‘କାଲି ରାତିସାରା ଆମେ ନଶୋଇ, କାଲି ଆମେ ଦୁହେଁ…’ ଫେରିବା ପରେ ସ୍ବାମୀଙ୍କ ସହ ପ୍ରଥମ ରାତି କେମିତି କାଟିଲେ ହରପ୍ରିୟା ? ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ରାହୁଲ ଓ ହରପ୍ରିୟାଙ୍କ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଏହି ମାମଲାଟି ଗତ କିଛି ଦିନ ହେବ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଗତ କିଛି ଦିନ ହେବ ନିଜ ସ୍ତ୍ରୀର ଫଟୋ ଓ ବାହାଘର ଶାଢୀକୁ ଦେଖି ଭୋ ଭୋ ହୋଇ ରାତି ଦିନ କାନ୍ଦିବା ପରେ ରାହୁଲ ନିଜ ସ୍ତ୍ରୀକୁ ପାଇ ସାରିଛନ୍ତି । ରାହୁଲ ଓ ହରପ୍ରିୟା ପରସ୍ପର ସହ ପ୍ରେମ ବିବାହ କରିଥିଲେ ।

ବିବାହକୁ 6 ମାସ ହୋଇଥିବା ବେଳେ ହରପ୍ରିୟା ଗର୍ଭବତୀ ମଧ୍ୟ ଥିଲେ । କଲେଜ କହି ହରପ୍ରିୟା କୁଆଡେ ଚାଲି ଯାଇଥିଲେ ଏହା ପରେ ରାହୁଲ ଭୋ ଭୋ ହୋଇ ଅନେକ ଦିନ କାନ୍ଦିଲେ । ନିଜ ସ୍ତ୍ରୀର ଫଟୋ ଦେଖି ରାହୁଲ କାନ୍ଦୁ ଥିଲେ । ହେଲେ ବନ୍ଧୁଗଣ ଗତ କାଲି ରାହୁଲ ଓ ହରପ୍ରିୟା ମିଶି ଯାଇଛନ୍ତି । ଯେଉଁ ସ୍ତ୍ରୀ ନିଜ ସ୍ଵାମୀକୁ ଛାଡି ଚାଲି ଯାଇଥିଲେ ସେ ଆଜି ପୁଣି ଫେରିଛନ୍ତି ତାଙ୍କ ସ୍ଵାମୀଙ୍କ ପାଖକୁ ।

ରାହୁଲ ଓ ହରପ୍ରିୟା ଏବେ ପରସ୍ପରକୁ ପାଇ ବହୁତ ଅଧିକ ଖୁସି ଅଛନ୍ତି । ଆଉ ହରପ୍ରିୟା ଏବେ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ମନ୍ତବ୍ୟ ଦେଇଛନ୍ତି । ହରପ୍ରିୟାଙ୍କ କହିବା ମୁତାବକ-‘ଶଶୁର ଘରେ ବ୍ୟବସ୍ଥା ବହୁତ ଖରାପ ଥିଲା । ବାପା, ମା, ମୋ ସ୍ଵାମୀଙ୍କର ଖାଇବା ପିଇବା ବହୁତ ଖରାପ ଅବସ୍ଥା ଥିଲା । କାଲି ଯେତେବେଳେ ମୁଁ ଆସିକି ପହଞ୍ଚିଳି ସମସ୍ତଙ୍କ ମନରେ ଖୁସି କହିବାର ହି ନଥିଲା ।

କାଲି ରାତି ବହୁତ ଭଲ ଥିଲା । କାଲି ରାତି ମୁଁ କହିଲି ଏତେ ଦିନ ହେଲା ଆମର ଦେଖା ନଥିଲା ଯେହେତୁ କାଲି ରାତି ଆମେ ସୋଇବୁନି । ଗପି ଗପି ଆମ ରାତି ପାଇଯାଇଛି । କଣ ହେଲା କଣ ନାହିଁ କେଉଁଠୁ ଖାଉ ଥିଲୁ କଣ କରୁଥିଲୁ ଏ ସବୁ କଥା ହେଇକି ଆମ ରାତି ପାହିଯାଇଥିଲା । ବାପା-ମା ମୋତେ ଧରିକି ବହୁତ କାନ୍ଦିଲେ ହେଲେ ଏବେ ସବୁ ବହୁତ ଖୁସିରେ ଅଛନ୍ତି ।

ବାପା-ମା ଚାହୁଁ ଛନ୍ତି ମୁଁ ପାଠ ପଢିବା ପାଇଁ ଆଉ ମୋ ସ୍ଵାମୀ ବି ଚାହୁଁ ଛନ୍ତି ହେଲେ ପୁଣି ଯଦି କିଏ ସେହି ଭଳିଆ କରିବ ତା ହେଲେ କଣ ହେବ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ହରପ୍ରିୟା ନିଜ ଖୁସି ବିଷୟରେ କହିଛନ୍ତି । ତେବେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *