ଆପଣଙ୍କ ଜୀବନରେ ହଟାତ କେଉଁ 2 ଖୁସି ଖବର ଆସିବା ପାଇଁ ଯାଉଛି ? ଜାଣିବା ପାଇଁ ଗୋଟିଏ ମୟୂରପଙ୍ଖ Choose କରି ନିଅନ୍ତୁ… Tarot Card

ମନୁଷ୍ୟ ଜୀବନରେ କେତେବେଳେ କ’ ଣ ହୋଇଯିବ ? ତାହାର କଳନା କେହି ମଧ୍ୟ ଆଗରୁ କରି ପାରିନଥାନ୍ତି । ହେଲେ ଯଦି ଆପଣ ମଧ୍ୟ ନିଜ ଜୀବନରେ ଅଚାନକ କେଉଁ ଖୁସି ଖବର ଆସିବା ପାଇଁ ଯାଉଛି ? ତାହା ଜାଣିବାକୁ ଇଚ୍ଛୁକ ଥାନ୍ତି । ତେବେ 2 ଟି ମୟୂର ପଙ୍ଖ ମଧ୍ୟରୁ କୌଣସି ଏକ ମୟୂରପଙ୍ଖକୁ ଚୟନ କରି ନିଜର ଆଗାମୀ ସମୟର ଖୁସି ଖବର ବିଷୟରେ ଜାଣି ନିଅନ୍ତୁ ।

ସବୁଜ ମୟୂରପଙ୍ଖ;- ଏହି ମୟୂରପଙ୍ଖକୁ ବାଛିଥିବା ଲୋକ ମାନଙ୍କ ଜୀବନ ବହୁତ ସଂଘର୍ଷମୟ ଦେଇ ଗତି କରି ଆସିଛି । ବହୁ ଆର୍ଥିକ ସମସ୍ଯା ଦେଇ ମଧ୍ୟ ଆପଣ ଗତି କରିଛନ୍ତି। ଜୀବନରେ ଧୋକା ମଧ୍ୟ ଖାଇଛନ୍ତି । ତେଣୁ ଆପଣଙ୍କ ପାଖକୁ ଯଦି କିଛି ଅବସର ଆସୁଛି । ତଥାଅୟ ଆପଣ ଭୟ ପାଇ ଯାଉଛନ୍ତି । କାଳେ ନୂଆ କିଛି କରିବା ପୂର୍ବରୁ ଆପଣଙ୍କୁ ନିରାଶାର ସାମ୍ନା କରିବାକୁ ପଡିବ । ତେବେ ଆପଣଙ୍କ ଜୀବନରେ ହେବାକୁ ଯାଉଥିବା ପରିବର୍ତ୍ତନ ବିଷୟରେ ଯଦି ଏଠାରେ ଆମେ କହିବା ପାଇଁ ଯିବୁ । ତେବେ ଆପଣଙ୍କ ଜୀବନକୁ ଖୁବ ଶୀଘ୍ର ହିଁ ଏପରି ଏକ ବ୍ୟକ୍ତି ଆସିବା ପାଇଁ ଯାଉଛନ୍ତି ।

ଯାହାଙ୍କୁ ଆପଣ ନିଜ ଜୀବନରେ ପାଇ ବହୁତ ଆପଣଙ୍କ ଜୀବନରେ କିଛି ଭଲ ପରିବର୍ତ୍ତନ ହେଉଛି ବୋଲି ଅନୁଭବ କରିପାରିବେ । ଏହା ସହିତ ଆପଣଙ୍କ ଜୀବନରେ ଜବ ରିଲେଟେଡ଼ ମଧ୍ୟ ଖୁସି ଖବର ମିଳିବ ପାଇଁ ଯାଉଛି । ତେଣୁ ନିଜର ପୁରୁଣା ଅତୀତକୁ ଭୁଲି ମନରେ ସକାରାତ୍ମକ ଚିନ୍ତାଧାରା ଆଣି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ । ଭବିଷ୍ୟତ ଆପଣଙ୍କର ଉଜ୍ଜଳ ରହିଛି ।

ଗୋଲାପୀ ମୟୂର ପଙ୍ଖ;- ଯେଉଁ ମାନେ ମଧ୍ୟ ଏହି ମୟୂରପଙ୍ଖଟିକୁ ବାଛିଛନ୍ତି । ସେମାନଙ୍କୁ ଆମେ ଏଠାରେ କହିବା ପାଇଁ ଯାଉଛୁ । ଆପଣ ମାନଙ୍କ ଜୀବନରେ ଏଭଳି କିଛି ପରିବର୍ତ୍ତନ ହେବ ପାଇଁ ଯାଉଛି । ଯାହା ଆପଣଙ୍କୁ ବହୁତ ବଡ ମାନସିକ ଶାନ୍ତି ପ୍ରଦାନ କରିବ । କାରଣ ଜୀବନରେ ସବୁକିଛି ଥାଇ ଯଦି ମନରେ ଶାନ୍ତି ଟିକେ ନଥାଏ । ତେବେ ଜୀବନଟି ଖୁସିମୟ ହୋଇପାରିନଥାଏ । ହେଲେ ଆପଣଙ୍କ ପରିବାର ସହିତ ଆପଣଙ୍କର ଭଲ ସମ୍ପର୍କ ରହିବ ।

ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି କରିବା ପାଇଁ ଯାଉଛନ୍ତି । ସବୁକିଛି ମିଶ୍ରଣରେ ଆପଣଙ୍କୁ ବହୁତ ବଡ ମାନସିକ ଶାନ୍ତି ମିଳିବା ପାଇଁ ଯାଉଛି । ଯାହା ଆପଣଙ୍କ ମୁହଁରେ ପ୍ରକୃତ ହସ ଆଣିଦେବ । ଏହି ସମୟ ଖୁବ ନିକଟରେ ଅଛି । ତେଣୁ ଭଗବାନଙ୍କ ଉପରେ ଭରଷା ରଖି ଆଗକୁ ଉନ୍ନତି ପାଇବା ପାଇଁ ନିଜର ପରିଶ୍ରମ କରି ଚାଲନ୍ତୁ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *