ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି ଗୋଟିଏ କାମ ଧନର ଅଭାବ ରହିବ ନାହିଁ, ଚମକିବ ଭାଗ୍ୟ- Ajira Anuchinta

ନମସ୍କାର ବନ୍ଧୁଗଣ, ଆଜି ମୁଁ ଆପଣଙ୍କୁ କହିବି ବି ସକାଳୁ ଉଠିବା ମାତ୍ରେ ଏମିତି କଣ କରିବେ କି ଯାହା ଦ୍ଵାରା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ । ଆପଣଙ୍କୁ ଏମିତି କଣ କରିବାକୁ ପଡିବ କି ଯାହାକି ଚମତ୍କାର ହେଲା ଭଳି ଆପଣଙ୍କର ସବୁ ସମସ୍ଯା ଦୂର ହୋଇଯିବ । ଯାହା ଫଳରେ ଆପଣଙ୍କୁ ଭବିଷ୍ୟତରେ ଆଉ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

୧. ବନ୍ଧୁଗଣ ଯେତେବେଳେ ଆପଣ ସକାଳ ସମୟରେ ଉଠୁଛନ୍ତି ତେବେ ସର୍ବ ପ୍ରଥମେ ଆପଣ ନିଜର ହାତର ପାପୁଲିକୁ ଦର୍ଶନ କରନ୍ତୁ ଓ ତା ପରେ ସେହି ପାପୁଲିକୁ ମୁହଁରେ ସ୍ପର୍ଶ କରାନ୍ତୁ । ଯେହେତୁ ଆମ ହାତର ପାପୁଲିରେ ସରସ୍ଵତୀ, ବିଷ୍ଣୁ ଓ ଲକ୍ଷ୍ମୀ ଙ୍କର ବାସ ହୋଇଥାଏ ସେଥିପାଇଁ ଯଦି ଆପଣ ସକାଳୁ ପ୍ରଥମେ ନିଜର ହାତର ପାପୁଲିକୁ ଦେଖିଥାନ୍ତି ତେବେ ଆପଣ ବ୍ରହ୍ମା ବିଷ୍ଣୁ ଓ ମା ଲକ୍ଷ୍ମୀ ଙ୍କର ଦର୍ଶନ କରିଥାନ୍ତି ।

ଏହା ଦ୍ଵାରା ଆପଣଙ୍କର ଧନ ପ୍ରାପ୍ତି ର ସମ୍ଭାବନା ବି ବଢି ଯାଇଥାଏ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ କୌଣସି କଠିନ ପରିସ୍ଥିତି ଆସି ନଥାଏ । ଆପଣଙ୍କର ଦିନଚର୍ଯ୍ଯା ବି ବହୁତ ଭଲ ଓ ଶୁଭ ରହିଥାଏ ।

୨. ସକାଳୁ ଉଠି ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ନିଶ୍ଚିତ ଭାବରେ ଦିଅନ୍ତୁ । କାରଣ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ବଳବାନ ହୋଇଥାନ୍ତି । ତା ସହିତ ଯେଉଁ ଲୋକମାନେ ସରକାରୀ ଚାକିରି ପାଇବାର ଇଚ୍ଛା ରଖିଥାନ୍ତି ସେମାନେ ସକାଳୁ ସକାଳୁ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ନିଶ୍ଚିତ ଭାବରେ ଦିଅନ୍ତୁ । ଓ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ କି ଯେଉଁ ଜଳ ଆପଣ ସୂର୍ଯ୍ୟ ଙ୍କୁ ଅର୍ପଣ କରୁଛନ୍ତି ତାହା ତମ୍ବାର ପାତ୍ରରେ ଅର୍ପଣ କରନ୍ତୁ ଓ ସେଥିରେ କିଛି ଚାଉଳ ମଧ୍ୟ ଅର୍ପଣ କରନ୍ତୁ ।

ଏହା ଦ୍ଵାରା ଆପଣଙ୍କର କୁଣ୍ଡଳୀରେ ସୂର୍ଯ୍ୟ ବଳବାନ ହୋଇଥାନ୍ତି ଓ ଆପଣଙ୍କ ଉପରେ ପ୍ରସନ୍ନ ମଧ୍ୟ ରହିଥାନ୍ତି । ସରକାରୀ ଚାକିରି କ୍ଷେତ୍ରରେ ସୂର୍ଯ୍ୟ ଯେହେତୁ କାରକ ହୋଇଥାନ୍ତି ଏଥିପାଇଁ ଆପଣ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ଦ୍ଵାରା ସରକାରୀ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅଧିକ ସୁଯୋଗ ମିଳିଥାଏ ।

୩. ସକାଳୁ ଉଠିବା ମାତ୍ରେ ଘରେ ଝାଡୁ ନିଶ୍ଚିତ ଭାବରେ ଲଗାଇବା ଉଚିତ । ଯେଉଁ ଘରେ ସକାଳେ ଝାଡୁ ଲାଗି ନଥାଏ ଏବଂ ସନ୍ଧ୍ୟା ସମୟରେ ଲାଗିଥାଏ ସେହି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ । ମା ଲକ୍ଷ୍ମୀ ସେହି ଘରେ କେବେ ବି ରୁହନ୍ତି ନାହିଁ ଯେଉଁ ଘରେ ସନ୍ଧ୍ୟା ସମୟରେ ଝାଡୁ ଲଗା ଯାଇଥାଏ । ତେବେ ଚେଷ୍ଟା କରନ୍ତୁ କି ସକାଳୁ ସକାଳୁ ଘରେ ଝାଡୁ ନିଶ୍ଚିତ ଭାବରେ ଲଗାନ୍ତୁ ।

୪. ପୂଜା ଆରମ୍ଭ କରିବା ପୂର୍ବରୁ ନିଶ୍ଚିତ ଭାବରେ ଶଙ୍ଖ ବଜାନ୍ତୁ । ଏପରି କରିବା ଦ୍ଵାରା ଘରେ ଯାହା ବି ନକରାତ୍ମକ ଊର୍ଜା ଥାଏ ତାହା ନଷ୍ଟ ହୋଇ ଯାଇଥାଏ । ଶଙ୍ଖ ବଜାଇବା ଦ୍ଵାରା ଆମକୁ ସ୍ଵାସ୍ଥ୍ୟରେ ମଧ୍ୟ ଲାଭ ମିଳିଥାଏ । ଯେପରି ଆମକୁ ଆସ୍ଥମା ପରି ରୋଗ ହୋଇ ନଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *