ଏହି କାରିଗରଙ୍କୁ ତ ଭାରତ ରତ୍ନ ମିଳିବା କଥା ! କାରିଗରଙ୍କ ଏମିତି କାରନାମା ଆଗରୁ କେବେ ବି ଦେଖିନଥିବେ, 4 ନଂ ଫଟୋ ଦେଖିଲେ ହସି ହସି ଗଡିଯିବେ ଆପଣ !

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ମହାନ ଇଞ୍ଜିନିୟର ଓ କାରିଗର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ମହାନ ବ୍ୟକ୍ତି ମାନଙ୍କର କାର୍ଣ୍ଣମାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ବହୁତ ହସିବେ । ଏମାନଙ୍କ କାରିଗରୀ ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି । ଏହି ଫଟୋଟିକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହା ହେଉଛି କୌଣସି ଇଲେକ୍ଟ୍ରିସିଆନ ର କାମ । ଇଲେକ୍ଟ୍ରିସିଆନ ଜଣକ ବହୁତ ଶସ୍ତା ନିଶା ସେବନ କରି ଏଭଳି କାମ କରିଛି । ଫ୍ୟାନକୁ ସେ ଏପରି ସ୍ଥାନରେ ଲଗାଇଛି ଯେଉଁଠି ଫ୍ୟାନ ଥିବା ଯାହା ନଥିବା ସହ ସମାନ ।

୨. ବନ୍ଧୁଗଣ ଅନେକ ଘରେ ଦୁଇଟି କବାଟ ଥାଏ କେତେକ ଘରେ ଗୋଟେ ଆଗ ପଟେ କବାଟ ଥାଏ ଆଉ ଗୋଟେ ପଛ ପଟେ ତ କେତେକ ଘରେ ଗୋଟିଏ ଦିଗରେ ଦୁଇଟି କବାଟ । ବନ୍ଧୁଗଣ ଏହି ଘରର ଦୁଇଟି କବାଟ ଜଣେ ମହାନ କାରିଗର କରିଛି । ଯଦି ଗୋଟେ କବାଟ ଖୋଲିବାକୁ କିଏ ଚାହିଁବ ତା ହେଲେ ଆଉ ଗୋଟେ କବାଟ ପାଇଁ ତାହା ଖୋଲିବ ନାହିଁ । ଏଭଳି କାରିଗରକୁ ତୋପ ସଲାମୀ ଦେବା ଉଚିତ ।

୩. ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ଟ୍ରେନ ଧାରଣା ଦେଖିଥିବେ । ହେଲେ ଏହି ଟ୍ରେନ ଧାରଣାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ । ଯେଉଁ କାରିଗର ମାନେ ଏହି ଟ୍ରେନ ଧାରଣାକୁ ବନାଇଛନ୍ତି ତାଙ୍କୁ କଣ କହିବେ । ସିଧା ରାସ୍ତା ଥାଇ ମଧ୍ୟ ଏମାନେ ଟ୍ରେନ ଧାରଣାକୁ ଏପରି ବନେଇ ଛନ୍ତି ଯାହା ଉପରେ ଟ୍ରେନ ନୁହେଁ ସାପ ଯିବ ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଫଟୋଟି ହେଉଛି ଏକ ଶୌଚଳୟର । ଆପଣ ମାନେ ଅନେକ ପ୍ରକାରର ଶୌଚଳୟ ଦେଖିଥିବେ ହେଲେ ଏହି ଶୌଚଳୟକୁ ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ । ବନ୍ଧୁଗଣ ଏହି ଶୌଚଳୟ ଦେଖି ଲାଗୁଛି କିଏ ଗୋଟେ ଏହା ଉପରେ ବସି ମାହାରାଜା ଭଳି ଆନନ୍ଦ ନେବାକୁ ଚାହୁଁଛି । ଏହି ଶୌଚଳୟ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ଜଣାଇବେ ।

୫. ବନ୍ଧୁଗଣ ସମସ୍ତ ଘରେ ଛାତ ଉପରକୁ ଯିବା ପାଇଁ କିମ୍ବା ତଳକୁ ଆସିବା ପାଇଁ ସିଡି ଥାଏ । ହେଲେ ଏହି ସିଡିଟିକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ସିଡି ଦେଖି ଲାଗୁଛି ମଣିଷ ଉପରକୁ ନୁହେଁ ଆଉ କୋଇଠିକି ଯିବା ପାଇଁ ବନେଇଛି । ବନ୍ଧୁଗଣ ଯିଏ ଏହି ସିଡିଟି ବନେଇଛି ତାକୁ ଭାରତ ରତ୍ନ ପୁରସ୍କାର ଦେବା ଉଚିତ ।

Leave a Reply

Your email address will not be published. Required fields are marked *