‘କଥା ହେଲେ, ମୋର ମଜା ନେଲେ ଆଉ ଧୋକା ଦେଲେ, ଆଉ ଏବେ…’ ପ୍ରେମିକା କଣ କହୁଛନ୍ତି ଥରେ ଦେଖନ୍ତୁ ଏହି Video

ବନ୍ଧୁଗଣ ଜଣେ ମହିଳା ଧୋକା ଖାଇବା ପରେ ଏବେ ଆକୁଳ ନିବେଦନ କରିଛନ୍ତି । ଯୁବତୀଙ୍କ ସହ ପ୍ରେମିକା କଥା ହେଲେ ଆଉ ମଜା ନେଲେ । ଧନ ଧନ କହି ବାହା ହେବା ପାଇଁ କହିଥିଲା ପ୍ରେମିକ । ମିଛ ପ୍ରତିଶୃତି ଦେଇ ମହିଳାଙ୍କ ସହ ପ୍ରେମିକ ଶାରୀରିକ ସମ୍ପର୍କ ବି ରଖିଲା ଆଉ ଯୁବତୀଙ୍କୁ ଗର୍ଭବତୀ କରିଲା । ଆଉ ଯୁବତୀଙ୍କ ଗର୍ଭରେ ଥିବା ଛୁଆକୁ ପ୍ରେମିକ ମାରିଦେଲା । ଏବେ ସେହି ଯୁବତୀକୁ ଛାଡି ଆଉ କେଉଁ ଝିଅର ହାତ ଧରିବାକୁ ଯାଉଛି ପ୍ରେମିକ ।

ଏବେ କଣ ହେବ ଯୁବତୀଙ୍କର ଅବସ୍ଥା ସେ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି ତାଙ୍କୁ ଏବେ ନ୍ୟାୟ ଦରକାର ବୋଲି ସେ ଆକୁଳ ନିବେଦନ କରିଛନ୍ତି  । ମନରେ ଏମିତି ଅନେକ ପ୍ରଶ୍ନ ନେଇ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି ଜଣେ ଯୁବତୀ । ଆନ୍ଧ୍ରରେ ପ୍ରେମ ଆଉ ତା ପରେ ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଲା ଆଉ ତା ପରେ ଯୁବତୀ ଜଣକ ଗର୍ଭବତୀ ହେଲେ ।

ପରେ ବୁଝାଇ ସୁଝାଇ ଗର୍ଭପାତ ବି କରିଲା । ଏବେ ନିଜ ପ୍ରେମିକାକୁ ଛାଡି ଅନ୍ୟ ଏକ ଯୁବତୀଙ୍କ ସହ ବିବାହ କରିବାକୁ ଯାଉଛି ଏହି ପ୍ରେମିକ ଜଣକ । କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଫର୍ନାସୀ ଗାଁର ରାକେଶ ବୈରାଗ୍ୟ ଆନ୍ଧ୍ର ପ୍ରଦେଶରେ ଏକ ସୂତା ମିଲରେ କାମ କରୁଥିଲେ । ଆଉ ସେଠାରେ କନ୍ଧମାଳର ଜଣେ ଯୁବତୀ ମଧ୍ୟ କାମ କରୁଥିଲେ ।

ସେଠାରେ ଉଭୟ ସାକ୍ଷାତ କରି ପରସ୍ପରକୁ ପ୍ରେମ କରିଥିଲେ । ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା ରାକେଶ । ପ୍ରେମିକା ଗର୍ଭବତୀ ହୋଇଯିବା ପରେ ରାକେଶ ତାକୁ ମନ୍ଦିରରେ ବିବାହ କରିଥିଲା ।

ବିବାହ ପରେ ଯୁବତୀଙ୍କୁ ବୁଝାଇ ସୁଝାଇ ଗର୍ଭପାତ କରାଇ ଥିଲା । ଆଉ ତା ପରେ ପ୍ରେମିକାକୁ ତାଙ୍କ ଘରେ ଛାଡି ତିଥି ଦେଖି ଆନୁଷ୍ଠାନିକ ଭାବରେ ବିବାହ କରିବାକୁ ମିଛ ପ୍ରତିଶୃତି ଦେଇଥିଲା ଏହି ଧୋକା ବାଜ ପ୍ରେମିକ । ହେଲେ ପରେ ନିଜ କଥାରେ ଓହରି ଯାଇଥିଲା ପ୍ରେମିକ । ଏବେ ଯୁବତୀ ନ୍ୟାୟ ପାଇଁ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *