ମାତ୍ର ୩ ଦିନ ପର୍ଯ୍ୟନ୍ତ ଏଥିରୁ କେବଳ 1 ଚାମଚ ଖାଆନ୍ତୁ, 100 ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ ଅଭାବ, ଆଖି କମଜୋରି, ବୁଢାପା, ଆଣ୍ଠୁ ଗଣ୍ଠି ବିନ୍ଧା କିଛି ବି ପାଖ ମାଡିବନି- Health Tips

ବନ୍ଧୁଗଣ ବର୍ତ୍ତମାନଆରଡ଼ି ଦୁନିଆରେ ପ୍ରାୟ ଅଧିକାଂଶ ମଣିଷଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା, ଚକ୍ଷୁ ଦୁର୍ବଳତା, ଅନିନ୍ଦ୍ରା, କ୍ଳାନ୍ତପଣ ଓ ବୁଢାପା ଆଦି ସମସ୍ତ ସମସ୍ଯା ଦେଖା ଯାଉଛି । ବନ୍ଧୁଗଣ ଏହି ସମସ୍ଯା ବର୍ତ୍ତମାନ ସାଧାରଣ ହୋଇଯାଇଛି । କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ନିଜର ଏହି ସମସ୍ତ ରୋଗକୁ ଦୂର କରିପାରିବେ ଓ ଆଜୀବନ ସୁସ୍ଥ ଅନୁଭବ କରିପାରିବେ । ବନ୍ଧୁଗଣ ଏହାର ପ୍ରୟୋଗ କରି ଆପଣ ନିଜ ଶରୀରର ରୋଗ ପ୍ରତିଷେଧକ କ୍ଷମତାକୁ ବଢାଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ଓ ତାର ଲାଭକାରୀ ଗୁଣ ବିଷୟରେ ।

ବନ୍ଧୁଗଣ ଆମର ଏହି ଉପଚାର ପାଇଁ ଆମକୁ ସର୍ବ ପ୍ରଥମେ ଦରକାର ପୋସ୍ତ । ବନ୍ଧୁଗଣ ଆପଣ ମାନେ ସାମସ୍ତେ ଏହି ପୋସ୍ତର ଲାଭକାରୀ ଗୁଣ ବିଷୟରେ ଜାଣିଥିବେ । ପୋସ୍ତରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ଫାଇବାର, ଫ୍ୟାଟ, କ୍ୟାଲସିୟମ, ଆଇରନ ଓ ଫସଫରସ ଆଦି ତତ୍ଵ ରହିଥାଏ, ଯାହା ଆମ ଶରୀରର କେତେକ ମାରାତ୍ମକ ରୋଗକୁ ଦୂର କରିବାରେ ଲାଭଦାୟକ ହୋଇଥାଏ ।

ବନ୍ଧୁଗଣ ଆମର ଏହି ଉପଚାର ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଏକ ଚାମଚ ଘିଅ ଓ ଏକ ଚାମଚ ପୋସ୍ତ ନେଇ ତାହାକୁ ଗରମ କରନ୍ତୁ । ବନ୍ଧୁଗଣ ଗରମ ହେବା ପରେ ଆପଣ ମାନେ ଏଥିରେ ଏକ ଗ୍ଳାସ କ୍ଷୀର ମିଶାଇ ଦିଅନ୍ତୁ । କ୍ଷୀର ମିଶାଇବା ପରେ ଆପଣ ୫ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟିବାକୁ ଛାଡି ଦିଅନ୍ତୁ । ବନ୍ଧୁଗଣ ଏହାପରେ ଆମ ଉପଚାର ପ୍ରସ୍ତୁତ ହୋଇଯିବ । ବନ୍ଧୁଗଣ ଆପଣ ମାନେ ପ୍ରତ୍ୟକ ଦିନ ସଖାଳ ସମୟରେ ଏହି ମିଶ୍ରଣର ସେବନ କରିପାରିବେ, ବର୍ତ୍ତମାନ ଆସନ୍ତୁ ଜାଣିବା ଏହାର ଲାଭକାରୀ ଗୁଣ ବିଷୟରେ ।


ଅନିନ୍ଦ୍ରା ଓ କ୍ଳାନ୍ତପଣ- ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଅନିନ୍ଦ୍ରା ଓ କ୍ଳାନ୍ତପଣ ଆଦି ସମସ୍ଯା ରହିଛି ତା ହେଲେ ଆପଣ ପ୍ରତ୍ୟକ ଦିନ ସଖାଳ ସମୟରେ ଏହି ମିଶ୍ରଣର ସେବନ କରନ୍ତୁ କେବଳ ୩ ଦିନରେ ଅପାନଙ୍କର ଏହି ସମସ୍ଯା ଦୂର ହୋଇଯିବ ।


ବୁଢାପା, ଦୁର୍ବଳତା ଓ ଆଣ୍ଠୁ ଗଣ୍ଠି ବ୍ୟଥା- ବନ୍ଧୁଗଣ ଯଦି ଆପଣ ମାନଙ୍କୁ ବୁଢାପା, ଦୁର୍ବଳତା ଓ ଆଣ୍ଠୁ ଗଣ୍ଠି ବ୍ୟଥା ଆଦି ସମସ୍ଯା ହେଉଛି ତା ହେଲେ ଆପଣ ପ୍ରତ୍ୟକ ଦିନ ସଖାଳ ସମୟରେ ଏହି ମିଶ୍ରଣର ସେବନ ନିଶ୍ଚୟ କରନ୍ତୁ, ଆପଣଙ୍କୁ ନିଶ୍ଚୟ ଏହାର ଭଲ ରେସଲ୍ଟ ମିଳିବ ।


ଚକ୍ଷୁ ଦୁର୍ବଳତା- ବନ୍ଧୁଗଣ ବର୍ତ୍ତମାନ ସମୟରେ ଚକ୍ଷୁ ଦୁର୍ବଳତା ଏକ ସାଧାରଣ ସମସ୍ଯା ହୋଇଯାଇଛି । ତେଣୁ ଆପଣ ମାନଙ୍କୁ ପ୍ରତ୍ୟକ ଦିନ ସଖାଳ ସମୟରେ ଏହି ମିଶ୍ରଣର ସେବନ କରିବା ନିହାତି ଆବଶ୍ୟକ । ଏହା ଆପଣଙ୍କ ଚକ୍ଷୁ ଜନିତ ସମସ୍ଯାକୁ ଦୂର କରିବା ସହିତ ଆପଣଙ୍କ ଚକ୍ଷୁକୁ ସୁସ୍ଥ ରଖିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *