କାହାର ମଧ୍ୟ ଏକ ନାମକୁ ସ୍ମରଣ କରି ବାଛନ୍ତୁ ଗୋଟିଏ ନମ୍ବର ! ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କ’ ଣ ଅଛି… Tarot Card

ଆପଣ ଯଦି କୌଣସି ବ୍ୟକ୍ତିଙ୍କର ମନର କଥା ଆପଣଙ୍କ ପାଇଁ କଣ ଅଛି ଜାଣିବାକୁ ଚାହୁଁଥାନ୍ତି । ତେବେ ଆପଣଙ୍କୁ ଦିଆଯାଇଥିବା 4 ଟି କଳସ ମଧ୍ୟରେ ଥିବା ଯେକୌଣସି ଗୋଟିଏ ନମ୍ବରକୁ ବାଛନ୍ତୁ । ଯଦି ଆପଣ ଚାହୁଁଥାନ୍ତି । ତେବେ 4 ଜଣ ବ୍ୟକ୍ତିଙ୍କ ପାଇଁ 4 ଟି ଅଲଗା ଅଲଗା ନମ୍ବର ମଧ୍ୟ ବାଛି ଚୟନ କରିପାରିବେ । ଏହା ସହିତ ସେହି ନମ୍ବର ଅନୁସାରେ ସେହି ବ୍ୟକ୍ତିର ମନର କଥା ଜାଣିବାକୁ ପାଇବେ ।

1- ଏହି ନମ୍ବର ଅନୁସାରେ ଆପଣ ଯାହାଙ୍କ କଥା ଜାଣିବାକୁ ଚାହୁଁଛନ୍ତି । ସେହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ନେଇ ବହୁତ ଭଲ ଚିନ୍ତାଧାରା ରଖିଛନ୍ତି । ଆପଣଙ୍କ ମଧ୍ୟରେ ସେ ଏକ ପାୱାର ଦେଖିବାକୁ ପାଆନ୍ତି । ଯେପରି ଆପଣ ସବୁ କାମକୁ ହ୍ୟାଣ୍ଡେଲ କରିବାରର ଶକ୍ତି ରଖିଛନ୍ତି। ଆପଣଙ୍କ ଉପରେ ସେହି ବିଶ୍ବାସ ତାଙ୍କର ଅଛି । ହେଲେ ସେ ଆପଣଙ୍କ ମଧ୍ୟରେ କେଉଁଠି ନା କେଉଁଠି ଇଗୋ ସ୍ଵଭାବକୁ ଅନୁଭବ କରନ୍ତି । ତଥାପି ସେ ଆପଣଙ୍କୁ କେବେ ବି ଖରାପ ଭାବନ୍ତି ନାହିଁ । ସେହି ବ୍ୟକ୍ତି ଜଣଙ୍କ ତାଙ୍କ ନିଜ ଲାଇଫରେ ବହୁତ କିଛି କରି ଦେଖାଇବାର ସ୍ଵୟ ରଖିଛନ୍ତି ।

2- ତେବେ ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ବହୁତ ସମ୍ମାନ ଦ୍ରୁଷ୍ଟିରେ ଦେଖନ୍ତି । ସେ ଆପଣଙ୍କୁ ଜଣେ ଦୟାଳୁ, ଶାନ୍ତ ତଥା ଭାବୁକ ସ୍ଵଭାବର ବ୍ୟକ୍ତିଟିଏ ବୋଲି ଭାବନ୍ତି । ଆପଣ ଆପଣଙ୍କ ଜୀବନରେ ବହୁତ ସାରା ଦୁଖ ଥିବାରୁ ଆପଣଙ୍କୁ ବହୁତ କିଛି ଷ୍ଟ୍ରଗଲ କରିବାକୁ ପଡୁଛି । ସେହି ବ୍ୟକ୍ତି ଜଣଙ୍କ ଆପଣଙ୍କ ପାଇଁ ସବୁବେଳେ ଦରକାର ସମୟରେ ସାହାଜ୍ଯର ହାତ ବଢାଇବାର ଇଛା ରଖିଛନ୍ତି ।

3-ତେବେ ଏହି ବ୍ୟକ୍ତି ଜଣଙ୍କ ବିଷୟରେ ଭାବନ୍ତି । ଯେ ଆପଣ ଯେମିତି ଦେଖାଜାଆନ୍ତି । ହେଲେ ପ୍ରକୃତରେ ଆପଣ ସେମିତି ନୁହନ୍ତି । ଆପଣ ଆପଣଙ୍କ ଅନେକ କିଛି କଥାକୁ ନିଜ ମଧ୍ୟରେ ଲୁଚାଇ ରଖିବାକୁ ପସନ୍ଦ କରନ୍ତି ବୋଲି ଏହି ବ୍ୟକ୍ତି ଜଣଙ୍କ ଜାଣି ପାରୁଛନ୍ତି । ସେ ଆପଣଙ୍କୁ ସାମାନ୍ୟ ସ୍ଵାର୍ଥୀ ସ୍ଵଭାବର ଭାବିଥାନ୍ତି । ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ସାଥିରେ ଭଲ ସମ୍ପର୍କଟିଏ ରଖିବାକୁ ଚାହୁଁଛନ୍ତି । ସେ ବନ୍ଧୁତା ହେଉ ଅବା ପ୍ରେମ ସମ୍ପର୍କ ହେଲେ ସେ ଆପଣଙ୍କ ସାଥିରେ ଭଲ ସମ୍ପର୍କତେ ଗଢିବାର ଭାବନା ରଖିଚାହନ୍ତି ।

4-ତେବେ ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ଭାବନ୍ତି । ଯେ ଆପଣ ବହୁତ କନଫୁଜନରେ ରୁହନ୍ତି ବୋଲି କୁହନ୍ତି । ହେଲେ ଆପଣ ସବୁ କିଛି ଭିତରୁ କ୍ଲିୟରରେ ଥାନ୍ତି । ଆପଣ କଣ ଆଗକୁ କରିବେ କଣ ନାହିଁ । ଆପଣ ନିଜକୁ ବହୁତ ବାଲାନ୍ସ କରି ରଖିବାକୁ ପସନ୍ଦ କରନ୍ତି ବୋଲି ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ବହୁତ ଭଲ ଭାବରେ ଜାଣି ସାରିଛନ୍ତି । ସେ ଆପଣଙ୍କୁ ନିଜର ଜୀବନସାଥି ରୂପେ ବାଛି ନେଇଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *