ଭୋ ହେଇ କାନ୍ଦିଲେ ଗୁଡୁ

ବନ୍ଧୁଗଣ ନମସ୍କାର ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କମେଡିଆନ ଗୁଡୁ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଗୁଡୁ ନିଜର ଦମଦାର କମେଡ଼ି ଜରିଆରେ ଦର୍ଶକ ମାନଙ୍କ ଭରପୁର ମନୋରଞ୍ଜନ କରନ୍ତି । ତାଙ୍କର କମେଡ଼ି ପାଇଁ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ବର୍ତ୍ତମାନ ଗୁଡୁ ଙ୍କୁ ନେଇ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି ତେବେ ଆସନ୍ତୁ ଜାଣିନେବା ସେହି ଖବର ବିଷୟରେ ।

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କମେଡିଆନ ଗୁଡୁ ଙ୍କୁ ଆପଣ ମାନେ ଅନେକ ଫିଲ୍ମ ଓ ସିରିଆଲ ରେ ଦେଖିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ କୁ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ । ସେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ ବା-ନ୍ଧି ରଖିଛନ୍ତି । ତେବେ ଏହି କିଛି ଦିନ ତଳେ କମେଡିଆନ ଗୁଡୁ ନିଜ ବାନ୍ଧବୀ ପ୍ରିୟଙ୍କା ଯିଏ କି କେନ୍ଦ୍ରାପଡା ରାଜନଗର ର ଝିଅ ତାଙ୍କ ଙ୍କ ମଥାରେ ସିନ୍ଦୂର ଏବଂ ଗଳା ରେ ମଙ୍ଗଳସୁତ୍ର ପିନ୍ଧାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ତେବେ ସୂଚନାଯୋଗ୍ୟ ବର୍ତ୍ତମାନ ଏକ ଦୁଃଖଦ ଖବର ଏହା ଶୁଣିବାକୁ ମିଳୁଛି କି କମେଡିଆନ ଗୁଡୁ ଙ୍କ ମାଆ ଗୀତା ସିଂହ ଙ୍କ ମୃତ୍ୟୁ ହୋଇ ଯାଇଛି । ଗୀତା ସିଂହ ହେଉଛନ୍ତି ଜଣେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସଫଳ ଏବଂ ପ୍ରସିଦ୍ଧ ମେକଅପ ଆର୍ଟିଷ୍ଟ । ତେବେ ତାଙ୍କର ଏକ ଟ୍ରେନ ଦୁର୍ଘଟଣା ଯୋଗୁଁ ଅ-କା-ଳ ମୃ-ତ୍ୟୁ ଘ-ଟି-ଛି ଏହି ଖବର ସାରା ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକର ଛାୟା ଖେଳି ଯାଇଛି ।

ଗୀତା ଦେବୀ ହେଉଛନ୍ତି କାଦମ୍ବିନୀ ପ୍ରସିଦ୍ଧ ପୃଷ୍ଠା ର ସ୍ଥାନ ପାଇଥିବା ଶିଳ୍ପୀ ମାନଙ୍କ ମଧ୍ୟରୁ ଜଣେ ଏବଂ ମୁଖ୍ୟ ମେକଅପ ଆର୍ଟିଷ୍ଟ । ତେବେ ତାଙ୍କର ଏଭଳି ଅ-କା-ଳ ମୃ-ତ୍ୟୁ ରେ ଓଲିଉଡ ସହ ତାଙ୍କ କାଦମ୍ବିନୀ ପରିବାର ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ତେବେ ଗୁଡୁ ଗତ ମଦର୍ସ ଡେ ରେ କିଛି ପୋଷ୍ଟ କରିଥିଲେ । ଗୁଡୁ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ନିଜ ମାଙ୍କ ପାଇଁ ଏକ ପୋ-ଷ୍ଟ ଅ-ପ-ଲୋ-ଡ କରିଥିଲେ ।

ସେହି ପୋଷ୍ଟରେ ଗୁଡୁ ଲେଖିଥିଲେ ‘ହାପି ମଦର୍ଶ ଡେ ମାମା, ୟୁ ଆର ମାଇ ଲିଭିଙ୍ଗ ଗଡ୍ । ତୁ ଅଛୁ ବୋଲି ମୁ ଦୁନିଆର ସବୁ ଖୁସି ପାଇଛି । ତୁ ମୋ ପାଇଁ ସବୁବେଳେ ଟେନସନ ହେଉଛୁ । ଆଜି ମଦର୍ଶ ଡେ ରେ ମୁ ତତେ ପ୍ରମିଜ  କରୁଛି ଦିନେ ନା ଦିନେ ମୁ ଟଟେ ଦୁନିଆର ସବୁଠାରୁ ବଡ ଗିଫ୍ଟ ଦେବି । ତୋର ଆଶୀର୍ବାଦ ଓ ଭଲ ପାଇବା ସବୁବେଳେ ମୋ ସହ ଅଛି । ମୁ ତତେ ଯଦି କଷ୍ଟ ଦେଇଥାଏ ତା ହେଲେ ମୋତେ କ୍ଷମା କରିଦବୁ ମମି, ଆଇ ଲଭ ୟୁ ମା’ ।

Leave a Reply

Your email address will not be published. Required fields are marked *