ଦେଖନ୍ତୁ Kalijai ରେ ବାତ୍ୟା “Gulab” କିପରି ରଚିଲା ତାଣ୍ଡବ, ଦେଖନ୍ତୁ Exclusive Video

ବନ୍ଧୁଗଣ, ଓଡିଶାରେ ଅନେକ ପ୍ରସିଦ୍ଧ ପିଠ ରହିଅଛି । ସେଥି ମଧ୍ୟରୁ ମା’ କାଳିଜାଇ ଙ୍କ ମନ୍ଦିର ଅନ୍ୟତମ । ଓଡିଶା କୁ ବାରମ୍ବାର ବାତ୍ୟା ଆସୁଥିବାର ସୂଚନା ଆପଣ ମାନେ ଜାଣିଥିବେ । ବର୍ତ୍ତମାନ ଆଉ ଏକ ବାତ୍ୟା ରେ ସ-ଙ୍କ-ଟା-ପ-ର୍ଣ୍ଣ ଘେରରେ ରହିଅଛି ଓଡିଶା । ମା’ କାଳୀଜାଇ ଙ୍କ ମନ୍ଦିର ବର୍ତ୍ତମାନ ସ-ଙ୍କ-ଟା-ପ-ର୍ଣ୍ଣ ଅବସ୍ଥାରେ ରହିଅଛି । ବାତ୍ୟା ଗୁଲାବ ଯୋଗୁଁ ଜୁଆର ଆସି କାଳୀଜାଇ ମନ୍ଦିର ବେଢାରେ ପଶିଥିଲା ।

ଉଚ୍ଚ ଜୁଆର ଲହଡି ଭା-ଙ୍ଗୁ-ଥିଲା । ଚିଲିକା ଭିତରେ ରହିଥିଲେ ମଧ୍ୟ କାଳୀଜାଇ ମନ୍ଦିର ଏକ ଟାପୁ ଉପରେ ଥିବାରୁ ବେଢାକୁ ପ୍ରାଏ ପାଣି ଉଠି ନଥାଏ । ମାତ୍ର ଏହି ବାତ୍ୟା ହେତୁ କାଳୀଜାଇ ମନ୍ଦିରରେ ପାଣି ପଶିଲା । ଅଶାନ୍ତ ପାଣି ବର୍ତ୍ତମାନ ମନ୍ଦିର ପାଖକୁ ଆସିବାରେ ଲାଗିଛି । ବର୍ତମାନ ସଂପୂର୍ଣ୍ଣ ପାହାଚ ଚଢି ପାଣିର ଢେଉ ମନ୍ଦିର ଭିତରକୁ ପ୍ରବେଶ କରି ସାରିଲାଣି । ଏହି ଦୃଶ୍ୟ ଟି ଅତ୍ୟନ୍ତ ଭ-ୟା-ନ-କ ହୋଇଅଛି ।

ମନ୍ଦିରର ପୂଜାରୀ ମା ଙ୍କ କିଛି ଜିନିଷ କୁ ଉଠାଉଥିବାର ନଜର ଆସିଛନ୍ତି । ବେଢା ମଧ୍ୟକୁ ପାଣି ଆସି ପହଞ୍ଚିବାରୁ ପୂଜାରୀ ମଧ୍ୟ ବର୍ତ୍ତମାନ ଭୟ କରି ନେଲେଣି । ଘୋ ଘୋ ଗ-ର୍ଜ-ନ କରି ପାଣିର ଢେଉ ମନ୍ଦିର ପାହାଚ ଚଢି ଉପରକୁ ଆସିବାରେ ଲାଗିଛି । ସତରେ ଯେମିତି ସେ କିଛି କହିବାକୁ ଚାହୁଛି ମା’ ଙ୍କୁ ଏପରି ମାନେ ହେଉଛି । କାଳୀଜାଇ ମନ୍ଦିରର ପୂଜାରୀ ଦୁହିଜଣ ସାହସ ର ସହିତ ଭ-ୟ ଲାଗୁଥିଲେ ମଧ୍ୟ ସେଠାରେ ମନ୍ଦିରର ସମସ୍ତ ଦେଖାଶୁଣା କରୁଛନ୍ତି ।

ଦୁହି ଜଣଙ୍କ ମଧ୍ୟରୁ ଜଣେ ମନ୍ଦିର ବେଢାରେ ଥିବା ମୂର୍ତ୍ତି କୁ ଉଠାଇ ରଖିବାରେ ଲାଗିଛନ୍ତି । ବାତ୍ୟା ଗୋଲାବ ବର୍ତ୍ତମାନ ଭୟଙ୍କର ରୂପ ନେବାରେ ଲାଗିଅଛି । ମାତ୍ର ପ୍ରତିବର୍ଷ ବାତ୍ୟା ହେଲେ ମନ୍ଦିର ବେଢାକୁ ପାଣି ପଶି ନଥାଏ କିନ୍ତୁ ଚଳିତ ବର୍ଷ ଏହା ମନ୍ଦିର ପାହାଚ କୁ ଅତିକ୍ରମ କରି କାଳିଜାଇ ମନ୍ଦିରର ବେଢା ମଧ୍ୟରେ ଜଳ ପ୍ରବେଶ କରି ସାରିଛି ।

ପାହାଚ ପାଖରେ ବର୍ତ୍ତମାନ ଅଣ୍ଟାଏ ପାଣି ହୋଇସାରିଛି । ପାଣି ଆସିବା ସାଙ୍ଗକୁ ପବନର ବେଗ ମଧ୍ୟ ଖୁବ ଜୋରରେ ବଢିବାକୁ ଲାଗିଛି । ମାତ୍ର ଏହି ତାଣ୍ଡବ କମିବାକୁ କେତେ ସମୟ ଲାଗିବ ତାହା ଧର୍ଯ୍ୟର ସହିତ ଅପେକ୍ଷା କରିବାକୁ ହେବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *