Interesting Odia Gk- ଭାରତର କେଉଁ ରାଜ୍ୟରେ କୁକୁର ମାଂସ ଖାଆନ୍ତି ? 99% ଲୋକ ଜାଣନ୍ତି ନାହିଁ

ବନ୍ଧୁଗଣ, ଆଜି ଆମ୍ଭେ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ବିଦ୍ୟାର୍ଥୀ ତଥା ସରକାରୀ ଚାକିରୀ ନିମନ୍ତେ ପ୍ରସ୍ତୁତ ହେଉଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଲାଭକାରୀ ଅଟେ । କିଛି କିଛି ପ୍ରଶ୍ନ ମାନଙ୍କର ଉତ୍ତର ପଚାରିଲା ମାତ୍ରେ ଆସିଥାଏ ମାତ୍ର କିଛି କିଛି ପ୍ରଶ୍ନ ଅଛି ଯାହାର ଉତ୍ତର ଆମ୍ଭକୁ ଜଣାନଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଏମିତି କେଉଁ ଦାନ ଯାହାକୁ ଗରିବ ଓ ଧନୀ ଦୁଇ ଜଣ ହିଁ କରିଥାନ୍ତି ?

ଉତ୍ତର;- କନ୍ୟାଦାନ ।

୨;- ଏମିତି କେଉଁ ଜିନିଷ ଯାହା ଦୁନିଆରେ ଏ ପର୍ଯ୍ୟନ୍ତ ପାଦ ରଖି ନାହିଁ କିନ୍ତୁ ସମସ୍ତଙ୍କୁ ଦେଖା ଯାଇଥାଏ ?

ଉତ୍ତର;- ସୂର୍ଯ୍ୟ ।

୩;- ଦଶ ଟଙ୍କାର ଏମିତି କେଉଁ ଜିନିଷ କିଣିଦେଲେ ଘର ଭର୍ତ୍ତି ହୋଇଯାଏ ?

ଉତ୍ତର;- ମହମବତୀ ।

୪;- ଏମିତି କଣ ଯାହା ଦେଖି ପାରିବା ହେଲେ ଛୁଇଁ ପାରିବା ନାହିଁ ?

ଉତ୍ତର;- ସ୍ଵପ୍ନ ।

୫;- ଏମିତି କଣ ଯାହାକୁ ଆପଣ ଦେଇଦେଲା ପରେ ବି ଆପଣ ପୁଣି ରଖିଥାନ୍ତି ?

ଉତ୍ତର;- ବଚନ ।

୬;- vodafone କେଉଁ ଦେଶର କମ୍ପାନୀ ?

ଉତ୍ତର;- ଇଂଲଣ୍ଡ ।

୭;- କେଉଁ ରୁଷୀୟ ମହାସମୁଦ୍ରକୁ ଚଳୁ କରି ଶୁଖେଇ ଦେଇଥିଲେ ?

ଉତ୍ତର;- ଅଗସ୍ତି ।

୮;- ଅଗସ୍ତି ରୁଷିଙ୍କ ଆଶ୍ରମ କେଉଁଠାରେ ଥିଲା ?

ଉତ୍ତର;- ଗଙ୍ଗାନଦୀ କୂଳରେ ।

୯;- ବୃତାସୁରକୁ କିଏ ବଧ କରିଥିଲେ ?

ଉତ୍ତର;- ଇନ୍ଦ୍ର ।

୧୦;- ପୃଥିବୀର ବୃହତ୍ତମ ମହାଦେଶ କିଏ ?

ଉତ୍ତର;- ଏସିଆ ।

୧୧;- ପୃଥିବୀର କ୍ଷୁଦ୍ରତମ ମହାଦେଶ କିଏ ?

ଉତ୍ତର;- ଅଷ୍ଟ୍ରେଲିଆ ।

୧୨;- ଭାରତ ଓ ଚୀନ ମଧ୍ୟରେ ଥିବା ସୀମାରେଖା ନାମ କଣ ?

ଉତ୍ତର;- ମ୍ୟାକମୋହନ ଲାଇନ ।

୧୩;- ପାକିସ୍ଥାନ ଓ ଆଫଗାନିସ୍ତାନ ମଧ୍ୟରେ ଥିବା ସୀମାରେଖା ନାମ କଣ ?

ଉତ୍ତର;- ଡୁରାଣ୍ଡରେଖା ।

୧୪;- ଗ୍ରହମାନେ ସର୍ବଦା କେଉଁ ଦିଗରୁ କେଉଁ ଦିଗକୁ ଘୂରନ୍ତି ?

ଉତ୍ତର;- ପଶ୍ଚିମରୁ ପୂର୍ବ ।

୧୫;- ପୃଥିବୀର ଋତୁ ପରିବର୍ତ୍ତନ ପାଇଁ କିଏ ଦାଇ ?

ଉତ୍ତର;- ସୂର୍ଯ୍ୟ ।

୧୬;- କେଉଁ ଗ୍ରହ ଓଲଟା ଅର୍ଥାତ ପୂର୍ବରୁ ପଶ୍ଚିମ ଘୁରେ ?

ଉତ୍ତର;- ୟୂରାନ୍ସ ।

୧୭;- ଭାରତର କେଉଁ ରାଜ୍ୟରେ କୁକୁର ମାଂସ ଖାଆନ୍ତି ?

ଉତ୍ତର;- ନାଗାଲାଣ୍ଡ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *