କଥା କଥାରେ କାନ୍ଦୁଥିବା ଝିଅମାନେ ହେଇଥାନ୍ତି ବହୁତ ଖାସ,ଏମାନଙ୍କ ପାଖରେ ଥାଏ ଏହି ସବୁ ଖାସ ଗୁଣ, କଣ ଆପଣଙ୍କ ପାର୍ଟନର ନାହାନ୍ତି ତ ଏଥିରେ

ରିଲେଶନଶିପରେ ବହୁତ ସାରା ଝିଅ ଥାଆନ୍ତି ଯିଏ ଛୋଟ ଛୋଟ କଥାକୁ ମନକୁ ନେଇଥାନ୍ତି ଓ କାନ୍ଦିବାକୁ ଲାଗି ଥାଆନ୍ତି । କୁହଯାଏକି ଛୋଟ ଛୋଟ କଥା ଉପରେ କାନ୍ଦିବା ଝିଅମାନେ ଅଧିକ କମଜୋର ହୋଇଥାନ୍ତି । କିନ୍ତୁ ଆପଣ ଏହି କଥା ଜାଣି ଆଶ୍ଚର୍ଯ୍ୟ ହେବେ କି କଥା କଥାରେ କାନ୍ଦୁଥିବା ଝିଅ ମାନେ ଭିତରୁ ଅଧିକ ମଜବୁତ ଓ ଗୁଣରେ ଭରି ହୋଇଥାନ୍ତି । ଏମାନଙ୍କ ପାଖରେ ଥାଏ କିଛି ଖାସ ଗୁଣ । ତେବେ ଚାଲନ୍ତୁ ଜାଣିବା ।

କାନ୍ଦିବା ବାଲା ଝିଅମାନଙ୍କ ଭିତରେ ରହିଥାଏ ଏହି ସବୁ ଗୁଣ :

ବେଳେବେଳେ କଥା କଥାରେ କାନ୍ଦିବା ବାଲା ଝିଅ ମାନେ ଭିତରୁ କମଜୋର ହୋଇଥାନ୍ତି ,କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ଭୁଲ ଅଟେ , ଏହି ଝିଅମାନେ ଭିତରୁ ଅଧିକ ମଝବୁତ ହୋଇଥାନ୍ତି । ଗୋଟେ ଥର କାନ୍ଦିବା ପରେ ନିଜର ସବୁ ଦୁଃଖକୁ ହସି କି ସହି ନିଅନ୍ତି ।

ତାଙ୍କ ମୁଣ୍ଡରେ ଚାଲୁଥିବା ସବୁ ଚିନ୍ତା ବି ଦୁର ହୋଇ ଯାଇଥାଏ । ବେଶି କାନ୍ଦୁଥିବା ଝିଅମାନଙ୍କର ମୁଣ୍ଡରେ କୌଣସି ପ୍ରକାର କିଛି ଚିନ୍ତା ରହି ନଥାଏ ଓ କିଛି ବି ରୋଗ ଏମାନଙ୍କୁ ହେବ ନାହିଁ ।

ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅମାନେ ନିଜ ପାର୍ଟନର ଓ ପରିବାର ଲୋକଙ୍କୁ ଅଧିକରୁ ଅଧିକ ଭଲ ପାଇଥାନ୍ତି , ସେ ତାଙ୍କଠୁ ଦୁର ହେବାର ଖବର ରୁ ହିଁ ଚିନ୍ତାରେ ପଡି ଯାଇ ଥାଆନ୍ତି ।

କାନ୍ଦୁଥିବା ଝିଅମାନେ ଭଲ ପାଇବା ସହିତ ବହୁତ ଯତ୍ନ ରଖିବା ବାଲା ମଧ୍ୟ ହୋଇଥାଆନ୍ତି ,ଅସୁବିଧାର ସମୟରେ ଇଏ ନିଜର ସାଙ୍ଗ ଓ ପରିବାରକୁ କେବେବି ଏକୁଟିଆ ଛାଡନ୍ତି ନାହିଁ ।

ଅଧିକ ଇମୋଷ୍ନାଲ ହେବାର କାରଣ ଏହି ପ୍ରକାରର ଝିଅମାନେ କାହାର ବି ମନସହ , ଦୁଃଖ କଷ୍ଟକୁ ଶୀଘ୍ର  ହିଁ ବୁଝି ଯାଆନ୍ତି । ଇଏ ସେହି ଲୋକଙ୍କ ଭିତରୁ ଜଣେ ହୋଇ ଥାଆନ୍ତି ଯିଏ ଅନ୍ୟର କଷ୍ଟରେ ମଲମ ଲଗାଇ ଥାଆନ୍ତି । ସେଥିପାଇଁ କାନ୍ଦୁ ଥିବା ଝିଅମାନେ ବହୁତ ହିଁ ଭଲ ହୋଇଥାନ୍ତି । ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଓ ଶେୟାର କରନ୍ତୁ, ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *