ଓଡିଶାରେ ପୁଣି ବଢିବ ଲକ ଡାଉନ ? ଦେଖନ୍ତୁ Special Report

ଆମ ଦେଶରେ ଯେପରି ଭାବେ କୋରୋନାର ଦିତୀୟ ଲହର ବଢିବାରେ ଲାଗିଛି ସେଥିପାଇଁ କେତେ ଯେ ଲୋକଙ୍କର ଜୀବନ ହା-ନି ହେଲାଣି ତାହାର କୌଣସି ସୀମା ନାହି ।

କୋରୋନା ଭାଇରସକୁ ଆଖି ଆଗରେ ରଖି ଆମ ରାଜ୍ଯରେ ନାଇଟ କରଫୁ ଓ ସଟ ଡାଉନ ଘୋଷଣା କରା ଯାଇଥିଲେ ମଧ୍ୟ ଲକ ଡାଉନ ମଧ୍ୟ ଲାଗୁ କରା ଯାଇଥିଲା । ଏହି ଲକ ଡାଉନ ପୁରା ରାଜ୍ୟରେ ୩୧ ମେ ଯାଏଁ ରହିବ ବୋଲି ଲାଗୁ କରା ଯାଇଥିଲା । ବର୍ତ୍ତମାନ ଆଉ ଏକ ଖବର ଆସି ପହଞ୍ଚିଛି ଯେ ପୁଣି ଥରେ ଲକ ଡାଉନ ପଶ୍ଚିମବଙ୍ଗ ରାଜ୍ୟରେ ୧୫ ଦିନ ପାଇଁ ବଢା ଯାଇଛି ।

ଏହାର ଅର୍ଥ ହେଉଛି ପୁରା ରାଜ୍ୟରେ ଜୁନ ୧୫ ତାରିଖ ଯାଏଁ ଲକ ଡାଉନ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ କୋରୋନା ସଂକ୍ରମଣ ଅଧିକ ବଢୁଥିବାରୁ ଏପରି ନୂଆ ନିୟମ ଘୋଷଣା କରା ଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬,୨୨୫ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

କୋରୋନା ଭାଇରସକୁ ଆଖି ଆଗରେ ରଖି ପଞ୍ଜାବ ସରକାର ମଧ୍ୟ ଲକ ଡାଉନକୁ ଜୁନ ୧୦ ଯାଏଁ ବଢାଇଛନ୍ତି । ଏପରି ଘୋଷଣା ଲାଗୁ ହେବା ପରେ କଣ ଆମ ଓଡିଶା ସରକାର ଏହି ନିୟମକୁ ପରିବର୍ତ୍ତନ କରିବେ କି ନାହି ତାହା ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ବାତ୍ୟାକୁ ନେଇ ଲୋକଙ୍କ ମନରେ ଭୟ ନ ଯାଉଣୁ ପୁଣି ଥରେ ଲକ ଡାଉନ ବଢିବା କଥା ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇ ପଡିଛି । ଆଗକୁ କୋରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ।

ଏହାକୁ ଆଖି ଆଗରେ ରଖି ହୁଏ ତ ଆମ ଓଡିଶା ସରକାର ଲକ ଡାଉନ ବଢାଇ ପାରନ୍ତି । ସେଥିପାଇଁ ଅଧିକ ସତର୍କ ରହିବାକୁ ପଡିବ । କୋରୋନାର ତୃତୀୟ ଲହରରେ ୧୮ ବର୍ଷରୁ କମ ପିଲା ମାନଙ୍କ ପାଇଁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଅନ୍ୟ ରାଜ୍ୟ ମାନଙ୍କରେ ଲକ ଡାଉନ ବଢିବ ପାଇଁ ଘୋଷଣା କରା ଯାଇଛି । କିନ୍ତୁ ଓଡିଶାର ସରକାର ଏହାକୁ ନେଇ କଣ ନିଷ୍ପତି ନେବେ ତାହା ବର୍ତ୍ତମାନ ଯାଏଁ ଜଣାପଡି ନାହି ।

ତେବେ ଏଥିରେ ଆପଣ ମାନଙ୍କ ଅମତ କଣ ? ଲକଡାଉନ ବଢିବା ଉଚିତ କି ନୁହେଁ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ଖବର ସହିତ ଜଡିତ ହେବା ପାଇଁ ଆମ ପେଜକୁ ଳିଏକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *