କେବଳ ସଚ୍ଚା ହନୁମାନ ଭକ୍ତ ହିଁ ଦେଖନ୍ତୁ, 24 ଘଣ୍ଟାରେ ହିଁ ଦୂର ହେଇଯିବ ଆପଣଙ୍କର ସବୁ ସମସ୍ଯା, ନିଜେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମଙ୍ଗଳବାର ଦିନ କୁ ଭଗବାନ ହନୁମାନ ଙ୍କ ଦିନ ହୋଇଥାଏ । ଏହି ଦିନ ବଜରଙ୍ଗୀବଲୀ ଙ୍କୁ ପୂର୍ଣ୍ଣ ରୂପରେ ସମର୍ପଣ ଥାଏ । ମଙ୍ଗଳବାର ଏବଂ ଶନିବାର ଏହି ଦୁଇଟି ଦିନ ଭଗବାନ ହନୁମାନ ଙ୍କ ଆରାଧନା କରିବା ନିମନ୍ତେ ଶ୍ରେଷ୍ଠ ଦିନ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଶାସ୍ତ୍ର ରେ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି ଯେଉଁ କାର୍ଯ୍ୟ ଗୁଡ଼ିକୁ ମଙ୍ଗଳବାର ଦିନ କରିବା ଆଦୌ ଉଚିତ ନୁହେଁ ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେହି କାର୍ଯ୍ୟ ଗୁଡ଼ିକ ସମ୍ବନ୍ଧରେ କହିବୁ ଯାହା ମଙ୍ଗଳବାର ଦିନ କରିବା ଦ୍ୱାରା ବଜରଙ୍ଗବଲୀ ରୁଷ୍ଟ ହୋଇଥାନ୍ତି । ଏହି କାର୍ଯ୍ୟ ଭୁଲ ରେ ମଧ୍ୟ ମଙ୍ଗଳବାର ଦିନ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ।

୧. ବନ୍ଧୁଗଣ ପ୍ରଥମତଃ, କେବେବି ମଙ୍ଗଳବାର ଦିନ ସମ୍ବନ୍ଧ ସ୍ଥାପନ କରନ୍ତୁ ନାହିଁ । ଏହି ଦିନରେ ସମ୍ୱନ୍ଧ ସ୍ଥାପନ କରିବା ଦ୍ଵାରା ଭଗବାନ ହନୁମାନ ଙ୍କ କ୍ରୁର ଦୃଷ୍ଟି ପଡ଼ିଥାଏ । ଯଦି ଆପଣ ବଜରଙ୍ଗୀବଲୀ ଙ୍କ କ୍ରୁର ଦୃଷ୍ଟି ରୁ ବଂଚିବା କୁ ଚାହାନ୍ତି ତେବେ କେବେବି ଭୁଲ ରେ ମଧ୍ୟ ମଙ୍ଗଳବାର ଦିନ ସମ୍ବନ୍ଧ ସ୍ଥାପନ କରନ୍ତୁ ନାହିଁ । ଏହି ଦିନ ସମ୍ବନ୍ଧ ସ୍ଥାପନ କରିବା ଦ୍ୱାରା ସନ୍ତାନ କିନ୍ନର ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ।

୨. ବନ୍ଧୁଗଣ ଦ୍ବିତୀୟତଃ, ମଙ୍ଗଳବାର ଦିନ କେବେବି କ୍ଷୀର ରୁ ତିଆରି ମିଠା କିଣନ୍ତୁ ନାହିଁ । କ୍ଷୀର ଚନ୍ଦ୍ରମା ଗ୍ରହର କାରକ ଅଟେ । ଚନ୍ଦ୍ରମା ଏବଂ ମଙ୍ଗଳ ପରସ୍ପର ବିରୋଧୀ ଗ୍ରହ ଅଟନ୍ତି । ତେଣୁ ଭୁଲ ରେ ମଧ୍ୟ ମଙ୍ଗଳବାର ଦିନ କ୍ଷୀର ରୁ ତିଆରି ମିଠା ତଥା ସାମଗ୍ରୀ କିଣନ୍ତୁ ନାହିଁ ଏବଂ ବ୍ୟବହାର କରନ୍ତୁ ନାହିଁ ।

୩. ବନ୍ଧୁଗଣ ତୃତୀୟତଃ, ମଙ୍ଗଳବାର ଦିନ କେବେବି ଲୁହା ନିର୍ମିତ ବସ୍ତୁ କିଣନ୍ତୁ ନାହିଁ । ଶନିବାର ଦିନ ଭଳି ମଙ୍ଗଳବାର ଦିନ ମଧ୍ୟ ଲୁହା ନିର୍ମିତ ବସ୍ତୁ କିଣିବା ଦ୍ବାରା ଅଶୁଭ ହୋଇଥାଏ । ଏହା ସହିତ ଷ୍ଟିଲ ଏବଂ ଧାରୁଆ ବସ୍ତୁ ମଧ୍ୟ ମଙ୍ଗଳବାର ଦିନ ଆଦୌ କିଣନ୍ତୁ ନାହିଁ । କୌଣସି ବ୍ୟକ୍ତି ଙ୍କୁ ମଙ୍ଗଳବାର ଦିନ ନଖ ଓ ଚୁଟି କାଟିବା ମଧ୍ୟ ଉଚିତ ନୁହେଁ । ନଚେତ ଭଗବାନ ବଜରଙ୍ଗବଲୀ କ୍ରୋଧିତ ହୋଇଥାନ୍ତି ।

୪. ବନ୍ଧୁଗଣ ଚତୁର୍ଥତଃ, କେବେବି ମଙ୍ଗଳବାର ଦିନ ଶୃଙ୍ଗାର ସାମଗ୍ରୀ କିଣିବା ଉଚିତ ନୁହେଁ । କାରଣ ସୌନ୍ଦର୍ଯ୍ୟ ପ୍ରସାଧନ କିଣିବା ନିମନ୍ତେ ସୋମବାର ଏବଂ ଶୁକ୍ରବାର ଦିନ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହା ସହିତ ମଙ୍ଗଳବାର ଦିନ କଳା ରଙ୍ଗର ପୋଷାକ ପିନ୍ଧିବା ଆଦୋୖ ଉଚିତ ନୁହେଁ । ଏହି ଦିନ ଲାଲ ରଙ୍ଗ ର ପୋଷାକ ପିନ୍ଧିବା ଦ୍ଵାରା ମଙ୍ଗଳ ଦୋଷ ର ପ୍ରଭାବ କମ ପଡ଼ିଥାଏ ।

୫. ବନ୍ଧୁଗଣ ପଞ୍ଚମତଃ, ମଙ୍ଗଳବାର ଦିନ ମାଛ,ମାଂସ ଏବଂ ମ-ଦ ରୁ ଦୁରେଇ ରୁହନ୍ତୁ । ଏହି ଦିନ ଯେଉଁ ବ୍ୟକ୍ତି ମାଂସ ଓ ମ-ଦି-ରା ର ସେବନ କରିଥାଏ ବଜରଙ୍ଗବଲୀ ସେହି ବ୍ୟକ୍ତି ଉପରେ କ୍ରୋଧିତ ହୋଇଥାନ୍ତି ଏବଂ ତା’କୁ ବର୍ବାଦ କରି ଦେଇଥାନ୍ତି । ତେଣୁ ଭୁଲ ରେ ମଧ୍ୟ ମଙ୍ଗଳବାର ଦିନ ମାଛ, ମାଂସ ଏବଂ ମ-ଦ ର ସେବନ କରନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *