ସୁନ୍ଦରତାରେ Divya Bharti ଙ୍କୁ ବି ପଛରେ ପକାଇ ଦିଅନ୍ତି ତାଙ୍କ ଭଉଣୀ କାୟନାତ, କରି ସାରିଛନ୍ତି ଏହି ସବୁ ଫିଲ୍ମରେ କାମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଜାଣିଥିବେ । ସାଧାରଣତଃ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କୁ ନିଶ୍ଚୟ ଦେଖିଥିବେ । ଗୋଟେ ସମୟରେ ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟ ପାଇଁ ସେ ବହୁତ ଚର୍ଚାରେ ରହୁଥିଲେ ।

ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ଭଉଣୀ କାୟନାତଙ୍କୁ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବିଦ୍ୟା ଭାରତୀଙ୍କ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା କାୟନାତଙ୍କ ବିଷୟରେ ।


ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ଦିବ୍ୟା ଭାରତୀ ୯୦ ଦଶକରେ ବହୁତ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ସେ ଆଜି ଆମ ମାନଙ୍କ ସହିତ ନାହାନ୍ତି । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବାର ୧ ବର୍ଷ ପରେ ତାଙ୍କର ପର -ଲୋକହୋଇଥିଲା । ଯାହାର ସଠିକ ଖୁଲାସା ମଧ୍ୟ ହୋଇପାରି ନଥିଲା ।

୧୯୯୩ ମସିହାରେ ଏକ ୮ ମହଲା ବିଲଡିଙ୍ଗ ଉପରୁ ପଡି ତାଙ୍କର ଜୀବନ ଚାଲି ଯାଇଥିଲା । କିନ୍ତୁ ଏହାର ରହସ୍ୟ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ଭଉଣୀଙ୍କ ବିଷୟରେ ଜାଣିଛନ୍ତି ।

ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଦିବ୍ୟାଙ୍କ ଭଉଣୀ କାୟନାତ ବହୁତ ଚର୍ଚାରେ ରହୁଛନ୍ତି । ସୁନ୍ଦରତା ମାମଲାରେ କାୟନାତ ଦିବ୍ୟାଙ୍କୁ ମାତ ଦେଇଦେବେ । କାୟନାତ ବହୁତ ସୁନ୍ଦର ଓ ହଟ୍ ନଜର ଆସନ୍ତି । ସେ ନିଜ ଲାଇଫରେ ବହୁତ ଷ୍ଟାଇଲିସ ମଧ୍ୟ ଅଟନ୍ତି । ବନ୍ଧୁଗଣ ଅଭିନେତ୍ରୀ କାୟନାତ ଅରୋଡା ୨୦୧୩ରେ ଆସିଥିବା ଫିଲ୍ମ ‘ଗ୍ରାଣ୍ଡ ମସ୍ତି’ରେ ନିଜ ବଲିଉଡ କାରିୟରର ଆରମ୍ଭ କରିଥିଲେ ।

ବନ୍ଧୁଗଣ ଏହି ଫିଲ୍ମରେ ସେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ । ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟକୁ ବହୁତ ଅଧିକ ପସନ୍ଦ କରିଥିଲେ । ଏହି କିଛି ଦିନ ହେବ କାୟନାତଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ହହାଇରାଲ ହେଉଛି । କାୟନାତ ଅରୋଡା ବହୁତ ପଞ୍ଜାବୀ ଫିଲ୍ମରେ କାମ କରିଛନ୍ତି ଓ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । କାୟନାତ ନିଜ ଫ୍ୟାନ୍ସ ମାନଙ୍କୁ ବହୁତ ଷ୍ଟାଇଲିସ ଫଟୋ ଗୁଡିକୁ ସେୟାର କରନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *