ମାଳିସାହିର ଅକୁହା କଥା ! ଜାଣନ୍ତୁ କେବେ ଓ କିପରି ଆରମ୍ଭ ହୋଇଥିଲା Bhubaneswar ରେ ମାଳିସାହି ? ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଦେଏହକୁ ସଉଦା କରିବା ପାଇଁ ସେ ନୀତି ଅପେକ୍ଷା କରିଥାଏ । ଆଜି ଆମ୍ଭେ ରାଜଧାନୀ ଭୁବନେଶ୍ଵରର ମାଳିସାହୀ କଥା କହିବାକୁ ଯାଉଅଛି । ତେବେ ରାଜଧାନୀ ଭୁବନେଶ୍ଵରରେ ମାଳିସାହୀ କେବେ ଆରମ୍ଭ ହୋଇଥିଲା ? ସେହି ସମୟରେ କେତେଜଣ ଦେଏହଜୀବୀ ରହୁଥିଲେ ? ଆଉ ବର୍ତ୍ତମାନ ସମୟରେ କେତେଜଣ ଦେଏହାଜୀବୀ ସେଠାରେ ନିଜ ପେଟ ପାଇଁ ପଡି ରହିଛନ୍ତି ? 

ତେବେ ଆସନ୍ତୁ ଏହି ସମସ୍ତ ବିବରଣୀ ସମ୍ବନ୍ଧରେ ଜାଣିନେବା । ମାତ୍ର ମାଳିସାହି ବହୁ ଯୁଗରୁ ଆରମ୍ଭ ହୋଇଛି । ସେତେବେଳେ ଚାରିଆଡେ ଗୋଟିଏ ଘର ଥିଲା ଅବଳୀ ବୁଢୀ ଏବଂ ଅର୍ଜୁନା ବୁଢା କହି ସେଠାରେ ୪ ରୁ ୫ ଟି ଲେଡିସ ଥିଲେ । ଏହା ପରଠାରୁ ବଢି ଚାଲିଲା । ଏହାପରେ ଆସ୍ତେ ଆସ୍ତେ ହୋଇ ଗୋଟେ ପରେ ଗୋଟେ ଘର ଜଙ୍ଗଲ ଭିତରକୁ ଆସି ଲେଡିସ ମାନେ ଘର କରି ରହିଲେ ।

ଏହିଭଳି ରହି ଆଜି ପର୍ଯ୍ୟନ୍ତ ଟାଉନ ହୋଇଗଲା । ଦୁଇ ପାର୍ଶ୍ଵରେ ଚାଖୁଣ୍ଡା ଗଛ ଥିଲା । ରାସ୍ତାରେ ସେତେବେଳେ ଶଗଡ ଗାଡି ଯିବା ଆସିବା କରୁଥିଲା । ଦେଏହ ବ୍ୟବସାୟ କରୁଥିବା ମହିଳା କହିଛନ୍ତି ଯେ ଆମ ମା’ ଏହି ବ୍ୟବସାୟ କରିଥିଲେ ଏଣୁ ଆମେ ଏହା କରିଲୁ । ଆମେ ଯେଉଁ ଜଙ୍ଗଲରେ ଥିଲୁ ଆମ ପିଲା ମଧ୍ୟ ବର୍ତ୍ତମାନ ସେହି ଜଙ୍ଗଲରେ ହିଁ ଅଛନ୍ତି । ଆମ୍ଭ ପିଲା ମାନଙ୍କ ପାଇଁ ଶିକ୍ଷା ଅନୁଷ୍ଠାନ ବୋଲି କିଛି ନଥିଲା ଏବଂ ମୂର୍ଖ ହୋଇ ରହିଗଲେ ।

ବର୍ତ୍ତମାନ ଆମେ ତାଙ୍କୁ ବାହାତୋଳା କରିଲୁ । ମାତ୍ର ତାଙ୍କର ପିଲା ମାନଙ୍କ ପାଇଁ ଏହି ଭିତରେ ବର୍ତ୍ତମାନ ଶିକ୍ଷାନୁଷ୍ଠାନ ହୋଇ ଯାଇଅଛି, ତେଣୁ ତାଙ୍କ ପିଲାମାନେ ବର୍ତ୍ତମାନ ପଢାପାଢୀ କରୁଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ସେ ଏହି ଲାଇନ କୁ ଆସିଲେ ସେତେବେଳେର ସମୟ ଏବଂ ବର୍ତ୍ତମାନ ସମୟ ଭିତରେ ବହୁତ କିଛି ବଦଳିଛି । ମାତ୍ର ଅନେକ ଜାଗାରୁ ଝିଅ ମାନେ ଆସି ଏଠାରେ ରହି ନିଜ ପେଟ ପୋଷୀ ଯାଉଛନ୍ତି ।

ଅନେକ ସରକାର ଙ୍କୁ ସେକ-ଅସ ୱାର୍କ କୁ ମାନ୍ୟତା ଦିଆଯାଉ ବୋଲି କହିଛନ୍ତି । କାରଣ ଯଦି ରେପ ଜିନିଷକୁ କମାଇବାର ଅଛି ତେଣୁ ଏହାକୁ ମାନ୍ୟତା ଦିଆଜାଉ ଅଲଗା ଦେଶରେ ଯେମିତି ଦିଆଜାଉଅଛି । ମାତ୍ର କଲିକତା ତଥା ଭୁବନେଶ୍ଵର ରେ ସେକ-ଅସ ୱାର୍କ ଗଳି ଗଳି ରେ ଥାଇ ମଧ୍ୟ ରେପ କମ ହେଉଛି କି ବୋଲି ପ୍ରଶ୍ନ କରିଛନ୍ତି ମାଳିସାହି ର ମହିଳା । ତେବେ ଯଦି ଏହା ଆଦୌ ରହିବ ନାହିଁ ତେବେ ବୋଧ ହୁଏ ସଂପୂର୍ଣ୍ଣ ପୃଥିବୀ ଓଲଟା ହେଲାଭଳି ଲାଗିବ । ମା’ ଝିଅ ମାନେ ରାସ୍ତାରେ ଚାଲି ପାରିବେ ନାହିଁ ।

ଝିଅ ମାନେ ମାଳିସାହି କୁ ଆସିଲେ ସେଠାରେ ରହୁଥିବା ଦେଏହାଜୀବୀ ସେମାନଙ୍କୁ ପଚାରିଥାନ୍ତି ଯେ ତତେ ଆଣିଲା କିଏ ତଥା କେଉଁଠାରୁ ଆସିଲୁ ? ଯଦି ସେ ଝିଅ କହିଲା ଯେ ମୁଁ ଏହି କାମ ଆଗରୁ କରି ଆସୁଛି ତେବେ ସେମାନେ ତାଙ୍କୁ ରଖନ୍ତି । ମାତ୍ର ଯଦି ସେ ଝିଅ କହିଲା ଯେ ନା ମୁଁ ଏ କାମ କେବେ କରିନି, ତେବେ ସେମାନେ ତାଙ୍କୁ ପଇସା ଖର୍ଚ୍ଚ କରି ନିଜ ଘର ଲୋକ ପାଖକୁ ପଠାଇ ଦିଅନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।     

Leave a Reply

Your email address will not be published. Required fields are marked *