କେବଳ ଦିନକୁ 2 ଥର ପିଅନ୍ତୁ, ୯୦ ବର୍ଷ ପର୍ଯ୍ୟନ୍ତ ଆଣ୍ଠୁ ଗଣ୍ଠି ବିନ୍ଧା, ଦୁର୍ବଳତା, କ୍ଳାନ୍ତପଣ, ରକ୍ତ ଅଭାବ ଓ ମୋଟାପା ଆଦି ହେବାକୁ ଦେବ ନାହିଁ – Baba Ramdev Health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ ମଣିଷ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ ବହୁତ କଷ୍ଟ କରୁଛି । ଯାହା ଫଳରେ ସେ ନିଜର ଧ୍ୟାନ ରଖି ପାରୁନାହିଁ । ଭୁଲ ଜୀବନଶୈଳୀ ଓ ଭେଜାଲ ଖାଦ୍ୟ ପେୟ ହେତୁ ବହୁତ କମ ବର୍ଷ ବୟସରେ ମଣିଷର ଅଣ୍ଟା ବିନ୍ଧା, ଆଣ୍ଠୁ ଗଣ୍ଠି ବ୍ୟଥା, ଦୁର୍ବଳତା, କ୍ଳାନ୍ତପଣ, ରକ୍ତ ଅଭାବ ଓ ମୋଟାପା ଆଦି ସମସ୍ଯା ଦେଖାଯାଉଛି । ଏହି ସବୁ ସମସ୍ଯା ପାଇଁ ମଣିଷ ବହୁତ ଚିନ୍ତାରେ ରହୁଛି ।

ବନ୍ଧୁଗଣ ଯଦି ଆପଣଙ୍କର ମଧ୍ୟ ଏଥି ମଧ୍ୟରୁ କୌଣସି ସମସ୍ଯା ରହିଛି ତାହାଲେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ । ଯାହାକୁ ଆପଣ ବ୍ୟବହାର କରିଲେ ଏହି ସମସ୍ତ ସମସ୍ଯାରୁ ବହୁତ ଶୀଘ୍ର ମୁକ୍ତି ପାଇବେ ଓ ଆଜୀବନ ଆପଣନ ସୁସ୍ଥ ରହିବେ । ତେବେ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ ।

ଆମର ଉପାୟ ପାଇଁ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଓ ଏଥିରେ ଏକ ଗ୍ଳାସ ଗରମ କ୍ଷୀର ରଖିଦିଅନ୍ତୁ । ଏହା ପରେ ଆପଣ ଏକ ଚାମଚ ପାନ ମାଧୁରୀ ଏହି କ୍ଷୀରରେ ମିଶାଇ ଦିଅନ୍ତୁ । ପାନ ମାଧୁରୀ ଆମ ପେଟ ଜନିତ ସମସ୍ଯାକୁ ଦୂର କରିବା ପାଇଁ ବହୁତ ସହାୟତା କରିଥାଏ । ଏହାପରେ ଆପଣ ଏକ ଇଞ୍ଚର ଅଦା ଖଣ୍ଡ ନିଅନ୍ତୁ ଓ ଏହାକୁ ଭଲ ଭାବରେ ପେଶୀ ଆମ ମିଶ୍ରଣରେ ମିଶାଇ ଦିଅନ୍ତୁ ।

ଏହା ପରେ ଆପଣ ଏହି ମିଶ୍ରଣକୁ ଗ୍ଯାସରେ ରଖି ଗରମ କରନ୍ତୁ । କମ ସେ କମ ୨ ମିନିଟ ପର୍ଯ୍ୟନ୍ତ ଏହି ମିଶ୍ରଣକୁ ଗରମ କରନ୍ତୁ । କ୍ଷୀର ଅଳ୍ପ ମାତ୍ରାରେ ଗରମ ହୋଇ ଫୁଟିବା ପରେ ଆପଣ ଗ୍ଯାସକୁ ବନ୍ଦ କରିଦିଅନ୍ତୁ । ଏହା ପରେ ଆପଣ ମିଶ୍ରଣକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ବନ୍ଧୁଗଣ ଏହି ମିଶ୍ରଣକୁ ଛୁଆ ମାନେ, ଲୋକମାନେ, ମହିଳା ମାନେ ଓ ବୃଦ୍ଧ ମଣିଷ ମାନେ ସେବନ କରିପାରିବେ ।

ଆପଣ ଏହି ମିଶ୍ରଣକୁ ଏକ ସପ୍ତାହରେ ଦୁଇ ଥର ସେବନ କରନ୍ତୁ । ଏହି ମିଶ୍ରଣକୁ ଆପଣ ରାତିରେ ଶୋଇବା ପୂର୍ବରୁ ବା ସକାଳେ ଉଠିବା ପରେ ପିଇ ପାରିବେ । ଆପଣ ଏହି ମିଶ୍ରଣକୁ କେବଳ ଦୁଇ ଥର ସେବନ କରି ଦେଖନ୍ତୁ, ଦେଖିବେ ଆପଣଙ୍କ ଅଣ୍ଟା ବିନ୍ଧା, ଆଣ୍ଠୁ ଗଣ୍ଠି ବ୍ୟଥା, ଦୁର୍ବଳତା, କ୍ଳାନ୍ତପଣ, ରକ୍ତ ଅଭାବ ଓ ମୋଟାପା ଆଦି ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ ।

ପୂର୍ବ ଅପେକ୍ଷା ଆପଣ ବହୁତ ସୁସ୍ଥ ଅନୁଭବ କରିବେ । ଏହି ମିଶ୍ରଣର ସେବନରେ ଆପଣ ଏହି ସବୁ ରୋଗକୁ ଦୂର କରିବା ସହ ଆପଣ ଆଜୀବନ ନିରୋଗ ରହିବେ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ଉପାୟକୁ ନିଶ୍ଚୟ ବ୍ୟବହାର କରି ନିଜ ସମ୍ପର୍କୀୟ ମାନଙ୍କୁ ଏହାର ସୂଚନା ଦିଅନ୍ତୁ ।

ଏହି ଟିପ୍ସଟି ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *