ବୀର ଯବାନ ପୁଅକୁ ହରାଇ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ ! ଥରେ ଦେଖନ୍ତୁ ଏହି ଦୃଶ୍ୟ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯବାନଙ୍କ ବିୟୋଗରେ ସାରା ଗାଁ ରେ ଖେଳିଯାଇଛି ଦୁଃଖର ଛାୟା ! ଦେଶର ରକ୍ଷା ପାଇଁ ବହୁ ଯବାନ ମାନେ ନିଜ ସୁଖକୁ ବଳିଦାନ ଦେଇ ସେନାରେ ଭର୍ତ୍ତି ହୋଇଥାନ୍ତି । କାରଣ ସେଠାରେ ତାଙ୍କ ଜୀବନ ପ୍ରତି ପ୍ରତି ମୂହୁର୍ତ୍ତରେ ବିପଦ ରହିଥାଏ । ତଥାପି ସବୁକିଛି ଭୁଲି ନିଜ ଦେଶର ସେବା ଓ ସୁରକ୍ଷା ପାଇଁ ସବୁବେଳେ ଯବାନ ମାନେ ପ୍ରସ୍ତୁତ ହୋଇରହିଥାନ୍ତି । ସେହିପରି ବଲାଙ୍ଗିର ବେଲପଡା ବ୍ଲକର ଜଣେ ଯବାନ ମଧ୍ୟ ଦେଶର ସୁରକ୍ଷା ନିମତ୍ତେ ଆର୍ମୀରେ ରହିଥିଲେ ।

ସୂଚନା ମୁତାବିକ ସେହି ଯବାନ ଜଣଙ୍କ କ୍ୟାନ୍ସର ସମସ୍ଯାରେ ପୀଡିତ ହୋଇଯାଇଥିଲେ । ତାପରେ ଏହିପରି ଭାବରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ଵାସ୍ଥବସ୍ତା ଗୁରୁତର ହୋଇଯାଇଥିଲା । ତାପରେ ସବୁଦିନ ପାଇଁ ତାଙ୍କର ପ୍ରାଣବାୟୁ ବାହାରିଯାଇଥିଲା । ତେବେ ଜଣେ ବୀର ଯବାନଙ୍କୁ ବିୟୋଗରେ ଜିଲ୍ଲା ତଥା ରାଜ୍ୟବ୍ୟାପୀ ଦୁଃଖ ଏବଂ ଶୋକର ଛାୟା ଖେଳିଯାଇଛି । ଦେହାନ୍ତ ହୋଇଯାଇଥିବା ଯବାନଙ୍କ ସ୍ତ୍ରୀ ଓ ତାଙ୍କ ସଂପୂର୍ଣ୍ଣ ପରିବାର ଦୁଃଖରେ ମର୍ମାହତ ହୋଇପଡିଛନ୍ତି ।

ଖାଲି ଯବାନଙ୍କ ଘର ପରିବାର କାହିଁକି ସଂପୂର୍ଣ୍ଣ ଗ୍ରାମବାସୀ ମଧ୍ୟ ଯବାନଙ୍କ ଦେହାନ୍ତ ପରେ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି । ଏହା ସହିତ ଜଣେ ବୀର ଯବାନଙ୍କୁ ହରାଇ ତାଙ୍କ ସେନା ଦଳର ଅନ୍ୟ ଯବାନ ଭାଇ ମଧ୍ୟ ଏପରି ସ୍ଥିତିରେ ଅତ୍ୟନ୍ତ ଭାବରେ ଦୁଃଖ ପ୍ରକାଶ କରିଛନ୍ତି । କାରଣ ଦେଶ ପାଇଁ ତଥା ଦେଶର ସୁରକ୍ଷା ନିମନ୍ତେ ସବୁକିଛି ଉତ୍ସର୍ଗ କରି ଯେଉଁ ଯବାନ ଦିନରାତି ଏକ କରି ଦେଇଥିଲା ।

ସେଥିପାଇଁ ସଂପୂର୍ଣ୍ଣ ଗ୍ରାମରେ ଗର୍ବ ଓ ଗୌରବ ମଧ୍ୟ ଏହି ଯବାନ ଥିଲେ । ତାଙ୍କର ବିୟୋଗ ସମୟରେ ଗ୍ରାମ ଟା ସାରା କାନ୍ଦ ବୋବାଳିରେ ଫାଟି ପଡୁଛି । ଯବାନଙ୍କର ଅନ୍ତିମ ସଂସ୍କାର ନିମନ୍ତେ ଆର୍ମୀ ସଂଗଠନର ଅନ୍ୟ ଯବାନ ମାନେ ଏକତ୍ରିତ ହୋଇଛନ୍ତି । ତାଙ୍କର ସମ୍ମାନର ସହକାରେ ଅନ୍ତିମ ଯାତ୍ରା ମଧ୍ୟ କରିଛନ୍ତି । ଏପରି ଏକ ସାହସୀ ତଥା ବୀର ପୁରୁଷଙ୍କୁ ତାଙ୍କ ଗ୍ରାମବାସୀ ହରାଇଥିବାରୁ ଦୁଃଖ ପ୍ରକାଶ କରୁଛନ୍ତି ।

ଏଥି ସହିତ ଯବାନଙ୍କ ଆତ୍ମାର ସଦଗତି ହେଉ । ବୋଲି ଆମ ତରଫରୁ ମଧ୍ୟ ଭଗବାନଙ୍କ ନିକଟରେ ପ୍ରାଥନା ରହୁଅଛି । ଜୟ ଯବାନ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *