କଣ ଆପଣ ଜାଣିଛନ୍ତି କି -GOOGLE, KYC, BYE, NEWS ର ଫୁଲ ଫର୍ମ କଣ ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

ଯାହା ଦ୍ଵାରା ଆପଣ ଏହାକୁ ଯାଣି ଅନ୍ୟ ସହ ଆଲୋଚନା କରି ତାଙ୍କୁ ମଧ୍ୟ ଜ୍ଞାନ ବାଣ୍ଟି ପାରିବେ । ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିଙ୍କ ପାଖରେ ଯେତେ ମଧ୍ୟ କୌଶଳ ବିଦ୍ୟା ରହିଥାଉ । ସେହି ବ୍ୟକ୍ତି ବିଶେଷକୁ ଜେନରାଲ ନଲେଜ ବା ସାଧାରଣ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଥାଏ । କାରଣ ସାଧାରଣ ଜ୍ଞାନ ଜାଣିବା ଦ୍ଵାରା ଏହା ନୀତି ଦିନିଆ ଜୀବନ ଠାରୁ ଆରମ୍ଭ କରି ଚାକିରି କରିବା ସମୟରେ ମଧ୍ୟ ଦରକାରୀ ହୋଇଥାଏ । ତେବେ ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା ।

1- SMS ର ଫୁଲ ଫର୍ମ କଣ ?

ଉତ୍ତର- Short Message Service ।

2- MMS ର ଫୁଲ ଫର୍ମ କଣ ?

ଉତ୍ତର- Multimedia Messaging Service ।

3- ATM ର ଫୁଲ ଫର୍ମ କଣ ?

ଉତ୍ତର- Automated Teller Machine ।

4- WI-FI ର ଫୁଲ ଫର୍ମ କଣ ?

ଉତ୍ତର- Wireless Fidelity ।

5- OTP ର ଫୁଲ ଫର୍ମ କଣ ?

ଉତ୍ତର- One Time Password ।

6- NEWS ର ଫୁଲ ଫର୍ମ କଣ ?

ଉତ୍ତର- North East West South ।

7- SIM ର ଫୁଲ ଫର୍ମ କଣ ?

ଉତ୍ତର- Subscribe Identification Modul ।

8- PAN ର ଫୁଲ ଫର୍ମ କଣ ?

ଉତ୍ତର- Permanent Account Number ।

9- GOOGLE ର ଫୁଲ ଫର୍ମ କଣ ?

ଉତ୍ତର- Global Oragansation Of Oriented Group Language Of Earth ।

10- KYC ର ଫୁଲ ଫର୍ମ କଣ ?

ଉତ୍ତର- Know Your Customer ।

11- OK ର ଫୁଲ ଫର୍ମ କଣ ?

ଉତ୍ତର- All Correct ।

12- BYE ର ଫୁଲ ଫର୍ମ କଣ ?

ଉତ୍ତର- Be With You Every Time ।

13- WWW ର ଫୁଲ ଫର୍ମ କଣ ?

ଉତ୍ତର- World Wide Web ।

14- PIN ର ଫୁଲ ଫର୍ମ କଣ ?

ଉତ୍ତର- Postal Index Number ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *