କେବଳ 7 ଦିନରେ ହିଁ ଅର୍ଶ (Piles) ରୁ ରକ୍ତ ପଡିବା, ଅର୍ଶବଳି, ଜ୍ଵଳନ ହେଇଯିବ ଗାୟବ, କରନ୍ତୁ ଏହି ଉପାୟ- Baba Ramdev Health Tips

ବନ୍ଧୁଗଣ ଆଜିକାଲି ଅର୍ଶ ଭଳି ସମସ୍ଯା ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଆଜି ମୁଁ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଆଉ ଚମତ୍କାରୀ ଉପଚାର ନେଇ ଆସିଛି ଯାହା ବହୁ ପରୀକ୍ଷିତ ଅଟେ ଏବଂ ଏହାର ପ୍ରୟୋଗ ଦ୍ଵାରା ଅର୍ଶରୁ ରକ୍ତ ପଡିବା ବନ୍ଦ ହୋଇଯାଏ ତଥା ବାହାରକୁ ବାହାରିଥିବା ଅସହନୀୟ ପୀଡା ଯୁକ୍ତ ଅର୍ଶାବଳି ବି ଭିତରକୁ ଚାଲିଯାଏ । ଯଦି ଆପଣ ବି ଅର୍ଶ ଭଳି ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ଆପଣ ଏହାକୁ ଥରେ ନିଶ୍ଚିତ ଭାବରେ ପଢନ୍ତୁ । ଆପଣଙ୍କୁ ଏହା 100 % ରେଜଲ୍ଟ ଦେବ । ତେବେ ସମୟ ନଷ୍ଟ ନ କରି ଆସନ୍ତୁ ଜାଣିବା ।

ବନ୍ଧୁଗଣ ଏହି ଉପଚାର କୁ ବନେଇବା ପାଇଁ ଆପଣଙ୍କୁ କେବଳ ଗୋଟିଏ ଜିନିଷର ଆବଶ୍ୟକତା ପଡିବ ଯାହା ଆପଣଙ୍କ ରୋଷେଇ ଘରେ ସହଜରେ ମିଳିଯିବ । ଏହାକୁ ବନେଇବା ପାଇଁ ଆପଣଙ୍କୁ ଜୀରା ଆବଶ୍ୟକ ପଡିବ । ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ 3 ଚାମଚ ଜିରାର ଆବଶ୍ୟକତା ପଡିବ ।

ଆପଣ 3 ଚାମଚ ଜିରାରେ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡର କିମ୍ବା ଶିଳ ରେ ଭଲ ଭାବେ ବାଣ୍ଟି ଦିଅନ୍ତୁ । ଏହାକୁ ବହୁତ କମ ପାଣିରେ ବାଟି ଫଟୋରେ ଦେଖାଯାଉଥିବା ଭଳି ଏକ ଗୁଳା କରିବାକୁ ପଡିବ । ବନ୍ଧୁଗଣ ଏହା ପରେ ଆପଣଙ୍କୁ ସଂପୂର୍ଣ୍ଣ ଜୀରା ବଟାକୁ ନେଇ ଯେଉଁ ଜାଗାରେ ଅର୍ଶ ବାହାରିଛି ସେହି ଜାଗାରେ ରଖିବାକୁ ପଡିବ । ଏବେ ଆପଣ ମଳଦ୍ବାରର ସେହି ଜାଗାକୁ ଏକ ତୁଳା ସାହାର୍ଯ୍ୟ ରେ ଘୋଡାଇ ଦିଅନ୍ତୁ ।

ଏବେ ଆପଣ କୌଣସି ଟେପ ସାହାର୍ଯ୍ୟରେ ମଳଦ୍ବାରରେ ଏହାକୁ ଲଗାଇ ରଖନ୍ତୁ । ଯେଉଁପରି ଭାବେ ଫଟୋରେ ଦେଖା ଯାଇଛି । ଆପଣ ଏହାକୁ ରାତିରେ ଶୋଇବା ସମୟରେ କରିବେ । ସକାଳୁ ଉଠିବା ପରେ ଆପଣ ଏହାକୁ କାଢି ଦିଅନ୍ତୁ । ଏମିତି କେବଳ 7 ଦିନ ଆପଣ ଏହାକୁ ଟ୍ରାଏ କରନ୍ତୁ ।

ଆପଣଙ୍କୁ ଫରକ ଦେଖିବାକୁ ମିଳିଯିବ । ତେବେ ବନ୍ଧୁଗଣ ଯଦି ଆପଣ ରାତିରେ ଶୋଇବା ସମୟରେ ଏହି ଉପାୟକୁ କରନ୍ତି ତେବେ ଆପଣଙ୍କର ଅର୍ଶ ରୁ ରକ୍ତ ପଡିବା ବନ୍ଦ ହୋଇଯାଏ ତଥା ବାହାରକୁ ବାହାରିଥିବା ଅସହନୀୟ ପୀଡା ଯୁକ୍ତ ଅର୍ଶବଳି ଭିତରକୁ ଚାଲିଯାଏ ।

ଯାହା ଦ୍ଵାରା ଆପଣଙ୍କୁ କଷ୍ଟ ଓ ଜ୍ଵଳନରୁ ମୁକ୍ତି ମିଳିଥାଏ । ବନ୍ଧୁଗଣ ଆପଣ ଏହାକୁ ଟ୍ରାଏ କରି ଦେଖନ୍ତୁ । ଏହା ବହୁ ପରୀକ୍ଷିତ ଉପଚାର ଅଟେ ଓ ସଂପୂର୍ଣ୍ଣ ଘରୋଇ ଉପଚାର ଅଟେ । ଏହା ଦ୍ଵାରା ଆପଣଙ୍କୁ 100 % ରେଜଲ୍ଟ ମିଳିବ ଓ ଆପଣଙ୍କୁ piles ବା ଅର୍ଶ ଭଳି ଯନ୍ତ୍ରଣା ରୁ ମୁକ୍ତି ମିଳିଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *