ଯଦି ଆପଣ ବି ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି ତେବେ ଜାଣି ରଖନ୍ତୁ ଏହି କଥା, ନହେଲେ ହେଇପାରେ ଏହି ବଡ ରୋଗ

ସ୍ବାସ୍ଥ୍ୟର ଧ୍ୟାନ ଦେବା ଆମ ସମସ୍ତଙ୍କ ପାଇଁ ମୁଖ୍ୟ ଆବଶ୍ୟକତା ହୋଇଥାଏ । ଏମିତିରେ ଆମେ ସମସ୍ତଙ୍କୁ ପାଣି ପିଇବା ପାଇଁ ଉପଦେଶ ତ ଦେଇଥାଉ । ସେମିତିରେ ପାଣି ଶୋଷ ମିଟେଇବା ସହ ଅନ୍ୟ ବହୁତ ଲାଭଦାୟକ ମଧ୍ୟ ହୋଇଥାଏ କିନ୍ତୁ କାହାକୁ ଜଣା ଅଛି କି ନାହିଁ ପାଣି ପିଇବା ଦ୍ଵାରା କିଡନୀ ଫେଲ ହେବାର ଡର ମଧ୍ୟ ରହିଥାଏ । ଆଜ୍ଞା ହଁ , କୁହାଯାଏ କି ଭୁଲ ପୋଜିସନ ବା ଅଧିକ ପାଣି ପିଇଲେ କିଡନୀ ସହିତ ଅନ୍ୟ କେତେ ପ୍ରକାର ଅସୁବିଧା ହୋଇଥାଏ । ଅଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ।

1- ସେମିତିରେ କୁହାଯାଏ କି ଅଧିକ ପାଣି ପିଇବା ପାଇଁ ଲାଭକାରୀ ହୋଇଥାଏ କିନ୍ତୁ 2 ଲିଟରରୁ ଅଧିକ ପାଣି ପିଇବା ଆପଣଙ୍କ ପାଇଁ ଅସୁବିଧା ହେବାର ସମ୍ଭାବନା ହୋଇଥାଏ । ଆପଣଙ୍କ ଜାଣିବା ପାଇଁ କହି ଦେଉଛୁ କି ଶରୀରରେ ଓଭର ଡୋଜ ପାଣି ହେବାରୁ  କିଡନୀ ଫେଲ ହେଇପାରେ ।

2- ଠିଆ ହୋଇ ପାଣି ପିଇବା କ୍ଷତିକାରକ ହୋଇଥାଏ । ପାଣି ପିଇବାର ଠିକ ଉପାୟ ହେଉଛି ବସି କି ପାଣି ପିଇବା . ଠିଆ ହୋଇ ପାଣି ପିଇବା ଦ୍ଵାରା ସେ ସିଧା ଆପଣଙ୍କ ପେଟରେ ଖାଇବା ନଳି ଉପରେ ପଡ଼ିଥାଏ ଯେଉଁଥି ପାଇଁ ଆପଣଙ୍କୁ ପେଟ ଜନିତ ସମସ୍ୟା ହୋଇଥାଏ ।

3- ଆପଣ ବୋଧେ ଜାଣି ନଥିବେ ଏହି କଥାକୁ କି ଦରକାର ରୁ ଅଧିକ ପାଣି ପିଇଲେ ଆପଣଙ୍କ କିଡନୀ ଉପରେ ପ୍ରେସର ପଡ଼ିଥାଏ ସେ ଏହାକୁ ବିନା ଛାଣି କି ହିଁ କିଡନୀ ଦ୍ଵାରା ବାହାରି ଯାଇଥାଏ ଓ କିଡନୀ ଧୀରେ ଧୀରେ ତା କାର୍ଯ୍ୟ ବନ୍ଦ କରିବାକୁ ଲାଗିଥାଏ । ଯାହାଦ୍ଵାରା ରୋଗ ହେବାରେ ଲାଗିଥାଏ।

4- ଠିଆ ହୋଇ ପାଣି ପିଇବା ଦ୍ଵାରା ଆପଣଙ୍କ ଜଏଣ୍ଟରେ ଉପସ୍ଥିତ କେମିକାଲ୍ସ ବାଲାଂଶ ବିଗିଡି ଯାଇଥାଏ ଯେଉଁଥି ପାଇଁ ଜଏଣ୍ଟରେ ବିନ୍ଧା ସମସ୍ୟା ହେବାକୁ ଲାଗିଥାଏ । ଏହି କାରଣରୁ ଆପଣଙ୍କୁ ଅଣ୍ଟା ଦରଜର ସମସ୍ୟା ହୋଇଥାଏ ।

5- ଅଧିକ ପାଣି ପିଇବା ଦ୍ଵାରା ଆପଣଙ୍କୁ ହୃଦୟ ଜନିତ ରୋଗ ହେବାର ଭୟ ରହିଥାଏ । ଆଜ୍ଞା ହଁ ଏହାର ଅତିରିକ୍ତ ଆବଶ୍ୟକତାରୁ ଅଧିକ ପାଣି ପିଇଲେ ଆମ ଶରୀରରେ ଖାଦ୍ୟ ଠିକ ସେ ହଜମ ହୋଇ ନଥାଏ । ଯେଉଁଥି ପାଇଁ ଆମକୁ କିଛି ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିଦେବେ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବା ପାଇଁ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *