ଗୁରୁବାରର ରାଶିଫଳ 16 ଜୁଲାଇ 2020, ମା ଲକ୍ଷ୍ମୀଙ୍କ କୃପା ବର୍ଷିବ ଏହି 4ଟି ରାଶି ଉପରେ, ଧନର ଅଭାବ ରହିବ ନାହିଁ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 16 ଜୁଲାଇ 2020 ଗୁରୁବାରର ରାଶିଫଳ ।

ମେଷ

ଶାରୀରିକ ରୂପରେ ଆପଣଙ୍କୁ ଅସୁସ୍ଥତା ଅନୁଭବ ହେବ । କିନ୍ତୁ ଆପଣ ମାନସିକ ରୂପରେ ସୁସ୍ଥ ରହିବେ । ଭଗବାନଙ୍କ ନାମ ନେଇ କାମ ଆରମ୍ଭ କଲେ ସଫଳତା ମିଳିବ । ଆଜି ଆପଣଙ୍କୁ ହଠାତ ସଫଳତା ମିଳିପାରେ ଯାହାଦ୍ୱାରା ଆପଣ ବହୁତ ଖୁସି ହେବେ । ପ୍ରେମ ମାମଲାରେ ଏହି ରାଶି ବହୁତ ଆଗରେ ରହିବ । ବହୁତ ଶୀଘ୍ର ଆପଣଙ୍କୁ ଆପଣଙ୍କର ସତ ଜୀବନସାଥୀ ମିଳିବେ ।

ବୃଷ

brusha rashi

ଆଜି ଆପଣ ବିବାଦସ୍ପଦ କଥାବାର୍ତା କରନ୍ତୁ ନାହିଁ ନହେଲେ କାହା ସହିତ ଆପଣଙ୍କର ଝଗଡା ହୋଇ ପାରେ । କଥା ଉପରେ ନିୟତ୍ରଣ ରଖିବା ସହିତ କ୍ରୋଧ ଉପରେ ମଧ୍ୟ ନିୟତ୍ରଣ ରଖନ୍ତୁ । ନିଷ୍ପତ୍ତି ଜଣାଇବା ସମୟରେ ବ୍ୟକ୍ତିର ଭାବନାର ବିଶେଷ ଧ୍ୟାନ ରଖନ୍ତୁ । ପରିବାରର ସହଯୋଗ ମିଳିବ । ପ୍ରଶାସନିକ ସେବାରେ ଯୋଡି ହୋଇଥିବା ଲୋକଙ୍କୁ ନୂଆ ଦାୟିତ୍ଵ ମିଳିପାରେ । ପ୍ରେମୀ ଯୋଡ଼ିଙ୍କ ପାଇଁ ନିଜ ସମ୍ପର୍କ ବିଷୟରେ ପରିବାରକୁ କହିବା ଦରକାର ନହେଲେ ଆପଣଙ୍କ ସମ୍ପର୍କ ଖରାପ ହୋଇ ଯାଇପାରେ ।

ମିଥୁନ

ଆଜି ଆପଣ ବୈଦୁକ କାର୍ଯ୍ୟରେ ଧନ ଅର୍ଜ୍ଜନ କରିବେ । ଆର୍ଥିକ ରୂପରେ ଆପଣଙ୍କୁ ଲାଭ ମିଳିବ । ଆପଣ ଶିକ୍ଷା, ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ନୁ ସଫଳତା ପାଇ ଆଗକୁ ବଢିବେ । ବ୍ୟବସାୟ ଦୃଷ୍ଟି କୋଣରୁ ଆପଣଙ୍କୁ ଅନେକ ଧନ ଲାଭ ହେବାର ସମ୍ଭାବନା ଅଛି । ଆଜି ଆପଣଙ୍କର ଭାଗ୍ୟ ବୃଦ୍ଧି ମଧ୍ୟ ହେବ । କୌଣସି କାମରେ ଅଧିକ ଖୁସି ହୁଅନ୍ତୁ ନାହିଁ । ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖା ଦେଇ ପାରେ ।

କର୍କଟ

karkat rashi

ଆଜି ଆପଣଙ୍କୁ ସବୁ କାମରେ ସଫଳତା ମିଳିବ କିନ୍ତୁ ଟିକେ ବିଳମ୍ବ ମଧ୍ୟ ହୋଇ ପାରେ । ଧର୍ଯ୍ୟର ସହିତ କାମ କରନ୍ତୁ । ଯଦି ଆପଣ ଚାକିରି ପାଇଁ ଆବେଦନ କରୁଛନ୍ତି କିମ୍ବା କୌଣସି ଛାତ୍ରବୃତିର କାଗଜ ଉପରେ କାମ କରୁଛନ୍ତି ତାହେଲେ ସମ୍ପୂର୍ଣ ଭାବେ ସାବଧାନ ରୁହନ୍ତୁ । ପ୍ରେମୀଙ୍କ ତରଫରୁ ଆପଣଙ୍କୁ ଶାରୀରିକ ଏବଂ ମାନସିକ ଆରାମ ମିଳିବ । ଆପଣଙ୍କୁ ଆପଣଙ୍କ ସାଥିଙ୍କ ସହିତ ରୋମାଣ୍ଟିକ ଦେଖା ହେବାର ସୁଯୋଗ ମିଳିବ । ଆପଣଙ୍କ ଦ୍ଵାରା ନିଆଯାଇ ଥିବା କୌଣସି ବି ଭୁଲ ନିଷ୍ପତ୍ତି ତାଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବ ।

ସିଂହ

ଆଜି ସାମାଜିକ ସଂମ୍ମାନ ମିଳିବ । ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ସହିତ ମଜା ମସ୍ତିରେ ଭରା ଦିନ ଆପଣଙ୍କୁ ଆରାମ ଦେବ । ବାପା ମାଆଙ୍କ ସହିତ ଗୁରୁତ୍ଵପୂର୍ଣ ଆଲୋଚନା କରିବେ । ଶିକ୍ଷା ସଫଳତାର ମୂଳ ମନ୍ତ୍ର ଅଟେ । ଏହା ସାହାଯ୍ୟରେ ଆପଣ ବଡ ରୁ ବଡ ସମସ୍ୟାକୁ ସହଜରେ ସମାଧାନ କରି ପାରିବେ । ଆଜି ଆପଣଙ୍କୁ ଆପଣଙ୍କର ସତ ଭଲ ପାଇବା ମିଳିବାର ସମ୍ପୂର୍ଣ ସମ୍ଭାବନା ଅଛି । ରାଗ ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇ ପାରେ ।

କନ୍ୟା

kanya rashi

ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ ଅଛି । ଆଜି ଆପଣଙ୍କୁ ହଠାତ ପାଖ ଜାଗାକୁ ଯାତ୍ରା କରିବାକୁ ପଡିପାରେ । କୌଣସି ଧାର୍ମିକ ଜାଗାକୁ ଯିବା ପାଇଁ ଯୋଜନା କରି ପାରନ୍ତି । ସପତ୍ତି ସବନ୍ଧିତ କାରବାର ହୋଇ ପାରେ । ବହୁତ ଶୀଘ୍ର ଆପଣଙ୍କ ଭାଗ୍ୟରେ ରାଜଯୋଗର ସୁଖ ଆସିବ । ଶାରୀରିକ ତଥା ମାନସିକ ଅକ୍ଷୁର୍ଣ ରହିବ । ଚାକିରି ଏବଂ ବ୍ୟବସାୟରେ ସହକର୍ମୀଙ୍କ ସହଯୋଗ ମିଳିବ । ସନ୍ତାନକ ତରଫରୁ କୌଣସି ବଡ ଖୁସି ଖବର ମିଳିପାରେ ।

ତୁଳା

ଆଜି ଆପଣଙ୍କ ଖୁସିରେ କୌଣସି ପ୍ରକାରର ବାଧା ଆସିବ ନାହିଁ । ଆପଣଙ୍କୁ ଜଣା ନାହିଁ କି ଆପଣଙ୍କର ସକାରାତ୍ମକ ବ୍ୟବହାର ଆପଣଙ୍କ କାମରେ ମଧ୍ୟ ଦେଖିବାକୁ ମିଳିବ । ଆପଣଙ୍କ ପାରିବାରିକ ଜୀବନରେ ବହୁତ ଖୁସି ଏବଂ ଶାନ୍ତି ରହିବ । ଆଗାମୀ ସମୟ ଆପଣଙ୍କ ପାଇଁ ସୁଖମୟ ରହିବ । ଘରେ ଆନନ୍ଦ ଏବଂ ଉତ୍ସାହର ବାତାବରଣ ରହିବ । ଚାକିରି କରିଥିବା ଲୋକଙ୍କୁ ଆର୍ଥିକ ଲାଭ ସହିତ ପଦୋର୍ନ୍ନତିର ମଧ୍ୟ ଲାଭ ମିଳିବ ।

ବିଛା

bichha rashi

ଆଜି ଆପଣ ନିଜର ସବୁ କାମକୁ ଜାରି ରଖିବା ପାଇଁ ଚେଷ୍ଟା କରିବେ । ଆର୍ଥିକ ଯୋଜନାରେ ବାଧା ଦୂର ହେବ । ବିଚାକିର ମତଭେଦକୁ ବଢାଇ ଦେବା ଭଳି କଥା କାହାକୁ କୁହନ୍ତୁ ନାହିଁ । ଦୋନ୍ଦକୁ ଦୂର କରିବା ପାଇଁ ମନରେ ନୂଆ ଉପାୟ ଆସିପାରେ । ଆପଣଙ୍କ ରୋଜଗାରରେ ଏକ ପରିବର୍ତ୍ତନର ଆଶା ଅଛି । କିନ୍ତୁ ଏହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ । ଜୀବନସାଥୀ ଏବଂ ପିଲାଙ୍କ ସହିତ ଭଲ ସମୟ ଅତିବାହିତ କରିବେ ।

ଧନୁ

ଆଜି ଆପଣଙ୍କ ପାଖରେ ଲୋକଙ୍କ ସହିତ ମିଶିବା ପାଇଁ ଏବଂ ନିଜର ଶୌକ ପୁରା କରିବା ପାଇଁ ବହୁତ ଖାଲି ସମୟ ଅଛି । ଟଙ୍କା କାରବାରକୁ ବୁଝିବାରେ କୌଣସି ବି ପ୍ରକାରର କମି ରଖନ୍ତୁ ନାହିଁ । ଟଙ୍କା ରୋଜଗାର କରିବା ସବୁକିଛି ନୁହେଁ, କିନ୍ତୁ ନିଜର ପରିସ୍ଥିତିକୁ ବଜାୟ ରଖିବା ଏବଂ ଭଲ ବାତାବରଣ ସୃଷ୍ଟି କରିବା ଅଧିକ ଜରୁରୀ ଅଟେ । ଆପଣଙ୍କ ସହିତ କାମ କରୁଥିବା ଲୋକ ଆପଣଙ୍କ ଦ୍ଵାରା ଅଧିକ ପ୍ରଭାବିତ ହୋଇ ପାରନ୍ତି । ଅଧୁରା କାମ ଶୀଘ୍ର ପୁରା ହେବ । ଆପଣଙ୍କ ମନ ଖୁସି ରହିବ ।

ମକର

makar rashi

ଆଜି କୌଣସି ଛୋଟ ଛୋଟ କଥାକୁ ନେଇ ମଧ୍ୟ ଆପଣଙ୍କ ପ୍ରିୟଙ୍କ ସହିତ ମତଭେଦ ହୋଇ ପାରେ । ଆପଣଙ୍କ ଜ୍ଞାନକୁ ବଢାଇବାର ସମୟ ଆସିଛି । ଆପଣଙ୍କର ଅଟକି ଥିବା ଟଙ୍କା ଆପଣଙ୍କୁ ମିଳିପାରେ । ଧନ ପ୍ରାପ୍ତିର ଭଲ ଯୋଗ ଅଛି । ଆପଣଙ୍କ ସୂଚନାକୁ ଆହୁରି ଅଧିକ ମହତ୍ଵପୂର୍ଣ କରିବାର ସମୟ ଅଟେ । ଯେଉଁ ଜିନିଷରେ ପୂର୍ବରୁ ତ୍ରୁଟି ରହିଛି ବର୍ତ୍ତମାନ ତାହାକୁ ମଧ୍ୟ ସଂଶୋଧନ କରାଯାଇ ପାରିବ, ପାରିବାରିକ ବାତାବରଣ ଅନୁକୂଳ ରହିବ । ଚେଷ୍ଟା କରିବା ଦ୍ଵାରା ଅଟକି ଥିବା ଟଙ୍କା ଆପଣଙ୍କୁ ମିଳିବ ।

କୁମ୍ଭ

ଆଜି ଆପଣଙ୍କୁ ଆପଣଙ୍କ ରୁଟିନରେ ପରିବର୍ତ୍ତନ କରିବା ଆବଶ୍ୟକ ଅଟେ, ଅନେକ ଲୋକ ଆପଣଙ୍କ ଉପରେ ରାଗିଛନ୍ତି । ଯେତେ ଶୀଘ୍ର ହୋଇ ପାରିବ ଆପଣଙ୍କ କାମକୁ ଶେଷ କରନ୍ତୁ ନହେଲେ ଅବାଞ୍ଛିତ ଅସୁବିଧା ଆସିପାରେ । ମନରେ ଥିବା ଚିନ୍ତା ଆପଣଙ୍କ ଚେଷ୍ଟାକୁ କମ କରି ପାରେ । ଆଜି ଆପଣ ନିଜ ମନକୁ ନିୟତ୍ରଣରେ ରଖନ୍ତୁ ନହେଲେ ହାତକୁ ଆସିଥିବା ସୁଯୋଗକୁ ଆପଣ ହରାଇ ଦେବେ । ଚାକିରି କରିଥିବା ଲୋକଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ମାନ ସଂମ୍ମାନ ମିଳିବ ।

ମୀନ

mina rashi

ଆଜି ଆପଣଙ୍କ ଦ୍ଵାରା କରାଯାଇ ଥିବା ସବୁ କାମ ସଫଳତା ପୂର୍ବକ ପୁରା ହେବ । ଘର ପରିବାର ଏବଂ ନିଜ ଜୀବନ ସହିତ ଯୋଡି ହୋଇଥିବା କିଛି ଖାସ କାମ ଆଜି ଆପଣଙ୍କର ହୋଇ ପାରେ । ଆପଣଙ୍କୁ ନିଜର ମାନସିକତାକୁ ମଧ୍ୟ ଏମିତି ଭାବରେ କରିବାକୁ ହେବ କି ଆପଣ ନିଜ ଶକ୍ତିରେ କିଛି ଭଲ କରି ପାରିବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ପାର୍ଟନରଙ୍କ ଠାରୁ କିଛି ଉପହାର ମିଳିପାରେ । ଘର ପରିବାରରେ ସୁଖ ଶାନ୍ତି ରହିବ । ଭାବିଚିନ୍ତି ନିଜ ଇଛାନୁସାରେ କାମ କରି ଆଗକୁ ବଢନ୍ତୁ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *