କନିଆଁ ର ମା’କୁ ଦେଖି ବିବାହ କରିବା ପାଇଁ ମନା କରିଦେଲା ବର, କାରଣ ଜାଣି ଲୋକେ ହେଇଗଲେ ଆଶ୍ଚର୍ଯ୍ୟ

 

ବର୍ତ୍ତମାନ ଦେଶରେ ବିବାହର ମାହୋଲ ଚାଲିଛି । ସମସ୍ତେ ନିଜ ଜୀବନରେ ବୈବାହିକ ଜୀବନରେ ବାନ୍ଧି ହୁଅନ୍ତି । ଏହା ମଧ୍ୟ ଆମ ଜୀବନରେ ବହୁତ ଜରୁରୀ ଅଟେ । ବିବାହ କରିବା ବହୁତ ଜରୁରୀ ଅଟେ । ବିବାହ କରିବା ପରେ ପିତୃରୁଣ ଦେଇ ହୁଏ । ଆଜି ଆମେ ଆପଣ ମାନଙ୍କୁ ବିବାହ ସହ ଜଡିତ ଏକ କଥା କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ସେହି ଘଟଣାଟି ହେଉଛି ମଙ୍ଗଳବାର ଦିନ ଗୋପୀ ଗାଁ ସ୍ଥିତ ଏକ ଶିବ ମନ୍ଦିରରେ ବିବାହ ସମାରୋହ ରହିଥିଲା । ଯେଉଁଠି ପ୍ରାୟ ସମସ୍ତ ଲୋକ ଖୁସି ଥିଲେ । ହେଲେ ଯେତେବେଳେ ପୁଅ ବରଯାତ୍ରୀ ନେଇ ମନ୍ଦିର ରେ ପହଞ୍ଚିଥିଲା, ସେତେବେଳେ ସେ ଝିଅର ମା’କୁ ଦେଖି ବିବାହ ପାଇଁ ମନା କରି ଦେଇଥିଲା । ଆପଣ ମାନଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଥିବ ଯେ କଣ ପାଇଁ ପୁଅ ବିବାହ ପାଇଁ ମନା କରିଦେଇଥିଲା ।

ଯେତେବେଳେ ପୁଅ ବିବାହ ସମାରୋହରେ ପହଞ୍ଚିଥିଲା ସେତେବେଳେ ସେ ଝିଅର ମାକୁ ଦେଖିଥିଲା । ଝିଅ ମାର ମୁହଁରେ ଧଳା ଦାଗ ଥିଲା । ପୁଅ କହିଥିଲା ଯେ ଝିଅର ମା’କୁ ଧଳା ଦାଗ ରୋଗ ହୋଇଛି । ଯାହାକୁ ସେମାନେ ଲୁଚାଇ ରଖିଥିଲେ । ଏହା ପରେ ଝିଅ ବାଲା ଘର ପୁଅକୁ ବହୁତ ବୁଝେଇବା ପାଇଁ ଚେଷ୍ଟା କରିଥିଲେ ହେଲେ ପୁଅ ସେମାନଙ୍କର କୌଣସି କଥା ଶୁଣି ନଥିଲା ।

ବହୁତ ବୁଝେଇବା ପରେ ଯେତେବେଳେ ପୁଅ ବୁଝିନଥିଲା, ସେତେବେଳେ ଝିଅ ବାଲା ଘର ଏହି ଖବର ର ସୂଚନା ପୋଲିସକୁ ଦେଇଥିଲେ । ପୋଲିସ ଏହାର ବୁଝାବଣା ପାଇଁ ପାଞ୍ଚାୟତ ବସେଇବାର ନିର୍ଣ୍ଣୟ ନେଲା । ସେହି ସମୟରେ ପୁଅର କ୍ରୋଧ କମିଯାଇଥିଲା । ଏହାପରେ ପୋଲିସ ଓ ପାଞ୍ଚାୟତର କଥାକୁ ମାନି ସେ ବିବାହ ପାଇଁ ହଁ କହିଥିଲା ।

ଏହାପରେ ବିବାହ ସଠିକ ଭାବରେ ସଂପୂର୍ଣ୍ଣ ହୋଇଥିଲା । ଏହି କଥାରୁ ଜଣା ପଡୁଛି ବର୍ତ୍ତମାନ ମଧ୍ୟ ବହୁତ ସ୍ଥାନରେ ବିବାହ ସହ ଜଡିତ କିଛି ଅନ୍ଧ ବିଶ୍ଵାସ ଲାଗିରହିଛି । ଯାହାଫଳରେ ବଡ ବଡ ବିବାହ ମଧ୍ୟ ଭାଙ୍ଗିଯାଉଛି । ଏହି ଭାବନାକୁ ରଖି ସେମାନେ ଆଗକୁ ବଢିପାରୁ ନାହାନ୍ତି । ଆଧୁନିକ ଦୁନିଆରେ ମଧ୍ୟ ଏମିତି ଭାବନା ବହୁତ ଲୋକ ରଖୁଛନ୍ତି । ଯାହା ଫଳରେ ବହୁତ ଝିଅଙ୍କ ଜୀବନ ବରବାଦ ହେଇଯାଉଛି ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶର ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *