ଏହି କର୍ମଚାରୀଙ୍କ କାରନାମା ଦେଖିଲେ ଆପଣଙ୍କ ମୁଣ୍ଡ ଗରମ ହେଇଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ଦେଶରେ ଲୋକ ମାନଙ୍କର ସେବା କରିବା ପାଇଁ ସରକାର ଅନେକ ପ୍ରକାର ବିଭାଗ କରି କର୍ମଚାରୀ ମାନଙ୍କୁ ନିଯୁକ୍ତି କରିଛନ୍ତି । ହେଲେ ଏହି କର୍ମଚାରୀ ମାନେ ବେଳେବେଳେ ଏପରି କିଛି କାର୍ଣ୍ଣମା କରିଥାନ୍ତି ଯେଉଁଥିପାଇଁ ତାଙ୍କ ଡିପାର୍ଟମେଣ୍ଟର ନାମ ବଦନାମ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ସରକାରୀ ଆଉ ପ୍ରାଇଭେଟ କର୍ମଚାରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ହରକତ ଦେଖିଲେ ଆପଣଙ୍କ ରକ୍ତ ଗରମ ହେଇଯିବ ।

୧. ନଭେମ୍ବର ୨୦୧୬ରେ ଦେଓଘର ଝାଡ଼ଖଣ୍ଡରେ ବ୍ୟାଙ୍କ ଅଧିକ ସମୟ ହେବା ପରେ ବି ଖୋଲି ନଥିଲା ଯାହାଫଳରେ ଭିଡ ଜମି ଯାଇଥିଲା । ସେଠାରେ ଥିବା ଜଣେ ବ୍ୟକ୍ତି ବ୍ୟାଙ୍କ କର୍ମଚାରୀକୁ ପ୍ରଶ୍ନ ପଚାରିଲା ଏ ପର୍ଯ୍ୟନ୍ତ କାହିଁକି ବ୍ୟାଙ୍କ ଖୋଲିନି ସମୟ କେତେ ହେଲାଣି । ଏହାର ଭୁଲ ଉତ୍ତର ଦେଇ ବ୍ୟାଙ୍କ କର୍ମଚାରୀ ପାଟିତୁଣ୍ଡ କରିବାର ନଜର ଆସୁଛନ୍ତି ।

୨. ବନ୍ଧୁଗଣ ବେଳେବେଳେ ବ୍ୟାଙ୍କ କର୍ମଚାରୀ ମାନେ ଗ୍ରାହକଙ୍କ ସହ ଖରାପ ବ୍ୟବହାର କରିଥାନ୍ତି ଏମିତି ସ୍ଥିତିରେ ଅଧିକାଂଶ ଲୋକ ଚୁପ ରହିଥାନ୍ତି । ହେଲେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ବ୍ୟାଙ୍କ କର୍ମଚାରୀଙ୍କ ଖରାପ ବ୍ୟବହାର ଦେଖି ଚପଲ ଉଠେଇ ଦେଲା । ଚପଲ ଉଠେଇବା ସହ ସେ କର୍ମଚାରୀ ମାନଙ୍କୁ ଗାଳିଗୁଳଜ ମଧ୍ୟ କରିଥିଲା ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଶିବ ବରନ ସିଂହ ନାମକ ଜଣେ ଶିକ୍ଷକ ସ୍କୁଲରେ ପିଲାଙ୍କୁ ପାଠ ପଢାଇବା ସମୟରେ ଦରୁ ଦାରୁ ଆଉ ପରୁ ପିଓ ପଢଉଥିବାର ନଜର ଆସୁଛନ୍ତି । ପରେ ଜଣା ପଡିଲା ଏହି ଶିକ୍ଷକ ଜଣକ ଅଧିକାଂଶ ସମୟ ମଦ୍ୟପାନ କରି ଛୁଆଙ୍କୁ ପାଠ ପଢାନ୍ତି । ପରେ ଏହି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆ ଗଲା । ହେଲେ ଏଭଳି ଶିକ୍ଷକଙ୍କ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।


୪. ବନ୍ଧୁଗଣ ଆମ ଲିଷ୍ଟରେ ଚତୁର୍ଥ ଭିଡିଓରେ ଜଣେ ଏସବିଆଇ ବ୍ୟାଙ୍କର କର୍ମଚାରୀ କାମ କରୁଥିବା ସମୟରେ ନିଜ ସମ୍ପର୍କୀୟ ମାନଙ୍କ ସହ କଥା ହେଉଥିବାର ନଜର ଆସୁଛନ୍ତି । ଏପଟେ ଲୋକ ମାନଙ୍କ ଲାଇନ ବଢି ବଢି ଚାଲିଛି ହେଲେ ମ୍ୟାଡମ ନିଜ କାମ ଉପରେ ଧ୍ୟାନ ନ ଦେଇ ମହାରାଣୀଙ୍କ ଭଳି ଧୀରେ ଧୀରେ କାମ କରୁଛନ୍ତି । ଯଦି ଅନ୍ୟ ମନସ୍କରେ ସେ କିଛି ଭୁଲ କରିବେ ତା ହେଲେ ଏହାର ପରିଣାମ କିଏ ଭୋଗିବ ଟିକେ ଚିନ୍ତା କରନ୍ତୁ ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ବ୍ୟକ୍ତି ନିଜ ପରିବାର ସହ ତିରୁପତି ଯିବା ପାଇଁ ଏୟାରପୋର୍ଟ ଯାଇଥିଲା । ସେଠାରେ ଥିବା କର୍ମଚାରୀ ମାନେ ସର୍ଭର ଡାଉନ କଥା କହି ତାଙ୍କୁ ୪ ଘଣ୍ଟା ପର୍ଯ୍ୟନ୍ତ ବସେଇ ରଖିଲେ । ଏହା ପରେ ବ୍ୟକ୍ତି ଜଣକ ମ୍ୟାନେଜର ସହ କଥା ହେବା ପାଇଁ କହିବା ବେଳେ ସେଠାରେ ଥିବା ଜଣେ ମହିଳା କର୍ମଚାରୀ ତାଙ୍କୁ ଇଗନୋର କରିଲା ।

Leave a Reply

Your email address will not be published. Required fields are marked *