କଣ ଖାଇଲେ କିଡନୀ ଅଧିକ ଦିନ ଯାଏଁ ସୁସ୍ଥ ରହିଥାଏ ? ଏହା ସହ ଜାଣନ୍ତୁ ଆହୁରି 10ଟି ପ୍ରଶ୍ନ ଓ ଏହାର ଉତ୍ତର

ବନ୍ଧୁଗଣ ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଦୁନିଆରେ ଅନେକ ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ ।

ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରିପାରିବୁ । ତେବେ ଆପଣଙ୍କର ଜ୍ଞାନ ବଢାଇବା ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ନୂଆ ସାଧାରଣ ଜ୍ଞାନ ପାଇଁ ନେଇ ଆସିଛୁ ।

ଏହି ସବୁ ପ୍ରଶ୍ନ ଓ ଏହାର ଉତ୍ତର ଗୁଡିକ ଦୈନନ୍ଦିନ ଜୀବନରେ ନିଶ୍ଚୟ କାମରେ ଆସିବ । ଯାହାକୁ ଆପଣ ନିଜର ନୀତିଦିନିଆ ଜୀବନରେ କାମ ରେ ଲଗାଇ ପାରିବେ । ତେବେ ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଓ ଏହାର ଉତ୍ତର ବିଷୟରେ ବିସ୍ତାର ଭାବେ । 1- ବାସି ପାଣି ପିଇଲେ କେଉଁ ରୋଗ ସଂପୂର୍ଣ୍ଣ ଠିକ ହୋଇଥାଏ ?

ଉତ୍ତର- ଚୁଟି ଝଡିବା ।

2- କେଉଁ ରାଜ୍ୟ ରେ ହାତୀ ମାନଙ୍କ ପାଇଁ ସ୍ଵତନ୍ତ୍ର ମେଡିକାଲ ଅଛି ?

ଉତ୍ତର- ଉତ୍ତର ପ୍ରଦେଶ ।

3- ଲିଚୁ ଖାଇଲେ କେଉଁ ରୋଗ ଅଳ୍ପ ମାତ୍ରାରେ ଭଲ ହୋଇଥାଏ ?

ଉତ୍ତର- କ୍ୟାନ୍ସର ।

4- କେଉଁ ପ୍ରାଣୀ ମଣିଷ କୁ କାମୁଡିଆ ପରେ ସେ ନିଜେ ମରିଯାଏ ?

ଉତ୍ତର- ମହୁମାଛି ।

5- କେଉଁ କଞ୍ଚା ଫଳ ଖାଇଲେ ମଣିଷ ମରିଯାଇ ପାରେ ?

ଉତ୍ତର- କାଜୁ ।

6- ମଣିଷ ମଣ୍ଡରେ ସମୁଦାୟ କେତୋଟି ହାଡ ଅଛି ?

ଉତ୍ତର- 12 ଖଣ୍ଡ ।

7- ଆମେରିକାରେ କେତେ ପ୍ରତିଶତ ଭାରତୀୟ ଡାକ୍ତର ଅଛନ୍ତି ?

ଉତ୍ତର- 37 ପ୍ରତିଶତ ।

8- କେଉଁ ଦେଶରେ ମାତ୍ର 7 ଜଣ ଲୋକ ବାସ କରନ୍ତି ?

ଉତ୍ତର- ଇଂଲଣ୍ଡ ।

9- କେଉଁ ଦେଶର ସବୁଠାରୁ ଅଧିକ କଳା ଅଙ୍ଗୁର ଚାଷ ହୁଏ ?

ଉତ୍ତର- ଆମେରିକା ।

10- କଣ ଖାଇଲେ କିଡନୀ ସବୁବେଳେ ସୁସ୍ଥ ରହିଥାଏ ?

ଉତ୍ତର- ପିଆଜ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *